୪୦ ଟୋକା କୁ ଜଣେ ସ୍ତ୍ରୀ,କିଛି ଶୁଣିଲେ ନାହିଁ ସେମାନେ ।

ରାଜଧାନି ଭୁବନେଶ୍ଵରରେ ଘଟି ଯାଇଛି ଏକ ସାଙ୍ଘା-ତିକ ଘ-ଟଣା । ଜଣେ ମହିଳା ଏକାକୀ ଘରେ ଥିବା ସମୟରେ ୪୦ ଜଣ ଯୁବକ ଘର ଭିତରେ ପଶି ଘଟାଇ ଥିଲେ ଏଭଳି ସାଙ୍ଘା-ତିକ କା-ଣ୍ଡ । ଯେଉଁଥିରେ ମହିଲା ଜଣଙ୍କ ଅତିଷ୍ଟ୍ ହୋଇ ପଡିବା ସହିତ ଭ-ୟରେ ଥରି ଉଠିଥିଲେ । ତେବେ କାହିଁକି ଯୁବକ ମାନେ ଘର ଭିତରେ ପଶିଥିଲେ ସେମାନଙ୍କ ପ୍ରକୃତ ଉଦ୍ୟଶ କଣ ରହିଥିଲା ଆସନ୍ତୁ ତାହା ଉପରେ ନଜର ପକାଇବା । ସମୟ ସନ୍ଧ୍ୟା ସମୟ ।

ଘର ଭିତରେ ଏକାକୀ ଥାନ୍ତି ମହିଳା ଜଣଙ୍କ । ତେବେ ମହିଳା ଜଣଙ୍କ ସନ୍ଧ୍ୟା ଦେଇ ଘର ଭିତରକୁ ଆସୁଥିବା ସମୟରେ ହଟାତ୍ ସିସିଟିଭି ଫୁଟେଜରେ ଦେଖିବାକୁ ପାଇଲେ ଦଳ ହୋଇ ବହୁ ସଂଖ୍ୟକ ଯୁବକ ତାଙ୍କ ଘର ଆଡ଼କୁ ମା-ଡ଼ି ଆସୁଛନ୍ତି । ତେବେ ହଟାତ୍ ଏହା ଦେଖି ମହିଳା ଜଣଙ୍କ ଭ-ୟଭୀ-ତ ହୋଇ ପଡିଥିବା ବେଳେ ।

କଣ କରିବେ କିଛି ବୁଝି ପାରିଲେ ନାହିଁ । ତେବେ ଏହା ପରେ ମୁହଁରେ କପଡ଼ା ଗୁଡ଼ାଇ ଥିବା ଯୁବକ ମାନେ ଘର ଭିତରକୁ ପଶିବା ଆରମ୍ଭ କରିବା ସହିତ । ଘରର ଆସବାବ ପତ୍ର ଗ୍ରାଉଣ୍ଡ ଫ୍ଲୋର ରୁ ଭାଙ୍ଗି ଭାଙ୍ଗି ଆସିଲେ । ଏପରିକି ଘରର ସମସ୍ତ ଜିନିଷ ଭାଙ୍ଗି ରୁଜି ଚୁରମାର କରିଦେଲେ । ତେବେ ଏହା ପରେ ଯୁବକ ମାନେ ମହିଳାଙ୍କୁ ବେଶ୍ ଅସଭ୍ୟ ଭାଷାରେ ଗା-ଳି ଗୁ-ଲଜ କରିବା ସହିତ ହାତରେ ଖ-ଣ୍ଡା ଏବଂ ବ-ନ୍ଧୁକ ଦେଖାଇ ମହିଳାଙ୍କୁ ଭ-ୟଭୀ-ତ କରାଇ ଥିଲେ ।

ତେବେ ଏହା ଘଟିବା ପଛରେ ଏକ ବଡ ର-ହସ୍ୟ ଏହା ଭିତରେ ଲୁ-ଚି ରହିଛି । ସେହି ଘରର ଯିଏ ମାଲିକ ତାଙ୍କ ପତ୍ନୀ ଓ ଝିଅ ଏବଂ ଜ୍ବାଇଁ ଏପରି କା-ଣ୍ଡ ଭିଆଇ ଛନ୍ତି । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଚାଲିଯିବା ପରେ ତାଙ୍କ ସ୍ବାମୀଙ୍କ ଜାଗା ପ୍ରତି ତାଙ୍କର ଲୋଭ ଥିଲା । ତେବେ ଆଇନ ଅନୁସାରେ ସେ ନଯାଇ ସେ ଗୁ-ଣ୍ଡା ଏବଂ ଆ-ଇନ ବିରୋ-ଧରେ ଯାଇଥିଲେ ।

ତେଣୁ ତାଙ୍କ ସ୍ଵାମୀଙ୍କ ଜାଗାକୁ କବଜା କରିବା ପାଇଁ ମହିଳା ଜଣଙ୍କ ଏପରି କା-ଣ୍ଡ ଭିଆଇ ଥିଲେ । ତେବେ ସ୍ବାମୀଙ୍କ ପ୍ରଥମ ସ୍ତ୍ରୀ ସ୍ବାମୀଙ୍କୁ ଛା-ଡପ-ତ୍ର ଦେଇଥିବା ବେଳେ ଏବେ କେ-ସ କୋର୍ଟରେ ରହିଛି । ତେବେ ଆ-ଇନ ଯାହା ରାୟ ଦେବ ଆଇନ ଅନୁସାରେ କାର୍ଯ୍ୟ ହେବା କଥା । ମାତ୍ର କେଶ୍ କୋର୍ଟରେ ଥିବା ବେଳେ ଆ-ଇନ ବିରୋ-ଧରେ ଯାଇ ପ୍ରଥମ ସ୍ତ୍ରୀ ଏବଂ ଝିଅ ଜ୍ବାଇଁ ଗୁ-ଣ୍ଡା ନେଇ ଘରକୁ ଆସିଲେ । ଆଉ ଦ୍ୱିତୀୟ ପତ୍ନୀଙ୍କୁ ଧ-ମକ ଦେବା ସହିତ ଘରର ସବୁ ଜିନିଷ ଭାଙ୍ଗି ରୁଜି ଚୁରୁମାର କରିଦେଇଥିଲେ । ତେବେ ଏହା ପରେ ଘରର କେୟାର ଟେକରଙ୍କୁ ନି-ର୍ଦ୍ଧୁମ ମା-ଡ ମା-ରିବା ସହିତ ମହିଳାଙ୍କୁ ମଧ୍ୟ ଧ-ମକ ଦେଇଥିଲେ ।

ତେବେ ପୋ-ଲିସ ଆସି ପହଞ୍ଚିଲା ବେଳକୁ ସବୁ କିଛି ଭାଙ୍ଗି ରୁଜି ଛାରଖାର ହୋଇ ଯାଇଥିଲା । ମହିଳା ଜଣଙ୍କ ଭ-ୟଭୀ-ତ ଅବସ୍ଥାରେ ଘରର ଗୋଟିଏ କୋଣରେ ପଡି ରହିଥିଲେ । ତେବେ ଏହାକୁ ଦେଖି ମହିଳା ଭ-ୟ ଏବଂ ଆତ-ଙ୍କରେ ଥିବା ବେଳେ ଶେଷରେ ମହିଳା ଜଣଙ୍କ ମନରେ ସାହାସ ବାନ୍ଧି ଯୁବକଙ୍କ ବିରୋ-ଧରେ ଓ ପ୍ରଥମ ପତ୍ନୀଙ୍କ ବିରୋ-ଧରେ ପୋଲି-ସର ଅଭି-ଯୋଗ କରିଛନ୍ତି । ତେବେ ପୋ-ଲିସ ଅଭି-ଯୋଗ ପାଇବା ପରେ ଘଟ-ଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିବା ବେଳେ ଆଗକୁ କଣ ହେବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *