ଠ-କ ପ୍ରଯୋଜକ ନାମରେ ବନ୍ଧୁ ଆଣିଲେ ଅଭି-ଯୋଗ , କହିଲେ ମୋ ଠାରୁ ଗାଡ଼ି ଚୋ-ରି କରି ନେଇଥିଲେ

ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ମାମ-ଲାରେ ଅନେକ କଥା ଶୁଣିବାକୁ ମିଳିଛି । କିନ୍ତୁ ଏହାରି ମଧ୍ୟରେ ସବୁଠାରୁ ଚର୍ଚ୍ଚିତ କଥା ହେଉଛି , ପିଣ୍ଟୁ ନନ୍ଦ ମାମ-ଲା ସହିତ ଜଡିତ ଜଣେ ପ୍ରଯୋଜକ ସବୁଠାରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି । ଆଉ ସେ ହେଉଛନ୍ତି ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିବା ପ୍ରଯୋଜକ , ଯିଏକି ତାଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ କିନ୍ତୁ ସେହି ଚେକ୍ ବାଉନ୍ସ ହୋଇ ଯାଇଥିଲା । ଯାହା ପରେ ଅନେକ ଆଲୋଚନା ଆଉ ସମାଲୋଚନାର ଶି-କାର ହେଉଛନ୍ତି ବ୍ୟକ୍ତି ଜଣକ । ତାଙ୍କ ନାମରେ ଅନେକ କଥା ଶୁଣିବାକୁ ମିଳୁଛି । କାହିଁକି ସେ ବ୍ୟକ୍ତି ଜଣକ ଏପରି କଲେ , ତାହାକୁ ନେଇ ଅନେକ ସତ ଆଉ କେତେ ମିଛ କଥା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଏପରି କିଛି କଥା ସାମ୍ନାକୁ ଆସିଛି।

ତେବେ ଏପରି କଥା ଶୁଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ । ଜଣେ ବ୍ୟକ୍ତି ଏପରି କା-ଣ୍ଡ କରିଲେ , ତାହା ନେଇ ଚର୍ଚା ମଧ୍ୟରେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ଠକା-ମୀର ଶି-କାର ହୋଇଥିବା ଜଣେ ବ୍ୟକ୍ତି । କିଛି ବର୍ଷ ଆଗରୁ ସେ ସେହି ବ୍ୟକ୍ତିଙ୍କ ସମ୍ପ-ର୍କରେ ଆସିଥିଲେ , ଯେଉଁ ବ୍ୟକ୍ତି ବର୍ତ୍ତମାନ ଆଲୋଚନାର ବିଷୟ ହୋଇ ରହୁଛନ୍ତି । ଆଉ ସେ ନିଜକୁ ପ୍ରଯୋଜକ କହିବା ସହିତ ପିଣ୍ଟୁ ନନ୍ଦଙ୍କୁ ଟଙ୍କା ଦେଇଛନ୍ତି , ଯାହା ବାଉନ୍ସ ହୋଇଯାଇଛି । ତେବେ ବ୍ୟକ୍ତି ଜଣକ କହିବା ଅନୁଯାୟୀ , ୨୦୧୭ ମସିହାରେ ସେ ସିତାଂଶୁ ମହାନ୍ତି ନାମକ ପ୍ରଯୋଜକ ନାମରେ ଆସିଥିଲେ । ଆଉ ସେ ଦିନେ ତାଙ୍କ ସହିତ କିଛି କାମ ଅଛି କହି ତାଙ୍କୁ ଡ଼ାକି ନେଇଥିଲେ ।

ଦୁହେଁ ବ୍ୟକ୍ତିଙ୍କ କାରରେ ଯାଇଥିଲେ । କିନ୍ତୁ ହଠାତ୍ ସେ ଯେଉଁ କାମ ପାଇଁ ଯାଇଥିଲେ ପ୍ରକୃତରେ ସେପରି କିଛି କାମ ନଥିଲା ବୋଲି ସେ କହିଛନ୍ତି । ହଠାତ୍ ଏପରି କିଛି ଜିନିଷକୁ ସେ ତାଙ୍କୁ ଖାଇବାକୁ ଦେଇଥିଲେ କି , ସେ ସେଠାରେ ବେହୋସ୍ ହୋଇ ଯାଇଥିଲେ । ଆଉ ଯାହା ପରେ ଠ-କ ପ୍ରଯୋଜକ ଜଣକ ତାଙ୍କ ଗାଡିକୁ ଚୋ-ରି କରି ନେଇ ଯାଇଥିଲେ । ଆଉ ତାକୁ ନେବା ସହିତ ଗାଡ଼ି ମଧ୍ୟରେ ରହିଥିବା ନଗଦ ୫,୦୦୦ ଟଙ୍କାକୁ ମଧ୍ୟ ନେଇ ଯାଇଥିଲେ । ଏପଟେ ବ୍ୟକ୍ତି ଜଣକ ବ୍ୟସ୍ତ ହୋଇ ଯାଇଥିଲେ ଆଉ ନିଜର ଗାଡ଼ି ପାଇବା ପାଇଁ ଚେଷ୍ଟା କରି ଥା-ନାରେ ଅଭି-ଯୋଗ କରିଥିଲେ । ଖାଲି ଏତିକି ନୁହେଁ , ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରସାରଣ କରିବା ପାଇଁ ସେ ଅନୁରୋଧ କରିଥିଲେ । ତେବେ ୫ ରୁ ୬ ଦିନ ମଧ୍ୟରେ ବ୍ୟକ୍ତି ଜଣକ ନିଜ କାର ପାଇଥିଲେ ।

ସୂଚନା ଅନୁଯାୟୀ , ପ୍ରଯୋଜକ ଟଙ୍କା ସରିଯିବା ପରେ ଆଉ ଗାଡିରୁ କିଛି ଜିନିଷ ଖୋଲି ନେଇଯିବା ପରେ ତାଙ୍କୁ ଗାଡ଼ି ଫେରାଇ ଦେଇଥିଲେ । ତେବେ ଧୀରେ ଧିରେ ସେ ନିଜ ଗାଡ଼ିର ସବୁ ଜିନିଷ ଫେରି ପାଇଥିଲେ । ତେବେ ବର୍ତ୍ତମାନ ସେ କେବଳ ଏତିକି କଥା କହି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ସେ ଜଣେ ଚୋ-ର ଅଟନ୍ତି । ତାଙ୍କ ଆକାଉଣ୍ଟରେ ୫ ଟଙ୍କା ନଥିବ ସେ ପିଣ୍ଟୁ ଭାଇଙ୍କୁ କିପରି ଏତେ ଟଙ୍କା ଚେକ୍ ଦେଇ ପାରିଥିବେ । ଏହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଚାଲିଛି । ନିଶ୍ଚିତ ଭାବରେ ଏହା ପଛରେ ତାର କିଛି ଉଦ୍ଦେଶ୍ୟ ରହିଛି । କେବଳ ଏତିକି ନୁହେଁ , ଆପଣ ଜାନୁ ଆଶ୍ଚର୍ଯ୍ୟ ହେବେ ଯେ , ଏହି ପ୍ରଯୋଜକ ନାମରେ ଅନେକ ଥା-ନାରେ ଏ-ତଲା ରହିଛି । ଏପରିକି ଅନେକ ଜେ-ଲ ରୁ ସେ ବେଲ ପାଇଁ ଆସିଛନ୍ତି ବୋଲି ତାଙ୍କ ବିଷୟରେ ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *