ପ୍ରଥମେ ଶାରୀ-ରିକ ସମ୍ପ-ର୍କ ରଖିଲେ ପରେ ଗଳା କା-ଟି ହ-ତ୍ୟା କରିଦେଲେ

ମଧ୍ୟ ପ୍ରଦେଶରେ ରହୁଥିବା ଶ୍ଳିପା ଝରିଆ ଅଭିଜିତ ପଟିଦାଙ୍କୁ ଭଲ ପାଉଥିଲେ। ଅଭିଜିତ ପଟିଦା ଜଣେ ବ୍ୟବସାୟୀ। ଅଭିଜିତ ଏବଂ ଶ୍ଳିପା ଦୁହେଁ ଦୁହିଁଙ୍କ ଭଲ ପାଉଥିଲେ। ଭଲ ପାଇବାର କିଛି ଦିନ ପରେ ଦୁହେଁ ଶାରୀ-ରିକ ସମ୍ପ-ର୍କ ମଧ୍ୟ ରଖି ଥିଲେ। କିନ୍ତୁ ସେ ଦିନ ରାତିରେ ଏମିତି କିଛି ହେଲା ଅଭିଜିତ ଶ୍ଳିପାର ଗଳା କା-ଟି ହ-ତ୍ୟା କରି ଦେଲା।

ଶ୍ଳିପା ଅଭିଜିତଙ୍କୁ ଭଲ ପାଉଥିବା ବେଳେ ଅଭିଜିତଙ୍କ ସାଙ୍ଗକୁ ମଧ୍ୟ ଭଲ ପାଇ ତାଙ୍କ ସହ ଶାରୀ-ରିକ ସମ୍ପ-ର୍କ ରଖିଥିଲା। ସେଥିପାଇଁ ଶ୍ଳିପା ଅଭିଜିତର ସାଙ୍ଗଙ୍କୁ ବ୍ଲା-କ୍ ମେ-ଲ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଗୋଟେ ଦିନ ଅଭିଜିତର ସାଙ୍ଗ ଅଭିଜିତକୁ ସବୁ ସତ କଥା କହିଦେଲା। ଏବଂ ନିଜ ପ୍ରେମିକାକୁ ମା-ରିଦେବାକୁ କହିଲା। ସାଙ୍ଗର କଥା ଶୁଣି ଅଭିଜିତ ରା-ଗିଯାଇ ପ୍ରେମିକାକୁ ମା-ରିବା କଥା ଭାବିଲା।

ସେ ପ୍ରଥମେ ନିଜ ଫୋନରେ ଭିଡ଼ିଓ କରି କହିଥିଲା ଶ୍ଳିପା ମୁ ତତେ ମୋ ଜୀବନ ଠାରୁ ଅଧିକ ଭଲ ପାଇଥିଲି। ତୋ ପାଇଁ ମୁଁ ସବୁ କିଛି କରୁଥିଲି କିନ୍ତୁ ତୁ କଣ କଲୁ ମୋ ପିଠି ପଛରେ ପ୍ରତା-ରଣାର ଗୋଟେ ଭଲ ଖେଳ ଖେଲିଦେଲୁ। ମୋ ସାଥିରେ ରାତି ବିତେଇ କଣ ତୋ ଦେହର ଭୋକ ମେଣ୍ଟୁ ନଥିଲା ଯେ ମୋ ସାଙ୍ଗ ପାଖରେ ଯାଇ ଶୋଇଲୁ। ତୋ କଲା କର୍ମର ଫଳ ଭଗବାନ ତତେ ଦିଅନ୍ତୁ ବା ନ ଦିଅନ୍ତୁ ମୁଁ ତତେ ତୋ କର୍ମର ଫଳ ନିଶ୍ଚୟ ଦେବି।

ତୁ ମୋ ମନ ସହ ଯେମିତି ଖେଳିଛୁ ମୁଁ ତୋ ଦେହ ସହ ସେମିତି ଖେଳିବି। ଦେହକୁ ମନ ଭାରି ଉପୋଭୋଗ କରିସାରିବା ପରେ ତତେ ତୋ କର୍ମର ଫଳ ଦେବି। ତୁ ମଲା ପରେ ଆର ପରିରେ ରହି ଭାବିବୁ ମୁଁ ତତେ ମା-ରିକି ଠିକ୍ କରିଛି ନା ଭୁଲ୍। ତୋ ପରି ଗୋଟେ ଧୋକେ-ବାଜ୍ ର ଏ ସମାଜରେ ବଞ୍ଚିବାର କିଛି ଅଧିକାର ନାହିଁ। ତୁ ଯଦି ମୋର ନ ହେଲେ ମୁଁ ତତେ ଆଉ କାହାର ହେବା ପାଇଁ ଦେବିନି। ତୋ ପରି ଧୋକେ-ବାଜ୍ ପ୍ରେମିକାମାନଙ୍କୁ ମୁଁ ଦେଖେଇ ଦେବି ଦେଖ ପ୍ରତା-ରଣା କରିବାର ପରିଣାମ କଣ ହୁଏ।

ଭିଡ଼ିଓ କରି ସରିବା ପରେ ଅଭିଜିତ ଶ୍ଳିପାକୁ ହୋଟେଲ କୁ ଡାକିଲା। ତା’ପରେ ମନ ଭରି ଶ୍ଳିପାର ଦେହକୁ ଉପଭୋଗ କରି ସାରିବା ପରେ ଶ୍ଳିପାକୁ ସବୁ ସତ କଥା କହି ତାର ଗଳା କା-ଟିଦେଲା। ଶ୍ଳିପା ଯେତେବେଳେ ଯନ୍ତ୍ର-ଣାରେ ଝଟ-ପଟ ହେଉଥିଲା ସେତେବେଳେ ଅଭିଜିତ ତାକୁ ଡାକ୍ତରଖାନା ନ ନେଇ ଶ୍ଳିପାର ଭିଡ଼ିଓ ବାନାଉ ଥିଲା।

ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବାପରେ ଯେତେବେଳେ ମଧ୍ୟ ପ୍ରଦେଶର ପୋ-ଲିସ୍ ଙ୍କ ପାଖରେ ଏ ଭିଡ଼ିଓ ପହଞ୍ଚିଲା ମଧ୍ୟ ପ୍ରଦେଶ ପୋ-ଲିସ୍ ନିଜ ଆଉ ଏକ ଏତ-ଲା ରୁ-ଜୁ କରି। ଅଭିଜିତଙ୍କୁ ଗି-ରଫ କରିଛି।

Leave a Reply

Your email address will not be published. Required fields are marked *