ସାମ୍ନାକୁ ଆସିଲା ନୂଆ ଘ-ଟଣା , ଶଶୁରଙ୍କ ଗାଡ଼ି ଭାଙ୍ଗି ଦେଲେ ଦୀପିକା

ବର୍ତ୍ତମାନ ସମୟରେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଗଞ୍ଜାମ ଜିଲ୍ଲାରେ ଧାରଣାରେ ବସିଥିବା ଦୀପିକା । ନିଜ ଅଧିକାର ପାଇଁ ଲ-ଢି ଲ-ଢି ସେ ବର୍ଷେ ହେଲାଣି ନିଜ ସ୍ଵାମୀଙ୍କ ଘର ଆଗରେ ବସିବାର ଲାଗିଛନ୍ତି । ନିଜର ପିଲାକୁ ବାପାର ଅଧିକାର ଦେବା ପାଇଁ ସେ ଲାଗି ପଡିଛନ୍ତି କିନ୍ତୁ ତାଙ୍କୁ କିଛି ବି ସଫଳତା ମିଳି ପାରୁନାହିଁ । ଦିନେଶ ତାଙ୍କ ପିଲାକୁ ନିଜ ପିଲା ବୋଲି ଗ୍ରହଣ କରୁ ନାହାନ୍ତି । ତେଣୁ ସେ DNA ଟେଷ୍ଟ ମଧ୍ୟ କରାଇଥିଲେ , ଯାହା ପରେ ସବୁ ସତ କଥା ଧରା ପଡ଼ିଯାଇଛି ।

DNA ରିପୋର୍ଟ ଜଣାଇ ଦେଉଛି ଯେ , ଦୀପିକାଙ୍କ ପିଲାର ବାପା ଦିନେଶ ବୋଲି । ତେବେ ବର୍ତ୍ତମାନ ମଧ୍ୟ ତାଙ୍କ ଘର ଆଗରେ ଯାଇ ବସିଛନ୍ତି ଦୀପିକା । ତେବେ ଏବେ ଶୁଣିବାକୁ ମିଳିଛି କି , ଦୀପିକା କିଛି ଏପରି କାମ କରିଛନ୍ତି ଯେଉଁଥି ପାଇଁ ଦିନେଶଙ୍କ ପରିବାର ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅଭି-ଯୋଗ କରିଛନ୍ତି। ବାସ୍ତବରେ ଦୀପିକା ଦିନେଶଙ୍କ ବାପାଙ୍କର ଗାଡ଼ି ଭା-ଙ୍ଗି ଦେଇଛନ୍ତି ବୋଲି ଭିଡିଓ ଦେଖାଇଛନ୍ତି ଦିନେଶଙ୍କ ପରିବାର । ଏହାବ୍ୟତୀତ ଦୀପିକା ସେମାନଙ୍କୁ ବହୁତ ହଇ-ରାଣ ମଧ୍ୟ କରିବାରେ ଲାଗିଛନ୍ତି ।

ତେବେ ଏହି କଥା ଉପରେ ଦୀପିକା ନିଜେ ମୁଁହ ଖୋଲିଛନ୍ତି । ତାଙ୍କ କହିବା ଅନୁସାରେ , ସେ ଘରୁ ବହୁତ ଚିନ୍ତାରେ ଆସିଥିଲେ । ଦିନେଶ ଘର ନିକଟକୁ ଆସିବା ବେଳକୁ ତାଙ୍କ ଶ୍ଵଶୁର ଗାଡ଼ି ନେଇ କୁଆଡେ ଯାଉଥିଲେ । ଆଉ ତାଙ୍କୁ ଦେଖିବା ମାତ୍ରେ ଖରାପ ଭାଷାରେ ଗା-ଳି ଗୁଳ-ଜ କରିଥିଲେ । ଆଉ ଘରେ ପଶି ତାଲା ଲଗାଇ ଦେଇଥିଲେ । ତେବେ ବାହାରେ ଗାଡ଼ିଟିକୁ ଦେଖି ଦୀପିକା ରା-ଗି ଯାଇଥିଲେ । ଆଉ ଏହାକୁ ନାଳରେ ପକାଇବା ପାଇଁ ଚେଷ୍ଟା କରିଥିଲେ ।

ଏହାବ୍ୟତୀତ ସେ ଆଉ କିଛି କରି ନାହାନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ମାମ-ଲାଟି ବର୍ତ୍ତମାନ କୋର୍ଟରେ ଚାଲିଛି । ସେପଟେ ମାନବାଧିକାର କର୍ମୀଙ୍କ କହିବା ଅନୁସାରେ ଦୀପିକା ଏମିତି ଆଉ ଘର ଆଗରେ ନ ବସନ୍ତୁ । ତାଙ୍କ ବସିବା ଫଳରେ ଦିନେଶଙ୍କ ଜେଜେ ବାପା ଆଉ ଜେଜେ ମାଆ ମାନସିକ ଭାବରେ ପୀ-ଡିତ ହେଉଛନ୍ତି । ତେଣୁ ଘଟ-ଣାର ସଠିକ୍ ତ-ଦନ୍ତ କରାଯିବ ଆଉ ଦୋ-ଷୀକୁ ଉଚିତ୍ ଦ-ଣ୍ଡ ମିଳିବ ବୋଲି ଆଇଜି କହିଛନ୍ତି । ତେବେ ଦେଖା ଯାଉ ଆଗକୁ କାହାକୁ ଦ-ଣ୍ଡ ମିଳୁଛି ଆଉ ଦୋ-ଷୀ କିଏ ସାବ୍ୟସ୍ତ ହେଉଛି ।

Leave a Reply

Your email address will not be published. Required fields are marked *