ନୀଳଚକ୍ର ଉପରେ ବସିଲା ଚିଲ !!! ସତ ହେଉଛି ମାଳିକା ମାଡ଼ି ଆସୁଛି ଘୋର ବି-ପଦ ।

ମାଳିକା ବଚନକୁ ଆଜିକାଲି ଲୋକେ ବିଶ୍ୱାସ କରୁଛନ୍ତି କାରଣ ମାଳିକା ବଚନରେ ବର୍ଣ୍ଣିତ ସେହି ସବୁକିଛି କଥା ବର୍ତ୍ତମାନ ସତ୍ୟ ହେବାରେ ଲାଗିଛି । ଅଚ୍ୟୁତାନନ୍ଦ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ମହାପୁରୁଷଙ୍କ ବର୍ଣ୍ଣିତ ଭବିଷ୍ୟତ ବର୍ତ୍ତମାନ ସମୟରେ ସତ ହେଉଥିବା ନଜର ଆସୁଛି । କୁହାଯାଏ ଯେ ମାଳିକାରେ ବର୍ଣ୍ଣିତ ହୋଇଥିଲା ବଡ଼ଦେଉଳରୁ ପଥର ଖସିବ । ତାହା ସତ ମଧ୍ୟ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ତାହା ମନ୍ଦିରର କେଉଁ ସ୍ଥାନରୁ ଖସିଛି ତାହା ଜଣା ପଡ଼ିନାହିଁ । ପୁଣି ୨୨ ପାହାଚରେ ମୀନ ଖେଳିବା ଏମିତି ଅନେକ ଘ-ଟଣା ମାଳିକା ବଚନ ସତ ହେବା ଦିଗରେ ପୂର୍ବରୁ ଇଙ୍ଗିତ କରି ସାରିଛି ।

ଆଉ ଏହାରି ମଧ୍ୟରେ ଆଉ ଏକ ଘ-ଟଣା ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଚକିତ କରି ଦେଇଛି । ଶ୍ରୀମନ୍ଦିର ଉପରେ କୁଆଡ଼େ ଚିଲ ବସିଛି । ଆଉ ଏହାକୁ ଦୃ-ଷ୍ଟିରେ ରଖି ଲୋକ କହୁଛନ୍ତି ଯେ ମାଳିକା ବଚନ ସତ ହୋଇଛି ଏବଂ ଘୋର ବି-ପଦ ମଧ୍ୟ ମାଡ଼ି ଆସୁଛି । ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିଥିବା ଏବଂ ତାପରେ ପରେ ଓଡ଼ିଶାରେ ଦୁଇ ଦୁଇଟି ଟ୍ରେନ ଦୁର୍ଘ-ଟଣା ଘଟିଥିଲା ।

ସେଥିରେ ଶହ ଶହ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲେ । ତେବେ ଲୋକଙ୍କ କହିବା କଥା ଯେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡ଼ିବା ହେଉ କିମ୍ବା ବସିବା ହେଉ ଏହା ବଡ଼ ବିପ-ଦର ସୂଚନା ହୋଇପାରେ ।ତେବେ ବର୍ତ୍ତମାନ ପୁଣିଥରେ ଏଭଳି ନୀଳଚକ୍ର ଉପରେ ଚିଲ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଯେଉଁ କାରଣରୁ ସେବାୟତ ଏବଂ ଭକ୍ତ ସମସ୍ତେ ଭ-ୟଭୀ-ତ ହୋଇ ଯାଇଛନ୍ତି । କାରଣ ଏଭଳି ଏକ ଘ-ଟଣା ସମସ୍ତଙ୍କୁ ଏହା ଭାବିବାକୁ ବାଧ୍ୟ କରିଛି ଯେ ମାଳିକା ବଚନ ଆଉ ସତ ହେଉନାହିଁ ତ ? ତେବେ କହିରଖିବୁ ଯେ ଏଭଳି ଘ-ଟଣା କେବେବି ଦେଖିବାକୁ ମିଳିନାହିଁ । ହୁଏତ ପୂର୍ବରୁ ନୀଳଚକ୍ର ଉପରେ ଚିଲ ଉଡ଼ିଥିଲା କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଥିବାର କେବେ ଦେଖାଯାଇ ନାହିଁ । ତେଣୁ ବର୍ତ୍ତମାନ ଏହି ଘ-ଟଣା ସମସ୍ତଙ୍କୁ ଭ-ୟଭୀ-ତ କରି ଦେଇଛି ।

Leave a Reply

Your email address will not be published. Required fields are marked *