ଆମ୍ବ ଗଛରେ ଫଳିଛି କୋଟି କୋଟି ଟଙ୍କା।

ପିଲାଦିନେ ଆପଣ ଆମେ ଅନେକ କାହାଣୀ ଶୁଣିଥିବେ। ସେଇ କାହାଣୀ ମଧ୍ୟରୁ କେତେକ ସତ ହେଇଥାଏ ତ କେତେ ମି-ଛ। କିନ୍ତୁ ଆମେ ଆମ ଛୋଟ ବେଳେ ସବୁ କାହାଣୀକୁ ସତ ବୋଲି ଭାବୁଥାଉ। ବଡ଼ ହେଲା ପରେ ଜାଣିପାରୁ ଯେ ସେ ସବୁ ମି-ଛ ଥିଲା କିନ୍ତୁ ଏବେ ସବୁ ମି-ଛ ସତରେ ପରିଣତ ହେବାରେ ଲାଗିଛି।

ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ୍ବ ଗଛରୁ ମିଳୁଛି ୧ କୋଟି ଟଙ୍କା। ହଁ ଆଜ୍ଞା କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ଭାଇଙ୍କ ଘର ପଛପଟ ଆମ୍ବ ଗଛରୁ ମିଳିଛି କୋଟି କୋଟି ଟଙ୍କା।

ଆଗକୁ ଥିବା ନିର୍ବାଚନ ପାଇଁ ଆଇଟି ବିଭାଗ ଏବଂ ପୋଲିସ୍ ଅଧିକାରୀ ଏବେ ନିର୍ବାଚନ ପ୍ରାର୍ଥୀଙ୍କ ସହିତ ସେମାନଙ୍କ ସମ୍ପର୍କୀୟ ମାନଙ୍କ ଘରେ ମଧ୍ୟ ଚ-ଢ଼ାଉ କରୁଛନ୍ତି। ଏଥି ମଧ୍ୟରେ ଗୁରୁବାର ଦିନ କର୍ଣ୍ଣାଟକ ଆଇଟି ବିଭାଗ ଅଧିକାରୀ ଏବଂ ପୋଲିସ୍ କର୍ଣ୍ଣାଟକ ପୁତୁର ନିର୍ବାଚନମଣ୍ଡଳୀ ପାଇଁ ଛିଡ଼ା ହେବାକୁ ଥିବା କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ସୁବ୍ରମଣ୍ୟ ରାୟଙ୍କ ଘରେ ଚଢ଼ାଉ କରିଥିଲେ ।

ଆଇଟି ବିଭାଗ ଅଧିକାରୀ ସୁବ୍ରମଣ୍ୟ ରାୟଙ୍କ ଘରେ ଚଢ଼ାଉ କଲା ପରେ ତାଙ୍କ ଘରୁ କିଛି ପାଇ ନଥିଲେ କିନ୍ତୁ ତାଙ୍କୁ ଖବର ମିଳିଥିଲା ଯେ ସେ ସବୁ ଟଙ୍କା ଆମ୍ବ ଗଛରେ ଲୁ-ଚେଇ ରଖିଛନ୍ତି। ଆଇଟି ବିଭାଗ ଅଧିକାରୀ ଯେତେବେଳେ ଆମ୍ବ ଗଛ ଦେଖିଲେ ସେତେବେଳେ ସେମାନଙ୍କୁ ଆମ୍ବ ଗଛରୁ ଗୋଟେ କୋଟିରୁ ଅଧିକ ତାଙ୍କ ମିଳିଥିଲା। ଏବେ ସୋସିଆଲ ମିଡ଼ିଆରେ ଆମ୍ବ ଗଛରୁ ମିଳିଥିବା ଟଙ୍କାର ଭିଡିଓ ଭାଇରାଲ ହେଇଛି।

Leave a Reply

Your email address will not be published. Required fields are marked *