ଭେଣେଇ କହୁଛି ଶାଳୀ ମୋ ସ୍ତ୍ରୀ ଶାଳୀ କହୁଛି ମୋ ସ୍ଵାମୀ ନୁହଁନ୍ତି ଭେଣେଇ ।

ଶାଳୀ କା-ନ୍ଦି କା-ନ୍ଦି କହୁଛି ମୁଁ ମୋ ଭେଣେଇ ବସନ୍ତଙ୍କ ଶାଳୀ ହେଲେ ଏଏସଆଇ ଭେଣେଇ କହୁଛି ଶାଳୀ ମୋ ତୃତୀୟ ସ୍ତ୍ରୀ । ଶାଳୀ ଭେଣେଇଙ୍କ ଏପରି ମା-ଡ ଗୋଳ ଭିତରେ ଆପଣ ବି ପୁରା ଘ-ଟଣା ଜାଣିଲେ ଚକିତ ହୋଇଯିବେ । ଭେଣେଇଙ୍କ ବୟସ ଶାଳୀଙ୍କ ବୟସ ଠାରୁ ଢେର ଅଧିକ ହେଲେ ଶାଳୀ ଦୁଇ ତିନି ବର୍ଷ ହେବ ଶାଳୀ ଭେଣେଇଙ୍କ ପାଖରେ ରହି ଆସୁଥିଲେ । ଭେଣେଇଙ୍କ କହିବା କଥା ଶାଳୀ ଓ ଶଶୁର ଘର ଲୋକେ ନିଜ ନିଜ ଇଚ୍ଛାରେ ତାଙ୍କୁ ବିବାହ କରିଥିଲେ ହେଲେ ଦୁଃ-ଖର କଥା ଦୁଇ ତିନି ବର୍ଷ ଭେଣେଇଙ୍କ ଘରେ ରହିବା ପରେ ଶାଳୀ ଦେଖାଇ ଥିଲେ ନିଜର ପ୍ରକୃତ ରୂପ ।

ଯେତେବେଳେ ଏଏସାଆଇ ବସନ୍ତ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ବିବାହ କରି ସୁଖର ସଂସାର କରିଥିଲେ । ଏହି ସମୟରେ ତାଙ୍କ ସଂସାର ବେଶ୍ ହସ ଖୁସିରେ ଚାଲିଥିଲା । ହେଲେ ଏହାର କିଛି ବର୍ଷ ପରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବାକୁ ଲାଗିବା । ସ୍ତ୍ରୀଙ୍କ କଥା ବୁଝିବା ପାଇଁ ଶଶୁର ଘର ଲୋକେ ଶାଳୀଙ୍କୁ ପଠାଇଲେ । ସେପଟେ ସ୍ତ୍ରୀ ମଧ୍ୟ ଚାହୁଁ ଥିଲେ ସେ ଏ ଦୁନିଆ ଛାଡ଼ି ଚାଲିଯିବା ପରେ ତାଙ୍କ ସ୍ଵାମୀ ଓ ପିଲା ଛୁଆଙ୍କ କଥା ନିଜ ଭଉଣୀ ବୁଝନ୍ତୁ । ଶଶୁର ଘର ଲୋକେ ମଧ୍ୟ ନିଜ ବଡ ଝିଅ କଥାରେ ରାଜି ହୋଇ ସାନ ଝିଅକୁ ପରିବାର ମଧ୍ୟରେ ଜ୍ବାଇଁଙ୍କ ସହିତ ବିବାହ କରିଥିଲେ ।

ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ଶାଳୀ ମଧ୍ୟ ନିଜ ଭଉଣୀ ଭେଣେଇଙ୍କ ପିଲା ଛୁଆଙ୍କ ଖୁବ୍ ଯତ୍ନ ନେବା ସହିତ । ଭେଣେଇଙ୍କ ସାଥିରେ ସୁନାର ସଂସାର କରୁଥିଲେ । ହେଲେ ଦିନ ପରେ ଦିନ ଯେତେବେଳେ ବିତି ଚାଲିଲା । ହଟାତ୍ ଭେଣେଇ ଙ୍କ ପାଖରୁ ଶାଳୀଙ୍କ ମନ ଛାଡ଼ିବାକୁ ଲାଗିଲା । ଭେନେଇଙ୍କ ଅଭି-ଯୋଗ ଅନୁଯାୟୀ ଶାଳୀ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରି ତାଙ୍କ ସାଥିରେ ଅଧା ରାସ୍ତାରେ ଛଳନା କଲେ । ସେପଟେ ଶାଳୀ ଓ ତାଙ୍କ ପରିବାର ଲୋକଙ୍କ କହିବା କଥା ଯେ ।

ଭେଣେଇ ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରିଥିଲେ । ବଡ ଝିଅର ଦେହ ଖରାପ ହେବା ପରେ ଝିଅର ପରିବାର ଲୋକେ ସାନ ଝିଅକୁ ଛାଡ଼ି ଥିଲେ ବଡ ଝିଅର ଦେଖା ଶୁନା କରିବା ପାଇଁ । ମାତ୍ର ଏବେ ଭେଣେଇ କହୁଛନ୍ତି କି ଶାଳୀଙ୍କୁ ସେ ବିବାହ କରିବେ । ହେଲେ ନିଜ ବୟସ ଠୁ ଅଧିକ ବୟସର ଭେଣେଇଙ୍କୁ ବିବାହ କରିବା ପାଇଁ ଶାଳୀ ରାଜି ନୁହଁନ୍ତି । ତେବେ ଏହି ଘଟଣାକୁ ନେଇ ଶାଳୀ ଏବେ ଥା-ନାର ଦ୍ବାରସ୍ଥ ହୋଇଥିବା ବେଳେ ଭେଣେଇ କା-ନ୍ଦି କା-ନ୍ଦି କହୁଛନ୍ତି ମତେ ଶାଳୀ ଦରକାର । କାରଣ ଶାଳୀ ମତେ ଅଧା ରାସ୍ତା ରୁ ଧୋ-କା ଦେଇ ଛାଡ଼ି ଚାଲି ଯାଇଛି । ତେବେ ଏହି ଘଟ-ଣା ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *