ପୋ-ଲିସ କବଳରେ ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା , ଭ-ୟରେ ଫୋନରୁ ଡିଲିଟ କରିଦେଲେ ସବୁ ଫୋଟ

ବର୍ତ୍ତମାନ ସମୟରେ ତ-ଦନ୍ତ ଜୋରସୋରରେ ଚାଲିଛି । ପ୍ରକୃତ ଅପ-ରାଧୀ କିଏ ତାକୁ ଧରିବା ପାଇଁ ପୋ-ଲିସ ଚେଷ୍ଟା ଚଳାଇ ଥିବା ସମୟରେ କିଛି ନୂଆ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିବାରେ ଲାଗିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ଏପରି କିଛି ଖବର ବିଷୟରେ ଶୁଣିବାକୁ ମିଳୁଛି , ଯାହା ପୋଲି-ସର ସ-ନ୍ଦେହ ଆହୁରି ବଢାଇ ଦେଇଛି । ତେବେ ଆଜ୍ଞା ହଁ ଆପଣ ଜାଣି ସାରିଥିବେ ଆମେ କାହା କଥା କହୁଛୁ । କାହା ବିଷୟରେ ଆମେ ଆଜି ଆଲୋଚନା କରୁଛୁ । ତେବେ ସେ ଆଉ କେହି ନୁହେଁ ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା ।

ଆଜେକ୍ସଙ୍କୁ ଏ ଦୁନିଆଁ ଛାଡି ଯିବାର ଅନେକ ଦିନ ବିତି ଗଲାଣି । ତଥାପି ଏତେ ଦିନ ଯିବା ପରେ ମଧ୍ୟ ପ୍ରକୃତ ଦୋ-ଷୀ କିଏ ତାହା ଜଣା ପଡି ନାହିଁ । କେବେ ପ୍ରକୃତ ଦୋ-ଷୀ ଜଣା ପଡ଼ିବ , ତାହା ବିଷୟରେ ମଧ୍ୟ ଜଣା ନାହିଁ । କେବଳ ଏତେ ଦିନ ଧରି ପୋ-ଲିସ ନିଜର ତଦ-ନ୍ତ ଜାରି ରଖିଛି । ତେବେ ସମସ୍ତେ ଜାଣିଛନ୍ତି କି , ଆଜେକ୍ସଙ୍କ ଆ-ତ୍ମହ-ତ୍ୟା ପଛରେ ପ୍ରକୃତ ହାତ ଜିଜ୍ଞାସାଙ୍କର ରହିଛି । କାହିଁକି ନା ତାଙ୍କ ପାଇଁ ହିଁ ଆଜି ଆଜେକ୍ସ ଆମ ସହିତ ନାହାଁନ୍ତି । ଆଉ ସେ ଏପରି କିଛି କାମ କଲେ , ଯାହା ଆଜେକ୍ସ ସହି ପାରିଲେ ନାହିଁ ।

ତାଙ୍କ ପ୍ରକୃତ ପ୍ରେମରେ ରହିଥିବା ବିଶ୍ଵାସରେ ବି-ଷ ମିଶାଇ ଦେଲେ ଜିଜ୍ଞାସା । ଯେଉଁ ପ୍ରେମିକା ପାଇଁ ସେ କିଛି ବି କରିବାକୁ ରାଜି ଥିଲେ। ଯେଉଁ ପ୍ରେମିକା ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲାଗିଥିଲେ ଆଉ ଭାବି ଥିଲେ କି , ଆଜି ମୋ ପ୍ରେମିକା ଅଛି ଆଉ କାଲି ମୋ ଘରର ବୋହୁ ହେବ । କିନ୍ତୁ ସେ ସ୍ବପ୍ନ ଆଜେକ୍ସଙ୍କର ସ୍ବପ୍ନ ହୋଇ ରହିଗଲା । ଆଉ ସେ ଚାଲିଗଲେ ଆରାପରିକୁ । ପ୍ରେମିକାର ପ୍ରେମରେ ଛଳନା ଏତେ ଥିଲା ଯେ , ସେ ବାଧ୍ୟ ହେଲେ ଆ-ତ୍ମହ-ତ୍ୟା କରିବାକୁ ।

ତେବେ ଏତେ କା-ଣ୍ଡ ପରେ ବର୍ତ୍ତମାନ ପୋ-ଲିସ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସାଙ୍କୁ ଜେ-ରା କରିବା ପାଇଁ ଆଗେଇ ଆସିଛି । ଜିଜ୍ଞାସାଙ୍କୁ ଘଣ୍ଟା ଘଣ୍ଟା ଧରି ପୋ-ଲିସ ପଚ-ରାଉ-ଚରା କରିବାର କଥା ସାମ୍ନାକୁ ଆସିଛି । ତେବେ ଏହାରି ମଧ୍ୟରେ ଏକ ସ-ନ୍ଦେହ ଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି କି , ପୋ-ଲିସ ଧରି ନେବା ଭ-ୟରେ ଜିଜ୍ଞାସା ନିଜ ଫୋନ୍ ରୁ ସବୁ ଫୋଟ ଡିଲିଟ କରି ଦେଇଛନ୍ତି । କେବଳ ଏତିକି ନୁହେଁ , ସେ ଆଜେକ୍ସ ସହିତ ନିଜ ଫୋଟ ସହିତ କେବଳ ନିଜର ଫୋଟ ସବୁ ଡିଲିଟ କରି ଦେଇଛନ୍ତି । ଆଉ ଶେଷରେ ଭ-ୟରେ କିଛି ଗୀତ ଡାଉନଲୋଡ କରି ଦେଇଛନ୍ତି । ତେବେ ଏ କଥା କେତେ ସତ ସେ କଥା ଜଣା ନାହିଁ । ଦେଖା ଯାଉ ତ-ଦନ୍ତ ଆଗକୁ କେଉଁ ମୋଡ ନେଇଛି ।

Leave a Reply

Your email address will not be published. Required fields are marked *