ଡାକ୍ତର ସଚିନ ସାହୁଙ୍କ ମୃ-ତ୍ୟୁ ମାମ-ଲାରେ ବାନ୍ଧବୀ ଆସିଲେ ଥା-ନାକୁ , ପୋ-ଲିସ କଲା ପଚରା ଉଚରା

ଏଇ କିଛି ଦିନ ଆଗରୁ ଜଣେ ଯୁବ ଡାକ୍ତରଙ୍କ ମୃ-ତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏତେ ପାଠ ପଢ଼ି ଜଣେ ଡାକ୍ତର ହୋଇ କାହିଁକି ସେ ଏପରି ପଦକ୍ଷେପ ନେଲେ ତାହା ବିଷୟରେ କେହି ଜାଣି ବି ପାରି ନଥିଲେ । ହଠାତ୍ ଯେମିତି ମୁହୂର୍ତ୍ତକ ମଧ୍ୟରେ ସବୁକିଛି ବଦଳି ଯାଇଥିଲା ଆଉ ସବୁକିଛି ଶେଷ ହୋଇ ଯାଇଥିଲା ବୋଲି ଲାଗୁଥିଲା । ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ । ହଠାତ୍ ପୁଅର ଆ-ତ୍ମହ-ତ୍ୟା ସତରେ ଯେମିତି ସମସ୍ତଙ୍କୁ ଝଟକା ଦେଇଥିଲା । ଆଉ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ତେବେ ହଁ ଆଜ୍ଞା , ଆମେ କହୁଛୁ ବାରିପଦା ପିଆରଏମ୍ ମେଡିକାଲ କଲେଜର ଡାକ୍ତର ସଚିନ ସାହୁଙ୍କ ବିଷୟରେ । ହଠାତ୍ ତାଙ୍କ ମୃ-ତ୍ୟୁ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିଲା । ସବୁବେଳେ ହସ ଖୁସିରେ ରହୁଥିବା ସଚିନ କାହିଁକି ଆ-ତ୍ମହ-ତ୍ୟା କଲେ ତାହା ବିଷୟରେ ଜାଣିବା ପାଇଁ ପୋ-ଲିସ ତ-ଦନ୍ତ ଆରମ୍ଭ କରି ଦେଇଛି । ସେପଟେ ସଚିନଙ୍କ ବାପା ସଚିନଙ୍କ ବାନ୍ଧବୀଙ୍କ ବିଷୟରେ ଥା-ନାରେ ଅଭି-ଯୋଗ ଆଣିଥିଲେ । ପୁଅର ଆଉ ସେହି ଝିଅର ସ-ମ୍ପର୍କ ଥିବା କଥା ବାପା ଜଣକ କହିଥିଲେ । ଯାହା ପରେ ପୋ-ଲିସ ତ-ଦନ୍ତ ଆରମ୍ଭ କରି ଦେଇଥିଲା ।

ଆଉ ସଚିନଙ୍କ ବାନ୍ଧବୀଙ୍କୁ ତାଙ୍କ ମୃ-ତ୍ୟୁ ମାମ-ଲାରେ ଥା-ନାକୁ ଡକାଇ ଥିଲା । ତେବେ ଆଜି ତାଙ୍କ ବାନ୍ଧବୀଙ୍କୁ ଥା-ନା ପରିସରରେ ଦେଖା ଯାଇଛି । ପୋଲିସ ତାଙ୍କୁ ଆଜି ସବୁ ପଚରା ଉଚରା କରିବ । କଣ ସଚିନଙ୍କ ମୃ-ତ୍ୟୁ ପଛରେ ବାନ୍ଧବୀ ଦାୟୀ ନା ଆଉ କିଏ ଦାୟୀ , ତାହା ଜାଣିବା ପାଇଁ ପୋ-ଲିସ ତାଙ୍କୁ ପ-ଚରା ଉଚରା କରିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ସଚିନଙ୍କ ବାପା କହିଥିଲେ କି , ପୁଅର ଆଉ ସେହି ଝିଅର କିଛି ବି ଝ-ଗଡା ହୋଇ ଥାଇ ପାରେ । ସେ ବିଷୟରେ ତ-ଦନ୍ତ କରିବା ଉଚିତ୍ ।

ତେବେ ଅନ୍ୟ ପକ୍ଷରେ ସଚିନଙ୍କ ଆକାଉଣ୍ଟରୁ ୯୭ ହଜାର ଟଙ୍କା ଗାଏବ ଥିଲା , ସେହି ଟଙ୍କା କୁଆଡେ ଗଲା । ତେବେ ଏପଟେ ଝିଅର ବାପା କହିଛନ୍ତି କି , ଝିଅକୁ ସଚିନ ୯୭ ହଜାର ଟଙ୍କା ଗାଏବ ହେବା ବିଷୟରେ କହିଥିଲେ । ଗୋଟିଏ ପରେ ଗୋଟିଏ ଓଟିପି ଦେଇ ତାଙ୍କ ଠାରୁ କିଏ ଟଙ୍କା ଲୁ-ଟିଥିବା କଥା କହିଥିଲେ । ଯାହା ପରେ ଝିଅ ତାଙ୍କୁ କହିଥିଲେ କି , ଜଣେ ଡାକ୍ତର ହୋଇ ଏପରି କାମ କିପରି କରି ପାରିଲ । ବାସ୍ ଏହା ଛଡ଼ା ଆଉ ତାଙ୍କ ମଧ୍ୟରେ କିଛି ହୋଇ ନାହିଁ ବୋଲି କହିଛନ୍ତି । ତେବେ ସେ ଯାହା ବି ହେଉ , ଆଗକୁ ତ-ଦନ୍ତ ହେଲେ ସବୁକିଛି ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *