ଦିଲ୍ଲୀପ କଣ ତାଙ୍କ ସ୍ୱାମୀର ଜାଗା ନେଇ ପାରିବେ ? ଏମିତି କିଛି କା-ନ୍ଦି କା-ନ୍ଦି କହିଲେ ଜ୍ୟୋତିଙ୍କ ସାଙ୍ଗ ।

ହାଇଟେକ ମେଡ଼ିକାଲ କଲେଜ ବିସ୍ଫୋ-ରଣରେ ଆସିଲା ଏକ ବଡ଼ ଟୁଇଷ୍ଟ । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କାରଣ ଏମିତି ଘ-ଟଣା ମେଡ଼ିକାଲ ଇତିହାସରେ କେବେ ଘଟିନାହିଁ । ଏଭଳି ଘ-ଟଣା କାରଣରୁ ତିନି ତିନୋଟି ପରିବାର ଯେମିତି ଛାତି ଫଟାଇ କାନ୍ଦୁଛନ୍ତି । କାରଣ ଗୋଟିଏ ପରିବାରର ସ୍ୱାମୀ ମୃ-ତ୍ୟୁ ବରଣ କରିଥିବା ଭାବି ସ୍ତ୍ରୀ ନିଜ ଜୀବନ ହାରି ଦେଇଛି । ଆଉ ଏଥିରେ ଗୋଟିଏ ପରିବାର ନିଜ ଜୀବନ ହାରି ଦେଇଛି । ପୁଣି ଯେଉଁ ପରିବାର ନିଜ ପୁଅ ଜୀବିତ ଅଛି ଭାବୁଥିଲା ସେ କିନ୍ତୁ ତାଙ୍କ ପୁଅ ନୁହେଁ ବରଂ ଆଉ କେହି । ଏମିତି ଏକ ଘ-ଟଣା ସାମ୍ନାକୁ ଆସିବା ପରେ ପରିବାର ଲୋକେ ଆ-ତ୍ମହରା ହୋଇ ପଡ଼ିଛନ୍ତି ।

ହାଇଟେକ ମେଡ଼ିକାଲ କଲେଜରେ ବିସ୍ଫୋ-ରଣରେ ଚାରି ଜଣ ଗୁରୁ-ତର ଥିବାବେଳେ ଦୁଇ ଜଣ ମୃ-ତ୍ୟୁବ-ରଣ କରିଥିଲେ । ତାହାରି ଭିତରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃ-ତ୍ୟୁ ହୋଇଥିବା ଭାବି ସ୍ତ୍ରୀ ସୋନା ଜୀବନ ହାରି ଦେଇଥିଲେ । ଆଉ ଏପଟେ ଜ୍ୟୋତିଙ୍କ ସ୍ତ୍ରୀ ଭାବିଥିଲେ ଯେ ସ୍ୱାମୀ ଚିକିତ୍ସିତ ଅଛନ୍ତି । କିନ୍ତୁ ସେ ବାସ୍ତବରେ ଜ୍ୟୋତି ନୁହଁନ୍ତି ସେ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ ।

ଯାହାକୁ ନେଇ ପୁରା ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ଏବଂ ଏଥିପାଇଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏହି ମାମ-ଲାକୁ ନେଇ ଜ୍ୟୋତିଙ୍କ ପିଲା ଦିନର ସାଙ୍ଗ କହିଛନ୍ତି ଯେ ୩୧ ତାରିଖ ଯେତେବେଳେ ସେ ନିଜ ସାଙ୍ଗଙ୍କୁ ଦେଖିବାକୁ ମେଡ଼ିକାଲ ଆସିଥିଲେ ସେତେବେଳେ ତାଙ୍କୁ ତାଙ୍କ ସାଙ୍ଗଙ୍କୁ ଦେଖିବାକୁ ଦିଆଯାଇ ନଥିଲା ।

ଖାଲି ତାଙ୍କୁ ନୁହେଁ ବରଂ ପରିବାରରେ ତାଙ୍କ ବାପା ମା କିମ୍ବା ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଦେଖିବାକୁ ଦିଆଯାଇ ନଥିଲା । ଯାହାକୁ ନେଇ ସେ କହିଛନ୍ତି ଯେ ତାଙ୍କ ପରିବାରର କଣ ଭୁଲ କେଜାଣି , ଯେ ସେମାନେ ନିଜର ଏକମାତ୍ର ଗୋଟିଏ ରୋଜଗାରିଆ ପୁଅକୁ ମୃ-ତ୍ୟୁ ପରେ ଶେଷ ଥର ପାଇଁ ବି ଦେଖି ପାରିଲେ ନାହିଁ । ମେଡ଼ିକାଲ କଲେଜରେ ବିସ୍ଫୋ-ରଣ ହେବା ମାମ-ଲା ଗୋଟିଏ ପଟେ , ଆଉ ମେଡ଼ିକାଲ ପକ୍ଷରୁ ଏଭଳି ଅସତ-ର୍କତା ଆଉ ଏକ ମାମ-ଲା ।

ପ୍ରଥମେ ପରିବାର ଲୋକଙ୍କୁ ତାଙ୍କ ପୁଅକୁ ଚିହ୍ନିବାକୁ ଦିଆଯିବା ଦରକାର ଥିଲା । କାରଣ ପୁରା ପରିବାର ଲୋକେ ନିଜ ପୁଅ ଜୀବିତ ଥିବା ଭାବି ଯେଉଁ ଆଶାରେ ରହିଥିଲେ ତାହା ବର୍ତ୍ତମାନ ଭାଙ୍ଗି ଯାଇଛି । ଜ୍ୟୋତିଙ୍କ ସାଙ୍ଗଙ୍କ କହିବା କଥା ଯେ ଡିଏନଏ ଟେଷ୍ଟ ପାଇଁ ହୁଏତ ଆଉ ଗୋଟିଏ ଦିନ ସମୟ ଲାଗିଥାନ୍ତା । କିନ୍ତୁ ତାହା ମଧ୍ୟ କରେଇଲେ ନାହିଁ । ଯାହାକୁ ନେଇ ସେ ଏହା ମଧ୍ୟ କହିଛନ୍ତି ଯେ କଣ ଦିଲ୍ଲୀପ ଜ୍ୟୋତିଙ୍କ ସ୍ତ୍ରୀଙ୍କ ସ୍ୱାମୀର ଜାଗା ଦେଇ ପାରିବେ କି ?

Leave a Reply

Your email address will not be published. Required fields are marked *