ଦଶହରାରେ ଘରକୁ ଫେରୁଥିଲେ ଦମ୍ପତି , ସ୍ଵାମୀ ଆଗରେ ସ୍ତ୍ରୀଙ୍କୁ ଦୁ-ଷ୍କର୍ମ କରିଲେ ଦୁ-ର୍ବୃତ୍ତ

ଆମ ଦେଶରେ ଆ-ଇନ କାନୁନ ଏତେ କଠୋର ବି ନୁହେଁ । ଏତେ କଠୋର ହୋଇଥିଲେ ଆଉ କେହି କାହାକୁ ଦୁ-ଷ୍କର୍ମ କରିବାକୁ ଚେଷ୍ଟା ମଧ୍ୟ କରନ୍ତା ନାହିଁ । ଦିନକୁ ଦିନ ଏହି ସଂଖ୍ୟା କମିବା ଅପେକ୍ଷା ବଢିବାରେ ଲାଗିଛି । ଆଉ କେହି ଆଇନକୁ ଭ-ୟ କରୁ ନାହାନ୍ତି । ତେବେ ବର୍ତ୍ତମାନ ସମୟରେ ପୁଣିଥରେ ଏପରି ଏକ ଗଣଦୁ-ଷ୍କର୍ମ ବିଷୟରେ ଶୁଣିବାକୁ ମିଳିଛି , ଯାହା ଛାତି ଥରାଇ ଦେବ । ତାହା ପୁଣି ବାହାରେ ନୁହେଁ ଆମ ଓଡ଼ିଶାରେ । ଯାହା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ , ଭୁବନ ଥା-ନା ଅନ୍ତର୍ଗତ ବାରୁଅ ଗାଆଁରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ।

ଗତ ୨୦ ତାରିଖର ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ କେନାଲ ନିକଟରେ ତାଙ୍କୁ ୫ ଜଣ ଯୁବକ ଅଟକାଇ ଥିଲେ । ଆଉ ତାପରେ ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ତାଙ୍କୁ ମା-ଡ ମା-ରିବା ସହିତ ସ୍ଵାମୀ ଆଗରେ ସ୍ତ୍ରୀଙ୍କୁ ଗଣଦୁ-ଷ୍କର୍ମ କରିଥିଲେ । ତେବେ ଏହା ଉପରେ ବର୍ତ୍ତମାନ କାମାକ୍ଷାନଗର ଏସଡିପିଓ ତ-ଦନ୍ତ କରୁଛନ୍ତି । ଆଉ ଖୁବଶିଘ୍ର ସେହି ଦୁ-ର୍ବୃତ୍ତ ମାନଙ୍କୁ ଧରି ନିଆଯିବ ବୋଲି ସେ କହିଛନ୍ତି । ସ୍ତ୍ରୀ ଭୁବନ ଅଞ୍ଚଳରେ ଏକ ମେସ ରେ ରହି ପାଠ ପଢୁଥିବା ବେଳେ ଦଶହରା ଛୁଟିରେ ଘରକୁ ବୁଲିବା ପାଇଁ ସ୍ଵାମୀ ସହିତ ଆସୁଥିଲେ ।

କିନ୍ତୁ ହଠାତ୍ ବରୁଆ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ପାଞ୍ଚ ଜଣ ଦୁ-ର୍ବୃତ୍ତ ସେମାନଙ୍କୁ ଅଟକାଇବା ସହିତ ସେମାନଙ୍କୁ ବହୁତ ମା-ଡ଼ ମା-ରିଥିଲେ । ଯାହା ପରେ ସେମାନେ ହଠାତ୍ କିଛି ବୁଝି ପାରି ନଥିଲେ । ସେମାନଙ୍କ ଠାରୁ ଧଇଁବା ପାଇଁ ସେମାନେ ଚେଷ୍ଟା କରିଥିଲେ । କିନ୍ତୁ ରାସ୍ତାଟି ଶୁନଶାନ୍ ହୋଇ ଥିବାରୁ ସେମାନଙ୍କୁ ବଞ୍ଚାଇବା ପାଇଁ କେହି ନଥିଲେ କି ସେମାନଙ୍କ ଚି-ତ୍କାର ମଧ୍ୟ କେହି ଶୁଣିବାକୁ ପାଇ ନଥିଲେ । ତେବେ ଏହାପରେ ସେମାନେ କଲେଜ ପଢୁଆ ସ୍ତ୍ରୀଙ୍କୁ ଟେକି ନେଇ କାଜୁ ଜଙ୍ଗଲ ମଧ୍ୟରେ ଜଣଙ୍କ ପରେ ଜଣେ ଝୁଣୀ କରି ଖାଇଥିଲେ ।

ଦେହର ଭୋକ ମେ-ଣ୍ଟିବା ପରେ ସେମାନେ ମହିଳାଙ୍କୁ ଉଲ-ଗ୍ନ ଅବସ୍ଥାରେ ଛାଡି ଦେଇ ପଳାଇ ଯାଇଥିଲେ । ଆଉ ଏସବୁ ଦେଖିଥିଲେ ସ୍ଵାମୀ କିନ୍ତୁ ସେ ଥିଲେ ଉପାୟଶୂନ୍ୟ । ଅନ୍ୟ ପକ୍ଷରେ ସୂଚନା ଅନୁସାରେ , କିଛିଦିନ ପୂର୍ବରୁ କୋର୍ଟରେ ସ୍ଵାମୀ ସ୍ତ୍ରୀ ଉଭୟ ବିବାହ କରିଥିଲେ । ତେବେ ବର୍ତ୍ତମାନ ସମୟରେ ମହିଳାଙ୍କ ଡାକ୍ତରୀ ମାଇନା କରା ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ତାର କିଛି ରି-ପୋର୍ଟ ଆସି ନାହିଁ । ଏବେ ଏହି ଘଟ-ଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋ-ଲିସ ଆଉ ତିନି ଜଣଙ୍କ ବିଷୟରେ କିଛି ସୂଚନା ମିଳି ନଥିବାରୁ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ତେବେ ଖୁବଶିଘ୍ର ସେମାନଙ୍କୁ ଧରି ନିଆଯିବ ବୋଲି ଏସଡିପିଓ ରଞ୍ଜନ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *