ରୋଷେଇ କରୁଥିଲି, ଦୁଇ ଭାଇ ମୋତେ ପଛପଟୁ ଆସି ମୋ ଅବସ୍ଥା ଖରାପ କରିଦେଲେ

ରୋଷେଇ କରୁଥଲେ ମହିଳା। ହଠାତ୍ ଘର ଭିତରେ ଦୁଇ ଭାଈ ପଶି ପଛ ପଟୁ ମହିଳାଙ୍କୁ ମାଡ଼ି ବସି ଏମିତି କରିଛନ୍ତି ଯେ ଯାହା ପାଇଁ ମହିଳା ଏବେ କା-ନ୍ଦୁଛନ୍ତି। ଆଉ ଏ ମହିଳା ଜଣକ କଣ କହିଲେ ଆପଣମାନେ ଶୁଣିଲେ ତ। ହଁ ଆଜ୍ଞା ରୋଷେଇ କରୁଥିଲେ ମହିଳା। ହଠାତ୍ ମହିଳାଙ୍କ ଘରେ ପଶି ମହିଳାଙ୍କ ସହ ଏମିତି କରିଛନ୍ତି ଦୁଇ ଭାଈ। ଆଉ ରାତିଦିନ ମହିଳା କା-ନ୍ଦୁଛନ୍ତି। ଘରେ ସ୍ଵାମୀ ପୁଅ କେହି ନଥିଲେ ଏହାର ସୁଯୋଗ ନେଇ ପାଖ ପଡ଼ୋଶୀ ଦୁଇ ଭାଈ ଘର ଭିତରେ ପଶିଲେ। ଠାକୁର ପୂଜା କରିବା ପରେ ମହିଳା ଜଣକ ଚୁଲି ପାଖରେ ବସି ରୋଷେଇ କରୁଥିଲା ହଠାତ୍ ଘର ଭିତରେ ଦୁଇ ଭାଈ ପଶି ମହିଳାଙ୍କୁ ମାଡ଼ିବସି ଏମିତି କରିଛନ୍ତି ।

ଦୁଇ ଭାଈ ନି-ଶାଦ୍ର-ବ୍ୟ ଖାଇ ଘର ଭିତରେ ପଶିଲେ। ମହିଳାଙ୍କୁ ଟଣା ଓଟରା କରିବା ସହ ଏମିତି କରିଛନ୍ତି। ସେ ଏବେ ଉଠିବା ତାଙ୍କ ପକ୍ଷେ ସମ୍ଭବପର ହେଉନି। କ-ଷ୍ଟ ଓ ଯ-ନ୍ତ୍ରଣା ପାଉଛନ୍ତି। ମା-ଡ଼ ମା-ରିବା ସହ ମହିଳାଙ୍କୁ ଦୁଇ ଭାଈ ଦୁ-ଷ୍କର୍ମ କରିବାକୁ ଉଦ୍ଦ୍ୟମ କରିଥିବା ଅଭି-ଯୋଗ କରିଛନ୍ତି ମହିଳା ଜଣକ। ଏହା ସହ ଅସଭ୍ୟ ଭା-ଷାରେ ଗା-ଳିଗୁ-ଲଜ କରିଥିଲେ। ଏ ନେଇ ଥା-ନରେ ଅଭି-ଯୋଗ କରି ନ୍ୟା-ୟ ଭିକ୍ଷା ମାଗିଛନ୍ତି। ଅଭି-ଯୋଗକାରିଣୀ ଏ ନେଇ ଆଳି ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ।

ସୂଚନା ଅନୁସାରେ ଗତ ୨୩ ତାରିଖ ଅପରାହ୍ନରେ ଘରେ ରୋଷେଇ କରୁଥିବା ସମୟରେ ଘର ଭିତରେ କେହି ନଥିବାର ସୁଯୋଗ ନେଇ ପାଖ ପଡ଼ୋଶୀ ଦୁଇ ଭାଈ ଅକ୍ଷୟ ମଲ୍ଲିକ ଓ ସଞ୍ଜି ମଲ୍ଲିକ ମ-ଦ ପିଇ ଏକା ସାଙ୍ଗରେ ମହିଳାଙ୍କ ଘରେ ପଶିଥିଲେ। ଏହା ପରେ ଅସଭ୍ୟ ଭା-ଷାରେ ଗା-ଳିଗୁ-ଲଜ କରିବା ସହ ତାଙ୍କ ସହ ଖରାପ ବ୍ୟବହାର କରିଥିବା ଦର୍ଶାଇଛନ୍ତି। ଏ ନେଇ ଅଭି-ଯୋଗକାରିଣୀ ମହିଳା ଜଣକ କଣ କହିଛନ୍ତି ଶୁଣନ୍ତୁ।

ତେବେ ଏ ନେଇ ଆମ ପ୍ରତିନିଧି ଆଳି ଥା-ନରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅପରପକ୍ଷ ଅଭି-ଯୁକ୍ତ ଅକ୍ଷୟ ମଲ୍ଲିକ ଓ ସଞ୍ଜି ମଲ୍ଲିକ ଏକ ପାଲଟା ଅଭି-ଯୋଗ ଆଣିଛନ୍ତି କି। ତାଙ୍କର ଦୀର୍ଘଦିନ ହେବ ମହିଳାଙ୍କ ପରିବାର ସହ ଜମିବିବାଦ ଲାଗି ରହିଥିଲା। ସେ ତାଙ୍କ ନାଁରେ ମି-ଥ୍ୟା ଅଭି-ଯୋଗ କରିଛନ୍ତି। ଏହା ସହ ଉଭୟ ପକ୍ଷର ଅଭି-ଯୋଗକୁ ଭିତ୍ତି କରି ତ-ଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଆଳି ଥା-ନା ଅଧିକାରୀ ସବ୍ୟସାଚୀ ଶତପଥୀ। ସେପଟେ ଏହି ଘଟ-ଣାରେ ଅଭିଯୁକ୍ତଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Leave a Reply

Your email address will not be published. Required fields are marked *