ମ୍ୟାଟ୍ରିମନିଆଲ ସାଇଟ ହେଲା କାଳ । ବଙ୍ଗାଳି ଯୁବତୀଙ୍କର ସବୁ ଲୁ-ଟି ନେଲା ଓଡ଼ିଆ ପୁଅ ।

ମ୍ୟାଟ୍ରିମନୀଆଲ ସାଇଟ ଉପରେ ଆଜିକାଲି ଯୁବକ ଯୁବତୀ ନିର୍ଭରଶୀଳ । ଅନେକ ପ୍ରସ୍ତାବ ଏଥିରେ ଭଲ ଲାଗେ ହୋଇଥିବା ବେଳେ ଅନେକ ସମୟରେ ଲୋକେ ଧୋ-କା ମଧ୍ୟ ଖାଉଛନ୍ତି । ଆଉ ଏଭଳି ସମସ୍ୟାରେ ବର୍ତ୍ତମାନ ଜଣେ ପଶ୍ଚିମବଙ୍ଗର ଯୁବତୀ ପୀ-ଡ଼ିତ ହୋଇଛନ୍ତି ।

ମ୍ୟାଟ୍ରିମନୀରୁ ଦେଖା ହୋଇଥିବା ଜଣେ ଓଡ଼ିଆ ଯୁବକ ତାଙ୍କୁ ବିବାହ କରିବାକୁ କହି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁ-ଟି ନେଇଛନ୍ତି । ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହି କାରଣରୁ ବର୍ତ୍ତମାନ ଯୁବତୀ ଜଣକ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତାବକ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଦକ୍ଷିଣ ସୁବାଷପଲ୍ଲୀ ଅଞ୍ଚଳର ସୋମା ଘୋଷ ଯିଏକି ଏଭଳି ଏକ ସମସ୍ୟାରେ ପୀ-ଡ଼ିତ ହୋଇଛନ୍ତି ।

ଯୁବକ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ରାହୁଲ । ମାଟ୍ରିମନୀରେ ଏହି ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବେ ବୋଲି କହିଥିଲେ । ଯୁବକ ଜଣକ ଓଡ଼ିଶାରୁ ପଶ୍ଚିମବଙ୍ଗ ଏହି ଯୁବତୀଙ୍କୁ ଦେଖା କରିବାକୁ ମଧ୍ୟ ଯାଇଥିଲା । ଯୁବକ ଜଣକ ମଧ୍ୟ ବିବାହ ପାଇଁ ପ୍ରତିଶ୍ରୁତି ଦେଲେ । ଖାଲି ସେତିକି ନୁହେଁ , ୬୪ ଟଙ୍କା ମଧ୍ୟ ଉକ୍ତ ଯୁବକଙ୍କୁ ଦେଇଥିଲେ । ୬୪ ଲକ୍ଷ ଟଙ୍କାରୁ ୨ ଲକ୍ଷ ୯୦ ହଜାର ଏହି ଯୁବକ ଜଣକ ଫେରାଇ ସାରିଛନ୍ତି । ଆଉ ଯେତେବେଳେ ଯୁବତୀ ଜଣକ ବାକି ଟଙ୍କା ମାଗିଥିଲେ ସେତେବେଳେ ଯୁବକ ଜଣକ ଅସଲ ରୂପ ଦେଖାଇ ଦେଇଥିଲା । ବର୍ତ୍ତମାନ ଏହି ଯୁବତୀ ଜଣକ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି ।

ବର୍ତ୍ତମାନ ଯୁବତୀ ଜଣକ ସମ୍ବଲପୁର ଟାଉନ ଥା-ନାରେ ଅଭି-ଯୋଗ ଦେଇଛନ୍ତି । ତେବେ ଯୁବତୀ ଜଣକ ରାହୁଲଙ୍କ ଘରକୁ ମଧ୍ୟ ଯାଇଥିଲେ । ସେଠାରେ ରାହୁଲଙ୍କ ମା’ଙ୍କୁ ରାହୁଲ ଘରେ ଥିବା ନେଇ ପଚାରିବାରୁ ମା’ ମନା କରି ଦେଇଥିଲେ । କିନ୍ତୁ ଯୁବତୀ ରାହୁଲଙ୍କୁ ଦେଖି ପାରି ଟଙ୍କା ମାଗିଥିଲେ ।

ଆଉ ଯେଉଁ କାରଣରୁ ରହିଲା ଯୁବତୀଙ୍କ ଉପରକୁ ଆକ୍ର-ମଣ କରିବା ସହିତ ଧ-ମକ ମଧ୍ୟ ଦେଇଥିଲେ । ଏହାପରେ ଯୁବତୀଙ୍କୁ ଘରୁ ବାହାର କରି ଦେଇଥିଲେ । ଏଭଳି କିଛି ସମ୍ବଲପୁର ଟାଉନ ଥା-ନାରେ ଅଭି-ଯୋଗ କରିଛନ୍ତି ଯୁବତୀ ଜଣକ । ଏପଟେ ଯୁବତୀଙ୍କ ମା’ ମଧ୍ୟ ଦାବି କରିଛନ୍ତି ଯେ ଯୁବକ ନେଇଥିବା ଟଙ୍କା ସେ ଫେରାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *