ଘରେ ରୋଷେଇ କରୁଥିଲା ମା’ । ବାହାରେ ଭାଇ ଭଉଣୀ ଖେଳୁ ଖେଳୁ ଚାଲିଗଲେ ପୋଖରୀ କୂଳକୁ ,, ଆଉ ତାପରେ …….
ଘରେ ମା’ ର ଅନେକ କର୍ତ୍ତବ୍ୟ । ଘର ଲୋକଙ୍କର ସବୁ କଥା ବୁଝିବା ସହିତ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ଖାଇବାକୁ ଦେବା ଏବଂ ନିଜ ପିଲାଙ୍କ କଥା ମଧ୍ୟ ବୁଝିବା । କିନ୍ତୁ ଛୋଟ ଶିଶୁ ହୋଇଥିଲେ ପିଲାଙ୍କ …
Read More