ପ୍ରେମିକା ବିଚ୍ଛେ-ଦରେ ବନାଇଲେ ଶେଷ ରିଲ ଆଉ ତାପରେ ହାରିଦେଲେ ଜୀବନ ।

ଦେଶରେ ଏମିତିରେ ଜାତି ଧର୍ମ ଗୋତ୍ର ଭାଷା ଏବଂ କ୍ଷମତା ଜନିତ ବାଛବିଚାର କାରଣରୁ ଅନେକ ସ-ମ୍ପର୍କ ଭାଙ୍ଗି ଯାଉଛି । ଅନେକ ପ୍ରେମିକ ପ୍ରେମିକା ନିଜ ପରିବାର କାରଣରୁ ଏବଂ ଜାତି କାରଣରୁ ଦୂରେଇ ଯାଉଛନ୍ତି । ଏହିସବୁ ନିଚ୍ଚ ଚିନ୍ତାଧାରା ଲୋକଙ୍କ ପାଇଁ ଦାଉ ସାଧୁଛି । ଯେଉଁ କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି ।

ପୁଣି ନିୟମ ଅନୁଯାୟୀ ମଧ୍ୟ ଯଦି ଝିଅର କିମ୍ବା ପୁଅର ପ୍ରାପ୍ତ ବୟସ ହୋଇ ନଥାଏ ତେବେ ମଧ୍ୟ ସେହି ସମ୍ପ-ର୍କକୁ ଅ-ବୈଧ ମାନା ଯାଇଥାଏ । ଏମିତିରେ ଅନେକ ବିବାହ ଏହି ନିୟମ ଠାରୁ ବାହାରେ ହେଉଛି ଯାହାକୁ ଲୋକେ ଗୁ-ପ୍ତ ରଖନ୍ତି । କିନ୍ତୁ କହିବାକୁ ଗଲେ ଝିଅର ପ୍ରାପ୍ତ ବୟସ ହୋଇ ନଥିଲେ ତାର ବିବାହ ଏକ ପ୍ରକାରର ଅପ-ରାଧ ଅଟେ ।

କିନ୍ତୁ ଏହି କାରଣରୁ ସେ ନିଜ ପ୍ରେମିକ ଠାରୁ ଦୂରେଇ ଯିବା ଖୁବ ଦୁଃଖଦ । ଏମିତି ଅନେକ ଘ-ଟଣା ଘଟିଥାଏ ଯାହାକି ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘ-ଟଣା ଘଟିଛି । ପ୍ରେମିକାର ବି-ଚ୍ଛେଦ ସହ୍ୟ କରି ନପାରି ଜଣେ ପ୍ରେମିକ ଜୀବନ ହାରି ଦେଇଛି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଆ-ତ୍ମହ-ତ୍ୟା କରିବା ପୂର୍ବରୁ ସେ ନିଜର ଶେଷ ରିଲସ ବନାଇ ପୋଷ୍ଟ ମଧ୍ୟ କରିଛି ଯାହାକି ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଆଳି ଥା-ନା ଅନ୍ତର୍ଗତ ବାଟିପଡ଼ା ଗ୍ରାମରେ ଘଟିଛି । ସେହି ଗାଁର କୈଳାସ ମଳିକଙ୍କ ପୁଅ ହେଉଛନ୍ତି ୨୪ ବର୍ଷୀୟ ଆକାଶ ମଳିକ ।

ତେବେ ସେ ଦୀର୍ଘ ଦିନ ହେବ ସେହି ଅଞ୍ଚଳର ଜଣେ କମ ବୟସର ଝିଅକୁ ଭଲ ପାଉଥିଲେ । ଝିଅଟି ମଧ୍ୟ ତାଙ୍କୁ ଭଲ ପାଉଥିଲା । ଏମିତିକି ଆକାଶ ତାଙ୍କୁ ନିଜ ଘରକୁ ମଧ୍ୟ ନେଇ ଆସିଥିଲେ । କିନ୍ତୁ ଝିଅର ପରିବାର ଲୋକେ ଝିଅର ବୟସ ହୋଇ ନଥିବାରୁ ଥା-ନାରେ ଅଭି-ଯୋଗ ଦେଇ ଝିଅକୁ ନେଇ ଯାଇଥିଲେ । ପୋ-ଲିସ ମଧ୍ୟ ବୁଝାସୁଝା କରି ଝିଅକୁ ନେଇ ଯାଇଥିଲା ।

କିନ୍ତୁ ତାପରଠାରୁ ଆକାଶ ଯେମିତି ପାଗଳ ହୋଇ ଯାଇଥିଲା । ନିଜ ପ୍ରେମିକାର ବିଚ୍ଛେ-ଦକୁ ସହ୍ୟ କରି ନପାରି ଗତ କାଲି ସନ୍ଧ୍ୟାରେ ଘରେ କେହି ନଥିବା ସମୟରେ ସେ ଜୀବନ ହାରି ଦେଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ଡାକ୍ତର ସେଠାରେ ଆକାଶଙ୍କୁ ମୃ-ତ ଘୋଷଣା କରିଥିଲେ । ଆଉ ବର୍ତ୍ତମାନ ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଏକ ରିଲସ ଭିଡ଼ିଓ ବେଶ ଭାଇରଲ ହେଉଛି । ଯାହାକି ତାଙ୍କର ଶେଷ ରିଲସ ଥିଲା ।

Leave a Reply

Your email address will not be published. Required fields are marked *