ସବୁ ସତ କହିଦେଲେ ଅଭିନେତ୍ରୀ ରୂପଶ୍ରୀ , କହିଲେ ଦେହ ନ ଦେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ …

କୁହାଯାଏ ଅଭିନୟ ଜଗତରେ ପାଦ ଦେବା ପାଇଁ ମଣିଷକୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ତେବେ ଆଗରୁ ସେଇଟା କେବଳ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ କଷ୍ଟ ଥିଲା କିନ୍ତୁ ବର୍ତ୍ତମାନ ତାହା ଶାରୀ-ରିକ ଭାବରେ ହୋଇ ଯାଇଛି । ଆଗରୁ ଦୁନିଆଁରେ କାଷ୍ଟିଂ କାଉଚ୍ ବୋଲି କିଛି ଶବ୍ଦ ନଥିଲା । କିନ୍ତୁ ବର୍ତ୍ତମାନ ଏହି ଶବ୍ଦଟି ଖୋଲାଖୋଲି ଭାବରେ ଚାଲୁଅଛି । ବର୍ତ୍ତମାନ ସମୟରେ ଚଳଚିତ୍ର ଜଗତ କହିଲେ କାଷ୍ଟିଙ୍ଗ କାଉଚ୍ କୁ ବୁଝା ପଡୁଛି । ଅନେକ ଅଭିନେତ୍ରୀ ଏ ବାବ-ଦରେ ଖୋଲାଖୋଲି ଭାବରେ ମୁଁହ ଖୋଲି ଦେଇଥାନ୍ତି ଆଉ ସେମାନଙ୍କ ସହିତ ସମସ୍ତ ଦୁଃ-ଖ କଷ୍ଟ ବିଷୟରେ ସେମାନେ କହିଥାନ୍ତି ।

ଚଳଚିତ୍ର ଜଗତକୁ ଆସିଲେ କେତେ ଯେ କଷ୍ଟ କରିବାକୁ ପଡ଼ିଥାଏ , ସେ ବିଷୟରେ ସେମାନେ କହିଥାନ୍ତି । କେହି କେବେ ବିନା କମ୍ପ୍ରମାଇଜରେ ଆଗକୁ ଯାଇ ପାରନ୍ତି ନାହିଁ ବୋଲି କୁହାଯାଏ । କାହିଁକି ନା ଏହି ଜଗତରେ ସମସ୍ତେ ଶାଗୁଣା ଭଳି ଅନାଇ ବସିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଏପରି ଜଣେ ଅଭିନେତ୍ରୀ ଏହି କାଷ୍ଟିଙ୍ଗ କାଉଚ ବାବଦରେ ମୁଁହ ଖୋଲିଛନ୍ତି । ଆଉ ନିଜ ଜୀବନର ସମସ୍ତ ଦୁଃ-ଖ ବିଷୟରେ କହିଛନ୍ତି ସେ । ତେବେ ସେ ହେଉଛନ୍ତି ଅଭିନେତ୍ରୀ ରୁପଶ୍ରୀ ପଣ୍ଡା । ବିଗ୍ ବ୍ରେକ ନାମକ ଏକ ଶୋ ର ବିଜେତା ସାଜିଥିବା ରୁପ୍ରଶ୍ରି ନିଜ ଜୀବନରେ ଅନେକ ଆଗକୁ ଯିବାର ସ୍ବପ୍ନ ଦେଖିଥିଲେ । କିନ୍ତୁ କିଛି ପରିସ୍ଥିତି ତାଙ୍କୁ ପଛକୁ ଟାଣି ଆଣିଥିଲା ।

ତେଣୁ କରି ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣି ନାହାନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ଚଳଚିତ୍ର ଜଗତରେ କାଷ୍ଟିଙ୍ଗ କାଉଚ୍ ହେଉଥିବା କଥା ପୁରାପୁରି ସତ ଅଟେ । ସେଥିପାଇଁ ସେ ଆଗକୁ ଯାଇ ପାରି ନାହାଁନ୍ତି । କାହିଁକି ନା ତାଙ୍କୁ ଯେଉଁ ଯେଉଁ ଜାଗାରେ କାମ ମିଳିଛି ସମସ୍ତେ ତାଙ୍କୁ କମ୍ପ୍ରମାଇଜ କରିବା କଥା କହିଥାନ୍ତି କିନ୍ତୁ ସେମାନଙ୍କୁ ମନା କରି ଦେଇଥାନ୍ତି ସେ । ତେଣୁ କରି ଅନେକ କଷ୍ଟ ଆଉ ସମସ୍ୟାର ସମ୍ମୁଖୀନ ହୋଇ ସେ ଫେରି ଆସିଥାନ୍ତି । ତେବେ ନିଜ ଜୀବନର ଏପରି ଏକ ସମସ୍ୟା ଆଉ ପରିସ୍ଥିତି ବିଷୟରେ କହିଛନ୍ତି ସେ ।

ତାଙ୍କ କହିବା ଅନୁଯାୟୀ , ଏକଦା ଗୋଟିଏ ଜାଗାକୁ ଅଡିସନ୍ ଦେବା ପାଇଁ ଯାଇଥିଲେ ସେ । ତେବେ ସେ ସେଠାରେ ଅପେକ୍ଷା କରିଥିଲେ କିନ୍ତୁ ସେମାନେ ଜାଣି ଶୁଣି ତାଙ୍କୁ ହଇ-ରାଣ କରିବା ପାଇଁ ଚେଷ୍ଟା କରିଥିଲେ । ଏପରିକି ସେ କମ୍ପ୍ରମାଇଜ ପାଇଁ ରାଜି ନ ହେବାରୁ ତାଙ୍କୁ ଗୋଟିଏ ଗୀତ ଦେଇ ପୁରା ନାଚିବାକୁ କହିଥିଲେ । ଯାହା ପରେ ସେ ବୁଝି ଯାଇଥିଲେ କି , ଏହି ଇଣ୍ଡଷ୍ଟ୍ରି କାହିଁକି ଆଗକୁ ଯାଇ ପାରୁ ନାହିଁ । ଏମିତି କିଛି କାରଣ ଏହି ଇଣ୍ଡଷ୍ଟ୍ରିକୁ ପଛକୁ ଟାଣି ଆଣୁଛି । ଆଉ ଯାହା ପାଇଁ ସେ ବର୍ତ୍ତମାନ ଅନେକ ପଛରେ ରହି ଯାଇଛନ୍ତି । ଅନ୍ୟ ପକ୍ଷରେ ନିଜ ଜୀବନର ଆଉ ଏକ କଥା କହିଛନ୍ତି କି , କିଛି ଫିଲ୍ମ କରିବା ପାଇଁ ତାଙ୍କୁ ଅଫର୍ ମିଳିଛି କିନ୍ତୁ କିଛି ଝିଅ ଆସି କମ୍ପ୍ରମାଇଜ କରିବାକୁ ରାଜି ହୋଇ ଯାଇଥାନ୍ତି , ଆଉ ଯାହା ଫଳରେ ତାଙ୍କ କାମ ଅନ୍ୟ ଝିଅଙ୍କୁ ମିଳିଯାଏ।

Leave a Reply

Your email address will not be published. Required fields are marked *