ପୁଣିଥରେ ଘଟିଗଲା ସ୍ତବ୍ଧ କରିଦେବା ଭଳି ଘ-ଟଣା , ପୁଅ ସହ ମିଶି ସ୍ବାମୀଙ୍କୁ ୨୨ ଖଣ୍ଡ କଲେ ସ୍ତ୍ରୀ

ପର-କୀୟା ପ୍ରୀତି ଯୋଗୁଁ ଏ ଦୁନିଆଁରେ ଅନେକ ନିରୀହ ଲୋକଙ୍କର ଜୀବନ ଅକା-ଳରେ ଚାଲି ଯାଉଛି । ଅନେକ ସମୟରେ ଏହି ହ-ତ୍ୟା ସମ୍ବ-ନ୍ଧୀୟ ଘ-ଟଣା ସାମ୍ନାକୁ ଆସୁଛି , ଯାହା ଦେଖିବା ପରେ ବାସ୍ତବରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଚି । ତେବେ ପର-କୀୟା ପ୍ରୀତି ପାଇଁ ହ-ତ୍ୟା କରିବା କିଛି ନୂଆ ଘଟଣା ନୁହେଁ । ପ୍ରତିଦିନ ଏପରି ନାନାଦି ଖବର ସାମ୍ନାକୁ ଆସିବାରେ ଲାଗିଛି । ପୂର୍ବ ଦିଲ୍ଲୀର ପାଣ୍ଡବନଗର ଅଞ୍ଚଳର ଏପରି ଘ-ଟଣା ବର୍ତ୍ତମାନ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଚି । ନିଜ ପୁଅ ସହ ମିଶି ସ୍ବାମୀଙ୍କୁ ହ-ତ୍ୟା କରି ତାଙ୍କ ଶରୀରକୁ ୨୨ ଖଣ୍ଡ କରିଛନ୍ତି ମହିଳା ।

ଦିଲ୍ଲୀର ଆଫତାବ ଶ୍ରଦ୍ଧା ମାମ-ଲା କାହା ଆଖିରୁ ଲିଭି ନଥିବା ବେଳେ ପୁଣିଥରେ ସେପରି କା-ଣ୍ଡ ଘଟି ଯାଇଛି । ତେବେ ସୂଚନା ଅନୁଯାୟୀ , ଅଞ୍ଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ଅନ୍ୟ କୌଣସି ପୁରୁଷ ସହିତ ରହିଥିଲା ଖରାପ ସ-ମ୍ପର୍କ । ଆଉ ଯେଉଁଥି ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ହ-ତ୍ୟା କରିଥିଲେ । ତେବେ ସେ କିପରି ହ-ତ୍ୟା କରିଥିଲେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମେ ଅଞ୍ଜନଙ୍କୁ ନି-ଶା ବଟିକା ଦେଇ ଶୁଆଇ ଦେଇଥିଲେ ଆଉ ତାପରେ ତାଙ୍କୁ ହ-ତ୍ୟା କରିଥିଲେ । ହ-ତ୍ୟା କରି ସାରି ତାଙ୍କ ଶରୀରକୁ ୨୨ ଖଣ୍ଡ କରି ପକାଇଥିଲେ ।

ଆଉ ତାପରେ ସେହି ଖଣ୍ଡ ଗୁଡ଼ିକୁ ଫ୍ରିଜ୍ ମଧ୍ୟରେ ରଖି ଦେଇଥିଲେ । ଏହି ପୁରା ହ-ତ୍ୟା ପଛରେ ତାଙ୍କ ପୁଅ ତାଙ୍କୁ ସାହାଯ୍ୟ କରିଥିଲା । ତେବେ ଏହାପରେ ପ୍ରତିଦିନ ରାତିରେ ସେମାନେ ସହର ସାରା ବୁଲି ବୁଲି ଏହି ମାଂସ ଖଣ୍ଡ ଗୁଡ଼ିକୁ ଫିଙ୍ଗିବାକୁ ଲାଗିଥିଲେ । ତେବେ ଏହି ଘଟ-ଣା ସେତେବେଳେ ଘ-ଟଣା ଯେତେବେଳେ ଶ୍ରଦ୍ଧା ହ-ତ୍ୟାକା-ଣ୍ଡ ଘଟିଥିଲା । କିନ୍ତୁ ମାଆ ପୁଅ ଏତେ ଚାଲାକ ଥିଲେ ଯେ , ସେମାନେ ପୋ-ଲିସକୁ ଏହାର ନାମ ବି ପାଇବାକୁ ଦେଇ ନଥିଲେ । ତେବେ ପୋ-ଲିସ ପ୍ରଥମେ ଖଣ୍ଡ ଗୁଡ଼ିକୁ ପାଇଥିଲା କିନ୍ତୁ ନଷ୍ଟ ହୋଇ ଯିବାରୁ ତ-ଦନ୍ତ କରି ପାରିନଥିଲା । ପରେ ଶ୍ରଦ୍ଧା ହ-ତ୍ୟାକା-ଣ୍ଡ ସାମ୍ନାକୁ ଆସିବା ପରେ ପୋଲିସ ଏହାର ତ-ଦନ୍ତ କରିବା ଆରମ୍ଭ କରିଥିଲା ।

ଶେଷରେ ପୋ-ଲିସ ସବୁକିଛି ଜାଣିବାକୁ ପାଇଥିଲା । ଆଉ ମହିଳା ଜଣକ ପର-କୀୟା ପ୍ରୀତି ପାଇଁ ନିଜ ସ୍ବାମୀଙ୍କୁ ହ-ତ୍ୟା କରିଥିବା କଥା ସ୍ୱୀକାର କରିଥିଲେ । ତେବେ ଏହାପରେ ପୋ-ଲିସ ସିସିଟିଭି ଫୁଟେଜ ମଧ୍ୟ ଚେକ୍ କରିଥିଲା । ଯେଉଁଥିରେ ସେ ଦେଖିବାକୁ ପାଇଥିଲା ଯେ , ବିଳମ୍ବିତ ରାତିରେ ପୁଅ ଜଣକ ହାତରେ ଏକ ବ୍ୟାଗ ନେଇ ଆଗରେ ଚାଲିଛି ଆଉ ମାଆ ତା ପଛେ ପଛେ ଚାଲିଛନ୍ତି । ଆଉ ସେମାନେ ମାଂସ ଖଣ୍ଡ ଗୁଡ଼ିକୁ ଫୋପାଡ଼ି ଫୋପାଡ଼ି ଚାଲିଛନ୍ତି । ତେବେ ବର୍ତ୍ତମାନ ଉକ୍ତ ମହିଳା ଜଣକୁ ଗି-ରଫ କରି ନେଇ ପଚରାଉଚରା କରିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *