ବାପା ସାଜିଲା ପି-ଶାଚ , ପ୍ରେମିକ ହାତରୁ ସିନ୍ଦୂର ପିନ୍ଧିବା ଆଗରୁ ଝିଅର ଜୀବନ ନେଇ ଗଲା ବାପା

ବାପା ଏପରି ଜଣେ ମଣିଷ ଯାହାଙ୍କ ଆଗରେ ଆମେ ଆମର ସବୁ କଥା ଖୋଲାଖୋଲି ଭାବରେ କହି ପାରିଥାଉ । ଯାହାଙ୍କ ଆଗରେ ଅଳି ଅଝଟ କରିଲେ ଆମକୁ ସବୁ ମିଳିଯିବ ବୋଲି ଆମେ ଜାଣି ଥାଉ । ଅନ୍ୟ ପକ୍ଷରେ ନିଜର ଝିଅ ପୁଅ ପାଇଁ ବାପା କିଛି ବି କରିବାକୁ ରାଜି ଥାଆନ୍ତି , ଏମିତିକି ନିଜ ଜୀବନ ବି ଦେବାକୁ ପଛାନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବାପା ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ଝିଅର ଜୀବନ ନେବାକୁ ପଛାଇ ନାହାଁନ୍ତି । ତେବେ କଥାଟି ବିଶ୍ୱାସ ହେଉ ନଥିବ କିନ୍ତୁ ସତ ।

ଜଣେ ବାପା ନିଜ ହାତରେ ନେଇ ଯାଇଛନ୍ତି ଝିଅର ଜୀବନ । ଆଉ ଏହାକୁ ନେଇ ଅଭି-ଯୋଗ କରିଥିଲେ ଝିଅର ପ୍ରେମିକ ଏବଂ କିଛି ସମୟ ପରେ ନିଜେ ମଧ୍ୟ ଜୀବନ ହାରି ଦେଇଥିଲେ । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଛି , କର୍ଣ୍ଣାଟକର କଲାର ଜିଲ୍ଲାର କମାସମୁଦ୍ର ଥା-ନା ଅନ୍ତର୍ଗତ ବଦାଗୁରପି ଗାଁରେ । ସୂଚନା ଅନୁଯାୟୀ , ଏହି ଗାଁର କୀର୍ତ୍ତି ଯାହାଙ୍କ ବୟସ ୨୦ ବର୍ଷ ଆଉ ଗଙ୍ଗାଧର ଯାହାଙ୍କ ବୟସ ୨୪ , ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । କିନ୍ତୁ ବାସ୍ତବରେ ଗଙ୍ଗାଧର ଥିଲେ ନୀଚ୍ଚ ଜାତିର , ଯେଉଁ କଥା ଘର ଲୋକ ବି ଜାଣି ଥିଲେ ।

ଆଉ ଝିଅକୁ ବାରଣ କରୁଥିଲେ ଏପରି କରିବା ପାଇଁ । ଏପରିକି କୀର୍ତ୍ତି ର ବାପା ତାଙ୍କୁ ଅନେକ ସମୟରେ ମା-ଡ଼ ମା-ରୁଥିବାର ଅଭି-ଯୋଗ ଆଣିଥିଲେ ପ୍ରେମିକ । କିନ୍ତୁ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ , ସେହି ମାଡ଼ ଆଉ କିଛି ଫରକ୍ ପଡୁ ନଥିଲା । କିର୍ତି ନିଷ୍ପତି ନେଇ ଯାଇଥିଲେ ଯେ , ଜୀବନରେ ସେ ଯଦି କାହାକୁ ବାହା ହୁଅନ୍ତି ତେବେ ସେ ହେଉଛନ୍ତି ଗଙ୍ଗାଧର । ଏହି କଥାକୁ ସହ୍ୟ କରି ପାରୁ ନଥିଲେ କୀର୍ତ୍ତିଙ୍କ ବାପା। ଆଉ ତାଙ୍କ ମନ ମଧ୍ୟରେ କ୍ରୋ-ଧ ବଢ଼ି ଚାଲିଥିଲା । ସେପଟେ ଝିଅ ଗଙ୍ଗାଧର ହାତରୁ ସିନ୍ଦୂର ନାଇବ ବୋଲି ଭାବି ଦେଇଥିଲା ।

କିନ୍ତୁ ବାପା ଶେଷରେ ସାଜି ଯାଇଥିଲେ ସଇ-ତାନ । ଆଉ ନିଜ ହାତରେ ନିଜ ଝିଅର ଜୀବନ ନେଇ ଯାଇଥିଲେ । ସେପଟେ ପ୍ରେମିକ ଗଙ୍ଗାଧର ଏହି କଥା ଶୁଣିବାକୁ ପାଇଥିଲା ଆଉ ନିଜକୁ ସମ୍ଭାଳି ପାରି ନଥିଲା । ସେ ଯାଇ ପୋ-ଲିସ ପାଖରେ ସବୁ କଥା କହି ଦେଇଥିଲା । ଆଉ ଏହାପରେ ନିଜେ ମଧ୍ୟ ଜୀବନ ହାରିବାକୁ ନିଷ୍ପତି ନେଇଥିଲା । ଶେଷରେ ସେ ନିଜ ଜୀବନ ହାରି ଦେଇଥିଲେ । ତେବେ ଏହି କଥା କେତେ ଦୂର ଠିକ୍ ଥରେ ବି-ଚାର କରନ୍ତୁ । କେବଳ ଜାତି ପାଇଁ ଦୁଇ ପୁଅ ଝିଅ ଏ ଦୁନିଆଁ ଛାଡି ଚାଲିଯିବା କଣ ଯଥାର୍ଥ ।

Leave a Reply

Your email address will not be published. Required fields are marked *