ସୁନ୍ଦରୀ ଯୁବତୀଙ୍କ ପ୍ରେମରେ ଧୋ-କା ପାଇ ଜୀବନ ହାରିଲେ ଯୁବକ । କାରଣ ଜାଣି ହେବେ ଆଶ୍ଚର୍ଯ୍ୟ ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଘ-ଟଣା ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଠି ଜଣେ ଯୁବକ ପ୍ରେମରେ ଧୋ-କା ପାଇ ଜୀବନ ହାରି ଦେଇଛନ୍ତି । ତେବେ ସେହି ଭିଡ଼ିଓ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଭାଇରଲ ହୋଇଛି , ଯାହାକୁ ଦେଖିଲେ ଆପଣବି ଦୁଃ-ଖ ପ୍ରକାଶ କରିବେ ।

ଦୁଇ ବର୍ଷର ପ୍ରେମରେ ଧୋ-କା ପାଇବେ ପରେ ଯୁବକ ଜଣକ ଏପରି ନିଷ୍ପତ୍ତି ନେଇ ଯାଇଥିବା ଜାଣିବାକୁ ମିଳିଛି । ଯେତେ ନେହୁରା ହେଲେବି ପ୍ରେମିକା ଆଉ ପ୍ରେମିକ ସହିତ ରହିବାକୁ ମନା କରି ଦେଇଥିଲା । ଯେଉଁ କାରଣରୁ ଏକ ଲାଇଭ ଭିଡ଼ିଓ କରି ପ୍ରାଣ ହାରି ଦେଇଛନ୍ତି ଯୁବକ ଜଣକ । ସୂଚନା ଅନୁଯାୟୀ ଖଇରା ଥାନା ନହଙ୍ଗ ମହାଳିକ ସାହିରେ ଏଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ।

ଗାଁର ଗୟାଧରଙ୍କର ପୁଅ ପୁପୁନ ପ୍ରେମରେ ଧୋ-କା ପାଇବାର କଷ୍ଟକୁ ସହି ନପାରି ଏଭଳି ନିଷ୍ପତ୍ତି ନେଇ ଯାଇଥିଲା । ତେବେ ସଙ୍ଗେ ସଙ୍ଗେ ପୁପୁନକୁ ଚିକିତ୍ସା ପାଇଁ ଖଇରା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ଆହୁରି ବିଗିଡ଼ିବାରୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା ।

ପୁଣି ଅବସ୍ଥା ଗୁରୁ-ତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସାତ ଦିନ କାଳ ମୃ-ତ୍ୟୁ ସହିତ ସଂଗ୍ରାମ କରିବା ପରେ ଶେଷରେ ପୁପୁନ ଜୀବନ ହାରି ଦେଇଛି । ତେବେ ସାଙ୍ଗ ପିଲାଙ୍କ କହିବା କଥା ଯେ ଉଭୟେ ଦୁଇ ବର୍ଷ ପ୍ରେମ ସମ୍ପର୍କରେ ଥିଲେ । ମାତ୍ର କଲେଜ ଯିବା ପରେ ଯୁବତୀଙ୍କ ମନ ବଦଳି ଯାଇଥିଲା । ମାତ୍ର ଯୁବକ ଜଣକ ତାଙ୍କୁ ଅନୁରୋଧ କରିବା ସତ୍ତ୍ୱେବି ସେ ମାନି ନଥିଲେ ।

ଏମିତିକି ପୁପୁନ ନିଜ ସାଙ୍ଗ ପିଲାଙ୍କ କଥାକୁ ମାନି ନଥିଲେ ଏବଂ ଯୁବତୀଙ୍କ ପ୍ରେମରେ ଅନ୍ଧ ହୋଇ ଏଭଳି ନିଷ୍ପତ୍ତି ନେଇ ଯାଇଥିଲେ । ଆଉ ବର୍ତ୍ତମାନ ପୁପୁନଙ୍କୁ ହରାଇ ପୁରା ପରିବାର ବାପା , ମା’ , ଭଉଣୀ ସମସ୍ତେ ଅସହାୟ ହୋଇ ଯାଇଛନ୍ତି । ଗୋଟିଏ ଝିଅ ପାଇଁ ପୁପୁନ ଏଭଳି ନିଷ୍ପତ୍ତି ନେଇଯିବା ବାସ୍ତବରେ ବଡ଼ ଭୁଲ । ଆଉ ଯୁବ ସମାଜ ପ୍ରେମ ପାଇଁ ନିଜ ଜୀବନ ହାରିବାର ଯେଉଁ ବଡ଼ ଭୁଲ କରୁଛନ୍ତି ତାହା ମଧ୍ୟ ଏକ ଭୁଲ ନିଷ୍ପତ୍ତି ଅଟେ ।

Leave a Reply

Your email address will not be published. Required fields are marked *