ମାଟ୍ରିକରେ ଟପ୍ପର ହେଲା ପରେ ମଶା-ଣିରେ ଜ-ଳୁଛି ପୁଅର ଜୁଇ ।

ମାଟ୍ରିକରେ ପୁଅ ଟପ୍ପର ହୋଇଥିବାରୁ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ । ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତେ ପୁଅ ପାଖକୁ ପଠାଉ ଥିଲେ ଶୁଭେଚ୍ଛାର ବାର୍ତା । ଗ୍ରାମବାସୀ ମଧ୍ୟ ପୁଅର ଏହି ସଫଳତାରେ ବେଶ୍ ଖୁସି ଥିଲେ । ହେଲେ ଏହା ପରେ ଛାତ୍ରଙ୍କ ସହ ଏପରି ଘ-ଟିଲା ଯାହା ଶୁଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣଙ୍କ ଆଖିରୁ ବି ଝରି ଆସିବ ଅଦିନିଆ ଧାରା ଶ୍ରାବଣର ଲୁହ । ଆଉ ଆପଣ ବୋଧେ ହୁଏ ଭଗବାନଙ୍କ ଉପରେ ଅଭିମାନ ମଧ୍ୟ କରି ପାରନ୍ତି ।

କାରଣ କିଛି ସମୟ ଆଗରୁ ପରିବାର,ଗାଁରେ ଖେଳି ଯାଇଥିଲା ଖୁସିର ଲହରୀ । ହେଲେ କିଛି ସମୟ ପରେ ଖେଳି ଗଲା ଦୁଃ-ଖର କଳା ବାଦଲ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ପୁରା ଗାଁ । ହଟାତ୍ କେହି କିଛି ବୁଝିବା ପୂର୍ବରୁ ସବୁ କିଛି ହୋଇଗଲା ଏପଟ ସେପଟ|ଯେଉଁ ପୁଅ ଏଇ କିଛି ସମୟ ପୂର୍ବରୁ ସ୍କୁଲରେ ଟପ୍ପର ହୋଇଥିଲା ଏବେ ସେହି ପୁଅ ମଶାଣି ର ଜୁଇ ନି-ଆଁରେ ଜ-ଳୁଛି ।

ଯେଉଁ ପୁଅକୁ ପାଇ ଏଇ କିଛି ସମୟ ପୂର୍ବରୁ ଗାଁ ମାଟି ପରିବାର ଗ-ର୍ବରେ ଛାତି ଫଟାଇ ଖୁସି ହେଉଥିଲେ । ଏବେ ସେହି ଛାତି ଭିତରଟା ଦୁଃ-ଖରେ ଭା-ଙ୍ଗି ଯାଉଛି । ହିଁ ଆଜ୍ଞା ଯେତେବେଳେ ପୁଅର ପରୀକ୍ଷା ଫଳ ଆସିଥିଲା ପୁଅ ଘରକୁ ଫୋନ୍ କରି ବୋଉକୁ କହିଥିଲା ବୋଉ ମୁଁ ପରୀକ୍ଷାରେ ଟପ୍ପର ହୋଇଛି । ମୋର ଆଜି ରେଜ୍ଲଟ ଭାହାରିଛି ମୁଁ ଆଜି ବହୁତ୍ ଖୁସି ଅଛି । ତତେ କହିଥିଲି ନା ମୁଁ ମାଟ୍ରିକ ପରୀକ୍ଷାରେ ଭଲ ରେ-ଜ୍ଲଟ୍ କରିବି ବୋଲି ଆଉ ସେହି କଥା ଆଜି ମୁଁ ପୁରା କରିଛି ।

ମାଟ୍ରିକ ପରୀକ୍ଷାରେ ମୋର A 1 ଗ୍ରେଡ ରହିଛି ଏ ମୋ ପାଇଁ ବହୁତ୍ ବଡ ଖୁସିର କଥା । ଏ ମୋ ପାଇଁ ବହୁତ୍ ବଡ ଖୁସିର ଦିନ । ଆଉ ଏମିତି କଥା ଶୁଣିବା ପରେ ଘରେ ସମସ୍ତେ ଖୁସିରେ ଭା-ଙ୍ଗି ପଡ଼ିଥିଲେ । ପୁଅକୁ ପାଖରେ ବସାଇ ଗେଲ କରାଇ ପୁଅକୁ ମିଠା ଖୁଆଇ ଦେଇଥିଲେ ।

ହେଲେ ଏହି ଖୁସିର ମାତ୍ର କିଛି ସମୟ ପରେ ଘର କା-ନ୍ଦ ବୋବାଳିରେ ଫାଟି ପଡୁଛି । ସମସ୍ତଙ୍କ ଆଖିରୁ କେବଳ ଝରି ପଡୁଛି ଧାର ଧାର ଲୁ-ହ । ଛାତିକୁ ବାଡେଇ ମଥାକୁ ପି-ଟି କା-ନ୍ଦୁଛନ୍ତି ମା ବାପା । କାରଣ ଯେଉଁ ପୁଅ ଏବେ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିଲା ସେ ସମସ୍ତଙ୍କୁ ଛାଡ଼ି ଅଫେରା ରାଇଯକୁ ଚାଲିଯାଇଛି । ଏମିତି ଦୁଃ-ଖ ଭରା ଘ-ଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ମାଟ୍ରିକ ପରୀକ୍ଷାର ରେ-ଜଲ୍ଟ ଆସିବା ପରେ ପୁଅ ସ୍ୱୋପ୍ନ ଦେଖିଥିଲା ଦେଶ ପାଇଁ ଲଢିବ ବୋଲି । ନାଭିରେ ଯାଇଥାନ୍ତା ବୋଲି ପୁଅର ଛୋଟ ଦିନୁ ଆସା ଥିଲା । ହେଲେ ସବୁକିଛି ଆଜି ଅଧା ଅଧୁରା ରହିଗଲା । କାଳ ଆଗରେ ସବୁ କିଛି ଧ୍ଵଂ-ସ ହୋଇଗଲା । ସ୍ୱୋପ୍ନ ମାଟିରେ ମିଶିଗଲା । ଆଉ ପୁଅ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲା ।

ନାଭିକୁ ଯିବା ପାଇଁ ସ୍ୱପ୍ନ ଦେଖୁଥିବା ଚନ୍ଦନ ପରୀକ୍ଷା ରେଜଲ୍ଟ ଆସିବା ପରେ ଖୁସିରେ ଭାଇ ସହ ନଦୀକୁ ଯାଇଥିଲେ । ନଦୀରେ ଯାଇ ପହଞ୍ଚିବା ପରେ । ଭାଇକୁ କହିଥିଲେ ଭାଇ ମୁଁ ନଦୀ ଭିତରେ ପହରିବି କାରଣ ନାଭିରେ ପହଁରା ଶିଖିବା ନିହାତି ଦରକାର । ଏହା ପରେ ନଦୀ ଭିତରେ ଭାଇ ସହ ଗାଧାଉ ଥିବା ବେଳେ ଅଥଳ ଜଳ ରାଶି ଭିତରେ ଚନ୍ଦନ ବୁଡି ଯାଇଥିଲେ । ଆଉ ତାଙ୍କ ସବ କୁ ଉ-ଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *