ଗରମ ଦିନରେ ଶୋ-ଷିଲା ଥିଲା କିଙ୍ଗକୋବ୍ରା , ବ୍ୟକ୍ତି ଢାଳିଦେଲେ ପାଣି , ତାପରେ ଘ-ଟ-ଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

ଏମିତିରେ ତ ସୋସିଆଲ ମିଡିଆରେ ପାୱାର ବିଷୟରେ କହିବାକୁ କୌଣସି ଭାଷା ନାହିଁ । ଯେତେ ଛୋଟ ବଡ଼ ଘ-ଟ-ଣା ହେଉ ତାହା ଖୁବ କମ ସମୟ ମଧ୍ୟରେ ସୋସିଆଲ ମିଡିଆରେ ଦ୍ୱାରା ଭାଇରଲ ହୋଇଯାଏ । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଭାଇରଲ ହୋଇଥିବା ଫୋଟ ବିଷୟରେ କହିବୁ ଯେଉଁଥିରେ ଜଣେ ବ୍ୟକ୍ତି ଏକ କିଙ୍ଗ କୋବ୍ରା ଉପରେ ପାଣି ଢ଼ାଳୁ ଥିବାର ଦେଖା ଯାଇଛି । ତେବେ ସମ୍ପୂର୍ଣ୍ଣ ଘ-ଟଣା ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଭାଇରଲ ହୋଇଥିବା ଏହି ଫୋଟ ଅନୁଯାୟୀ ଏହା ସୂଚନା ରହିଛି ଯେ ଜଣେ ବ୍ୟକ୍ତି ଏକ କିଙ୍ଗ କୋବ୍ରା ଉପରେ ପାଣି ଢ଼ାଳିଛନ୍ତି କାରଣ ଗରମ କାରଣରୁ କିଙ୍ଗ କୋବ୍ରା ଖୁବ ଶୋଷିଲା ଥିଲା । ଏମିତିରେତ ବର୍ତ୍ତମାନ ଗ୍ରୀଷ୍ମ ଋତୁର ଆଗମନ କାରଣରୁ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ବୋହୁଛି । ତେଣୁ ମଣିଷ ହୋଇ ଯଦି ଆମ ପାଖରେ ଏତେ ସବୁ ସୁବିଧା ଉପଲବ୍ଧ ଥିବା ସତ୍ତ୍ୱେ ଆମେ ଏତେ କଷ୍ଟ ପାଉଛୁ ତେବେ ଜୀବଜନ୍ତୁ କିପରି ବଞ୍ଚୁଥିବେ ତାହା କଣ ଆପଣ କେବେ ଭାବିଛନ୍ତି କି ?

ଏପରି ଏକ ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ନିଶ୍ଚିତ ଭାବରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ ନିଶ୍ଚିତ ଭାବରେ ସେହି ବ୍ୟକ୍ତି କୌଣସି ସାଧାରଣ ମଣିଷ ହୋଇ ନଥିବେ କାରଣ ଏତେ ସାହାସିକତାର ସହିତ ଏକ ସାପ ଉପରେ ନିର୍ଭୟରେ ସ୍ନେକ ହେଲ୍ପ ଲାଇନ ର ଲୋକ ବ୍ୟତୀତ ଆଉ କେହି ଢାଳି ପାରିବେ ନାହିଁ । ଏହି ଫୋଟ କୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜର ଟ୍ୱିଟର ଆକାଉଣ୍ଟ ରେ ସେୟାର କରି କ୍ୟାପସନ ଦେଇଛନ୍ତି ଯେ ” ଗରମ ସମୟ ……ଓ କାହାକୁ ବା ଗାଧୋଇବା ପସନ୍ଦ ନୁହେଁ ” ।

ତେବେ ଏହି ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଏବେ ସୁଦ୍ଧା ୧ ଲକ୍ଷ ୨୮ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି । ଲୋକେ ଏଥିରେ ଖୁବ ସୁନ୍ଦର କମେଣ୍ଟ ମଧ୍ୟ କରିଛନ୍ତି କାରଣ ଏପରି ଦୃ-ଶ୍ୟ ବୋଧହୁଏ ଆଉ ଆଗରୁ କେହି ଦେଖି ନଥିବେ । ତେବେ ଯାହାବି ହେଉ ଏବେ ସୁଦ୍ଧା ଏହି ଫୋଟ କେଉଁ ସ୍ଥାନର ଏବଂ ଫୋଟରେ ଥିବା ବ୍ୟକ୍ତି କିଏ ତାହା ନିଶ୍ଚିତ ହୋଇନାହିଁ । ପୁଣି କେହି କେହି କହିଛନ୍ତି ଯେ ଏହି ଦୃ-ଶ୍ୟ କେରଳର ।

Leave a Reply

Your email address will not be published. Required fields are marked *