ଭାଇକୁ ଭଲପାଇ କରିଥିଲେ ବିବାହ । ପରେ ପରିବାର ମଧ୍ୟ ଦେଇଥିଲା ସ୍ୱୀକୃତି । କିନ୍ତୁ ଏବେ ପ୍ରେମିକ ସହିତ ଫେ-ରାର ହେଲେ ଯୁବତୀ ।

ଭାଇ ହେବା ସତ୍ତ୍ୱେବି ଭଉଣୀ ନିଜ ସମ୍ପ-ର୍କୀୟ ଭାଇକୁ ଭଲ ପାଇ ବସିଥିଲା । ଆଉ ଏହା ବିଷୟରେ ଜାଣିବା ପରେ ପରିବାର ଲୋକେ ସେମାନଙ୍କ ସ-ମ୍ପର୍କ ଗ୍ରହଣ କରି ନଥିଲେ ବରଂ ସିଧା ସିଧା ମନା କରି ଦେଇଥିଲେ । କିନ୍ତୁ ଉଭୟେ ଏତେ ଭଲ ପାଉଥିଲେ ଯେ ଘର ଛାଡ଼ି ପଳାଇ ଯାଇଥିଲେ ତାମିଲନାଡୁ ଏବଂ ସେଠାରେ ଉଭୟେ ବିବାହ କରି ସ୍ୱାମୀ ସ୍ତ୍ରୀ ଭାବରେ ରହୁଥିଲେ ।

ପରେ ଉଭୟଙ୍କ ବିବାହର ଏକ ବର୍ଷ ପରେ ଏକ ପୁଅ ଜନ୍ମ ହୁଏ । ପୁଅର ଚାରି ବର୍ଷ ହେବା ପରେ ବି ମା’ ଅନ୍ୟ ଯୁବକ ସହିତ ଫେ-ରାର ହୋଇଯାଏ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ଗାଁରେ ଘ-ଟି ଯାଇଛି ।ଚନ୍ଦନଭାଟିର ରାଜେଶ ନାଗ ବଲାଙ୍ଗୀର ଜିଲ୍ଲା କୁଇନ୍ତଳା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଗାଁର ନିଜ ମାମୁଁ ଝିଅକୁ ଭଲ ପାଉଥିଲେ ।

କିନ୍ତୁ ପରିବାର ଲୋକେ ଅରାଜି ହେବାରୁ ସେମାନେ ଗତ ପାଞ୍ଚ ବର୍ଷ ତଳେ ତାମିଲନାଡୁ ପଳାଇ ଯାଇ ବିବାହ କରିଥିଲେ । ଉଭୟଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି । ପରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ଗ୍ରହଣ କରିଥିଲେ । ରାଜେଶ ସୁଦୂର ତାମିଲନାଡୁ ଇରୋଡ଼ ଜିଲ୍ଲାକୁ କାମ କରିବାକୁ ଯାଇଥିଲେ । ରାନିପାଲି ଗାଁର ଅନାଦି ଶିକା ନାମକ ଜଣେ ଯୁବକଙ୍କ ସହିତ ରାଜେଶଙ୍କ ସ୍ତ୍ରୀର ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା ।

ତେଣୁ ଉଭୟେ ଘରୁ ଫେ-ରାର ହୋଇ ଯାଇଥିଲେ । ଫୋନରେ ରାଜେଶଙ୍କ ସ୍ତ୍ରୀ ନିଜ ପ୍ରେମିକ ସହିତ ସବୁବେଳେ କଥା ହେଉଥିଲା । ଗତ ଏକ ମାସ ତଳେ ରାଜେଶଙ୍କ ସ୍ତ୍ରୀ ତାଙ୍କର ତଥାକଥିତ ପ୍ରେମିକ ସହିତ ସେଠାରୁ ଫେ-ରାର ହୋଇଯିବା ପରେ ରାଜେଶ ଚନ୍ଦନଭାଟି ଥା-ନାରେ ଅଭି-ଯୋଗ କରିଛନ୍ତି । ତେବେ ତାଙ୍କର ଚାରି ବର୍ଷର ପୁଅକୁ ସୁର-କ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଚନ୍ଦନଙ୍କ ପରିବାର ଲୋକେ ପୋ-ଲିସ ପ୍ରଶା-ସନ ନିକଟରେ ଅନୁରୋଧ କରିଛନ୍ତି । ରାଜେଶଙ୍କ ପରିବାର ଲୋକେ ମଧ୍ୟ ଏହି ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *