ଦିଲ୍ଲୀ ମେଟ୍ରୋରେ ବସି ପ୍ରେମୀ ଯୁଗଳ କଲେ କିସ….

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଘଟ-ଣା ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ଦୁଇ ପ୍ରେମୀ ଯୁଗଳଙ୍କୁ ଖୋଲମଖୋଲା ମେଟ୍ରୋରେ କି-ସ କରୁଥିବାର ଦେଖିବାକୁ ମିଳିଛି । ପବ୍ଲିକ ପ୍ଲେସକୁ ଖାତିର ନକରି ନିଜର ହିତାହତ ଜ୍ଞାନ ପ୍ରେମୀ ଯୁଗଳ ବୁଲି ଯାଉଥିବା କହିଛନ୍ତି ଲୋକେ । ତେବେ ବର୍ତ୍ତମାନ ଏହି ଘଟ-ଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଦିଲ୍ଲୀ ମେଟ୍ରୋ ରେଳ ଆଉ ମେଟ୍ରୋ ଅବସ୍ଥାରେ ନାହିଁ । ଯାତାୟତ ପାଇଁ ଲୋକେ ତାହା ଉପରେ ଯେତିକି ନିର୍ଭର କରୁଛନ୍ତି ସେତିକି ଅ-ଶ୍ଳୀଳ ଦୃଶ୍ୟ ସେଠାରେ ଦେଖିବାକୁ ମିଳୁଛି ।

ଲୋକେ ନିଜର ହିତାହତ ଜ୍ଞାନ ମଧ୍ୟ ହରାଇ ବସୁଛନ୍ତି । କାହାକୁ ଖାତିର ନକରି ଖୁଲମଖୁଲା ପ୍ରେମ କରୁଛନ୍ତି ପ୍ରେମୀ ଯୁଗଳ । ଉଭୟ ପ୍ରେମୀ ଯୁଗଳ ଚଟାଣରେ ବସି ପରସ୍ପରକୁ ଲିପ କି-ସ କରୁଥିବାର ଦେଖିବାକୁ ମିଳିଛି । ତେବେ ପୂର୍ବରୁ ମଧ୍ୟ ଦିଲ୍ଲୀ ମେଟ୍ରୋର ଆହୁରି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇ ଆସୁଛି ଏବଂ ବର୍ତ୍ତମାନ ଏଭଳି ଏକ ଘଟ-ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଯେଉଁଠି ପ୍ରେମୀ ଯୁଗଳ ନିଜର ସବୁ ସୀମା ପାର କରି ଦେଇଛନ୍ତି । ଭାରତୀୟ ରେଳ ନିଗମର କଠୋରତା ସତ୍ତ୍ୱେ ପ୍ରେମୀ ଯୁଗଳ ଏଭଳି ଅ-ଶ୍ଳୀଳ କାମ କରୁଛନ୍ତି । ଭାଇରଲ ଫୋଟ ଏବଂ ଭିଡ଼ିଓକୁ ଦେଖି ଆପଣ ମାନେ ବେଶ ଭଲ ଭାବରେ ବୁଝି ପାରୁଥିବେ ଯେ କିଭଳି ଭାବରେ ଅଶ୍ଳୀ-ଳତାର ସୀମା ପାର ହେଉଛି ।

ପ୍ରେମ କରିବାର ନିଶା ଏତେ ଥିଲା ଯେ ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ସେମାନେ ଖାତିର କରି ନଥିଲେ । ଏମିତିକି ମେଟ୍ରୋ ଚଟାଣରେ ବସି ସେମାନେ ପରସ୍ପରକୁ ଲିପି କିସ କରୁଥିଲେ । ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ୟୁଜର ଏହା ଉପରେ ନିଜର ପ୍ରତି-କ୍ରିୟା ଦେଉଛନ୍ତି । ତେବେ ସେଠାରେ ସିସିଟିଭି ଲାଗିଥିଲେ ବି ସୁଦ୍ଧା ଦୋ-ଷୀ ଧରା ପଡ଼ିନାହିଁ ।

ଜନସାଧାରଣ ନିଜ ପରିବାର ସହିତ ଯିବାରେ ଲ-ଜ୍ଜା ଅନୁଭବ କରୁଛନ୍ତି । ତେବେ ବର୍ତ୍ତମାନ ଏହି ଭିଡ଼ିଓ ଭାଇରଲ ହେବା ପରେ ସୋସିଆଲ ମିଡ଼ିଆ ୟୁଜର ମାନେ DMRC କୁ ଦାୟୀ କରୁଛନ୍ତି । ପୂର୍ବରୁ ଦିଲ୍ଲୀ ମେଟ୍ରୋର ଏହିଭଳି ଭିଡ଼ିଓ ଭାଇରଲ ହେଉଥିଲେ ହେଁ DMRC ଦିଲ୍ଲୀ ମେଟ୍ରୋ ମଧ୍ୟରେ ଫ୍ଲାଇଂ ସ୍କ୍ୱାର୍ଡ଼ ମଧ୍ୟ ନିୟୋଜିତ କରିଥିଲେ ।

କିନ୍ତୁ ତାହାର କୌଣସି ଫାଇଦା ଦେଖିବାକୁ ମିଳୁନାହିଁ । ମେଟ୍ରୋରେ ସ୍କ୍ୱାର୍ଡ଼ ସିଭିଲ ଡ୍ରେସରେ ବୁଲି ଏଭଳି ଅ-ଶ୍ଳୀଳ କାମ କରୁଥିବା ଲୋକଙ୍କ ଧରିବାରେ ବିଫଳ ହେଉଛି । ଅଭି-ଯୁକ୍ତଙ୍କ ବିରୋ-ଧରେ କଡ଼ା କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ଆୟୋଗର ଅଧ୍ୟକ୍ଷ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *