ଚାରି ବର୍ଷର କୁନି ଝିଅକୁ ଦୁ-ଷ୍କର୍ମ , ଗୁହାଳ ଭିତରେ ଲୁ-ଚିଥିଲା ଅଭି-ଯୁକ୍ତ ଘନିଆ

ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଦୁ-ଷ୍କର୍ମ ମାମ-ଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କାହିଁକି ନା ଏହା ପାଇଁ ଏକ ସଠିକ୍ ପଦକ୍ଷେପ ନିଆ ଯାଉନାହିଁ । ଦୋଷୀ ଦୋଷ କରି ଖସି ଯାଉଛି ଆଉ ଯେଉଁ ମାନେ ବି ଧରା ପଡ଼ୁଛନ୍ତି ସେମାନେ କିଛି ଦିନ ଜେ-ଲରେ ରହିବା ପରେ ଜା-ମିନ ପାଇ ଯାଉଛନ୍ତି । ତେବେ ଏବେ ଏପରି ଏକ ଘଟ-ଣା ସାମ୍ନାକୁ ଆସିଛି ଯାହା ପୁରା ଓଡ଼ିଶାକୁ ଦୋହଲାଇ ଦେଇଛି । ମାତ୍ର ଚାରି ବର୍ଷର ଶିଶୁ କନ୍ୟା ସହିତ ଦୁଷ୍କ-ର୍ମ କରି ତାକୁ ଶେଷରେ କରାଯାଇଛି ହ-ତ୍ୟା ।

ତେବେ ଏପରି ଏକ କା-ଣ୍ଡ କରିଛି ତାର ସମ୍ପର୍କୀୟ ଭାଇ । ଯାହାକୁ ବର୍ତ୍ତମାନ ସମୟରେ ପୋ-ଲିସ ଗି-ରଫ କରି ନେଇଛି । ଏପରି ଏକ ଘ-ଟଣା ଘଟି ଯାଇଛି ଭୁବନେଶ୍ୱର ପୋଖରୀପୁଟ ଓଭରବ୍ରିଜ ତଳ କେଳା ବସ୍ତିରେ । ଚାରି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି , ଘନିଆ ନାମକ ଜଣେ ଯୁବକ ତାର ସମ୍ପର୍କୀୟ ଚାରି ବର୍ଷର ଭଉଣୀକୁ ଚକେଲଟ ଦେଇ ଦୁ-ଷ୍କର୍ମ କରିଥିଲା ଆଉ ଶେଷରେ ତାକୁ ହ-ତ୍ୟା କରି ଫୋପାଡ଼ି ଦେଇଥିଲା । ଆଉ ହ-ତ୍ୟା କରି ସାରି ଫେ-ରାର ହୋଇ ଯାଇଥିଲା ଘନିଆ ।

ତେବେ ସେହି ଦିନ ଠାରୁ ଘନିଆ ପଛରେ ଲାଗିଥିଲେ ପୋଲିସର ସ୍ପେଶାଲ ସ୍କ୍ୱାଡ । ଆଉ ଶେଷରେ ଗତକାଲି ଘନିଆକୁ ଜଗତସିଂହପୁର ତାର ଶଶୁର ଘର ଗୁହାଳ ମଧ୍ୟରୁ ଗିର-ଫ କରାଯାଇଛି । ଆଉ ଘନିଆ ପାଖରୁ ସବୁ ସତ ବାହାର କରାଯାଇଛି । କିପରି ସେ ହ-ତ୍ୟା କଲା ଆଉ କେଉଁଠି ନେଇ ଦୁ-ଷ୍କର୍ମ କରିଲା ତାହା ବିଷୟରେ ବିସ୍ତୃତ ଭାବରେ ସେ ପୋ-ଲିସ ଆଗରେ କହିଛି । ତେବେ ସେ କହିଛି ଯେ , ସେଦିନ ହ-ତ୍ୟା କରି ସାରି ସେ ଲିଙ୍ଗରାଜ ଷ୍ଟେସ-ନକୁ ଯାଇଥିଲା ଆଉ ସେଠାରୁ ଟ୍ରେନ ଧରି କଟକ ଯାଇଥିଲା

ଏହାପରେ ବସ୍ ଧରି ଜଗତସିଂହପୁର ଯାଇଥିଲା । ଏହାପରେ ଶଶୁର ଘର ଯାଇ ଚାରି ଦିନ ହେବ ଲୁଚି ରହିଥିଲା । ତେବେ ଯେତେବେଳେ ପୋ-ଲିସ ତାର ଫୋନ ଟ୍ରାକ କରିଥିଲା ଶେଷ ଲୋକେଶନ ଜଗତସିଂହପୁର ଦେଖାଇ ଥିଲା । ଆଉ ସ୍ଥାନୀୟ ଲୋକେ ମଧ୍ୟ କହିଥିଲେ ଘନିଆର ଶଶୁର ଘର ଏଠାରେ ହିଁ । ଆଉ ଶେଷରେ ପୋ-ଲିସ ତାର ଗନ୍ତବ୍ୟ ସ୍ଥଳରେ ଯାଇ ପହଞ୍ଚି ଯାଇଥିଲା । ଗାଈ ଗୁହାଳ ମଧ୍ୟରୁ ଘନିଆକୁ ପୋଲି-ସର ଟିମ୍ ଗି-ରଫ କରି ଟାଣି ଟାଣି ନେଇଥିଲା । ଆଉ ବର୍ତ୍ତମାନ ସମସ୍ତେ ତାକୁ ଫା-ଶୀ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *