ଭୂତଙ୍କ ସଭାପତିଙ୍କୁ ଜେ-ଲରେ ଛାଡ଼ୁନି ଭୂତ । ବାବା ବିପିନଙ୍କ ଉପରେ ରା-ଗିଛି ଗୋଟିଏ ଭୂତ ।

ଗଣତି ତାଲିକାରେ ଯେଉଁ ଯେଉଁ ଭୂତଙ୍କର ନାମ ନେଇଥିଲେ ସେଥିମଧ୍ୟରୁ କିଛି ଭୂତ ନିରବ ରହିଥିବା ବେଳେ , କିଛି ଭୂତ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଆଉ ବର୍ତ୍ତମାନ ଜେଲରେ ସେହି ଭୂତ ବିପିନଙ୍କୁ ଛାଡ଼ୁ ନାହିଁ । ବିପିନଙ୍କ କହିବା ଅନୁଯାୟୀ ଏବେ ସୁଦ୍ଧା ସେ ୪୦ ଲକ୍ଷ ଭୂତଙ୍କର ସେ ସଭାପତି ଅଛନ୍ତି ଏବଂ ସେସବୁକୁ ସେ ରଖିଛନ୍ତି ।

ତେବେ ସେଥିମଧ୍ୟରୁ ବିଶେଷ କରି ଗୋଟିର ଭୂତ କୁଆଡ଼େ ତାଙ୍କ ଉପରେ ରାଗିଛି । ୪୦ ଲକ୍ଷ ଭୂତ ପରେ ତାଙ୍କ ସଂଗଠନରେ ନୂଆକରି ଯେଉଁ ଦୁଇଜଣ ଭୂତ ଯୋଗ ଦେଇଥିଲେ ବୋଲି ସେ କହୁଥିଲେ , ସେହି ଦୁଇଜଣ ଭୂତଙ୍କ ମଧ୍ୟରୁ ଜଣେ ଭୂତ ଭାରି ଅସନ୍ତୁଷ୍ଟ ବୋଲି ବିପିନ କହିଛନ୍ତି ।

ବୋଧହୁଏ ସେହି ଭୂତ ଚାହୁଁ ନଥିବ ଯେ ବିପିନ ତାଙ୍କ ନାମ ନିଅନ୍ତୁ ବୋଲି । ତେବେ କହିରଖିବୁ ଯେ ଆଜିକା ଦୁନିଆ ଯେତେ ଆଧୁନିକ ହେଉ ନା କାହିଁକି ଆଜିବି ଲୋକଙ୍କ ମନରେ ଭୂତର ଭ-ୟ ରହିଛି ଏବଂ ତାହା ଜାଣି ବିପିନ ଲୋକଙ୍କ ଭୂତର ସମସ୍ୟାକୁ ଦୂର କରିବା ସହିତ ନିଜକୁ ଭୂତଙ୍କ ସଭାପତି କହି ଆସୁଛନ୍ତି । ଆଉ ଏହା ତାଙ୍କୁ ଭାରି ମହଙ୍ଗା ପଡ଼ିଛି ।

ବିପିନଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ଗୋଟିଏ ଦୁଇଟି ଭୂତ ନୁହେଁ ବରଂ ୪୦ ଲକ୍ଷରୁ ଅଧିକ ଭୂତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ବିଦେଶୀ ଭୂତ ମଧ୍ୟ ଥିବା ସେ କହନ୍ତି । ତେବେ ଏହାକୁ କେହିବି ବିଶ୍ୱାସ କରି ନଥିଲେ ଏବଂ ଏହି ବିଷୟକୁ ନେଇ ସୋସିଆଲ ମିଡିଆରେ ମନ ଇଚ୍ଛା କମେଣ୍ଟ କରିବା ସହିତ ମଜାକ ଉଡ଼ାଇଥିଲେ ।

ତେବେ ପୁଣି ଆଗ କାଳ ଭଳି ଯେମିତି ସଧାରଣ ଲୋକଙ୍କୁ ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସରେ କେହି ଠକି ନପାରନ୍ତୁ ସେଥିପାଇଁ ଅନେକ ବଡ଼ ବଡ଼ ଲୋକ ଅନେକ ନିୟମ କରି ଯାଇଛନ୍ତି । ଏହି ନିୟମ କାରଣରୁ ଭୂତ ମାନଙ୍କର ସଭାପତି ବର୍ତ୍ତମାନ ଜେ-ଲରେ । ବର୍ତ୍ତମାନ ସମୟରେ ଏହିଭଳି ଶୁଣିବାକୁ ମିଳୁଛି କୁଆଡ଼େ ଲୋକଙ୍କୁ ଭୂତ କାହାଣୀ କହି ଠ-କୁଥିବା ବିପିନ ରାଉତରାୟଙ୍କ ଉପରେ କେଉଁ ଭୂତ ରା-ଗିଛି ଏବଂ ତାଙ୍କୁ କୁଆଡ଼େ ରଖାଇ ଦେଉନାହିଁ । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ଯେ ବିପିନ ରାଉତରାୟଙ୍କୁ ହଇ-ରାଣ କରୁଥିବା ଭୂତ କିଏ ହୋଇପାରେ । ତେବେ ଅଧିକାଂଶ ଲୋକେ ଏହାକୁ ନେଇ ଆହୁରି ତୀବ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *