ଶଶୁର ସାଜିଲା ଭ-କ୍ଷକ , ସ୍ୱାମୀ ନଥିଲେ ଶାଶୁ ନଥିଲେ ଶ୍ୱଶୁର ମା-ଡ଼ି ବସିଲେ

କୁହାଯାଏ ଝିଅ ଜନମ ପର ଘରକୁ । ଝିଅ ଜନ୍ମ ପାଇଛୁ ମାନେ ନିଶ୍ଚିତ ଭାବରେ ଦିନେ ନା ଦିନେ ଶାଶୁ ଘରକୁ ଯିବା ସୁନିଶ୍ଚିତ । ଗୋଟିଏ ଝିଅ ନିଜ ବାପ ଘର ଛାଡି ଚାଲିଯିବା ପରେ ଶାଶୁ ଘରେ ଅନେକ ଲୋକଙ୍କ ସହିତ ଦେଖା ହୋଇଥାଏ । ଆଉ ସେମାନଙ୍କୁ ଆପଣାଇବା ପାଇଁ ଅନେକ ଚେଷ୍ଟା କରିଥାଏ । ସେମାନଙ୍କୁ ନିଜର କରି ଗୋଟିଏ ପରିବାରରେ ଏକାଠି କରି ରଖିବା ହିଁ ଗୋଟିଏ ବୋହୂର କାମ ଅଟେ ।

ଯାହାକୁ ସେ ଅତି ନିଖୁଣ ଭାବରେ କରି ପାରିଥାଏ । ତେବେ କୁହାଯାଏ ଝିଅଟିଏ ବାପ ଘର ଛାଡି ଯିବା ପରେ ସେଠାରେ ମାଆ ରୂପରେ ଶାଶୁ ଆଉ ବାପା ରୂପରେ ଶଶୁରକୁ ପାଇଥାଏ । ନିଜ ନଣନ୍ଦ ଏବଂ ଦିଅରକୁ ନିଜର ଭାଇ ଭଉଣୀ ଭାବରେ ଦେଖିଥାଏ । ତେବେ ଏହାରି ମଧ୍ୟରେ ଯଦି କେହି ତାକୁ ଧୋକା ଦିଏ ଆଉ ତା ଉପରେ ଅ-ତ୍ୟାଚା-ର କରିବାକୁ ଲାଗିଯାଏ , ତାହା ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକ-ର ହେବ ।

ଝିଅଟିଏ ଇଚ୍ଛା ରଖିଥାଏ କି , ସମସ୍ତେ ତାକୁ ଭଲ ପାଆନ୍ତୁ ଆଉ ସେ ବି ସେହି ଘରେ ଯାଇ ଝିଅ ଭାବରେ ରହିଯାଉ । ତେବେ ଯାହାର ଭାଗ୍ୟ ଭଲ ରହିଥାଏ , ସେ ଖୁସିରେ ରହିଥାଏ । ଆଉ ଯାହାର ଭାଗ୍ୟ ଖରାପ ରହିଥାଏ , ତାର ଜୀବନ ବ-ର୍ବାଦ ହୋଇଯାଏ । ଅର୍ଥାତ୍ ତାକୁ ଏପରି ଶାଶୁ ଶଶୁର ଆଉ ପରିବାର ମିଳି ଯାଆନ୍ତି , ଯାହା ଦ୍ଵାରା ତାର ଜୀବନ ନ-ଷ୍ଟ ହୋଇଯାଏ । ତେବେ ଏପରି କିଛି ଖବର ବିଷୟରେ ଆମେ ଆପଣଙ୍କୁ ଆଜି କହିବାକୁ ଯାଉଛୁ ।

ଯାହା ଶୁଣିବା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ସତରେ କଣ ଜଣେ ଶଶୁର ଏତେ ତଳକୁ ଖସି ଯାଇ ପାରନ୍ତି । ବାପା ରୂପରେ ଯେଉଁ ଶଶୁରକୁ ବୋହୂଟିଏ ପୂଜା କରିଥାଏ , ସେ କଣ ଏପରି କାମ କରିପାରନ୍ତି । ତେବେ ଆଜ୍ଞା ହଁ ଏପରି ଏକ କଥା ଯାହା ଆପଣଙ୍କ ଛାତି ଥରାଇ ଦେବ ।

ଜଣେ ଶଶୁରଙ୍କ ନିଜ ବୋହୂ ପ୍ରତି ଏପରି କା-ଣ୍ଡ ବିଷୟରେ ଶୁଣିବା ପରେ ସମସ୍ତେ ତାଙ୍କ ଉପରକୁ ଛି ଛି କରିବାକୁ ଲାଗିଛନ୍ତି । ଆଉ ବର୍ତ୍ତମାନ ସମୟରେ ନିଜେ ମୁଁହ ଖୋଲିଛନ୍ତି ବୋହୂ ଜଣକ । ତାଙ୍କ ଉପରେ ହୋଇଥିବା ଅ-ତ୍ୟାଚା-ର ଆଉ ପାଇଥିବା କଷ୍ଟକୁ ସେ ସମସ୍ତଙ୍କୁ କହିଛନ୍ତି ଆଉ ନିଜର କୋହ କହି ଆଖିରୁ ଲୁ-ହ ଝରାଇ ପକାଇଛନ୍ତି ବୋହୂ ଜଣକ । ତେବେ ଏପରି ଏକ ଘ-ଟଣା ବିଷୟରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚା ହେବାରେ ଲାଗିଛି ।

ଘଟ-ଣାକୁ ନେଇ ଆଖପାଖ ସାହି ପଡିଶାରେ ଲୋକେ ଆଲୋଚନା କରିବାରେ ଲାଗିଛନ୍ତି । ଆଉ ଏହାକୁ ନେଇ ଲୋକେ ଅନେକ ନି-ନ୍ଦା କରିବାରେ ଲାଗିଛନ୍ତି । ତେବେ ପ୍ରକୃତ ଘ-ଟଣା ହେଲା ଘରେ କେହି ନଥିବାର ଫାଇଦା ଉଠାଇ ଜଣେ ଶଶୁର ନିଜ ବୋହୂକୁ ଦୁ-ଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୋହୂ ଜଣକ ସେଠାରୁ ଧାଇଁ ପଳାଇ ଯାଇଥିଲେ ।

ସୂଚନା ଅନୁଯାୟୀ , ବର୍ତ୍ତମାନ ସମୟରେ ବୋହୂ ଜଣକ ନିଜେ ଏ ବାବ-ଦରେ ଗଣମାଧ୍ୟମ ଆଗରେ ମୁଁହ ଖୋଲିଛନ୍ତି । ତାଙ୍କ କହିବା ଅନୁଯାୟୀ , ସେଦିନ ଘରେ କେହି ନଥିଲେ । ଆଉ ଘରେ କେବଳ ସେ ଆଉ ତାଙ୍କ ଶଶୁର ରହିଥିଲେ । ତେବେ ରାତି ବେଳେ ସେ ଶୋଇଥିବା ସମୟରେ ହଠାତ୍ ତାଙ୍କ ଶଶୁର ତାଙ୍କ ପାଖକୁ ଆସିଥିଲେ । ଆଉ ସେ ସୋଇଥିବା ଜାଗାରେ ସେ ଶୋଇ ଯାଇଥିଲେ ।

ତାଙ୍କ ଉପରେ ଗୋଡ଼ ପକାଇ ଥିଲେ । ଆଉ ଏକାଠି ତାଙ୍କ ସହିତ ଶୋଇବେ ବୋଲି କହିଥିଲେ । କିନ୍ତୁ ଏହାପରେ ବୋହୂ ମନା କରିଥିଲେ । କିନ୍ତୁ ଶଶୁର ତାଙ୍କ ଉପରେ ଜବ-ରଦସ୍ତ କରିବାକୁ ଲାଗିଥିଲେ । କିନ୍ତୁ ସେ ଯେତେ ମନା କରିଲେ ମଧ୍ୟ ସେ ଶୁଣି ନଥିଲେ ଆଉ ଦୁ-ଷ୍କର୍ମ କରି ଦେଇଥିଲେ । ତେବେ ଏହାପରେ ବୋହୂ ସେଠାରୁ ଡ଼ାକି ନେଇ ଗାଆଁ ଲୋକଙ୍କୁ ଡାକି ଆଣିଥିଲେ ।

Leave a Reply

Your email address will not be published. Required fields are marked *