ହସ ଖୁସିରେ କାରରେ ଯାଉଥିବା ମା’ ଝିଅର ହେଲା ମୃ-ତ୍ୟୁ । ଅଧା ବାଟରେ ଘଟିଗଲା ଭ-ୟଙ୍କର ଦୁର୍ଘ-ଟଣା ।

ଆଜିକାଲି ସଡ଼କ ଦୁର୍ଘ-ଟଣାରେ ଅନେକ ଲୋକଙ୍କର ମୃ-ତ୍ୟୁ ହେଉଛି । ଗୋଟିଏ ଗୋଟିଏ ଘ-ଟଣା ଏତେ ଭ-ୟଙ୍କର ହୋଇଥାଏ ଯେ ତାହା ଛାତି ଥରାଇ ଦେଇଥାଏ । ଗତକାଲି ଏଭଳି ଏକ ଦୁର୍ଘ-ଟଣା ଘଟି ଯାଇଛି ଯେଉଁଥିରେ ଏକା ସାଙ୍ଗରେ ମା’ ଏବଂ ଝିଅର ଜୀବନ ଚାଲି ଯାଇଛି । ଦୁର୍ଘ-ଟଣାସ୍ଥଳରେ କାରର ଅବସ୍ଥା ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ ।

କାରଣ ଏଭଳି ଭାବରେ କାରଟି ଦୁର୍ଘ-ଟଣାଗ୍ରସ୍ତ ହୋଇଛି ଯେ କାରର ବାମ ପାର୍ଶ୍ଵର ଚକା ସମ୍ପୂର୍ଣ୍ଣ ଭାବରେ ବାହାରି ଯାଇଛି । ସେହି କାର ଭିତରେ ଏକା ସାଙ୍ଗରେ ମା’ ଝିଅଙ୍କ ଜୀବନ ଚାଲି ଯାଇଛି । ବହୁତ ହସ ଖୁସିରେ ମା’ ଝିଅ ଏବଂ ଭାଉଜ ଆଠଗଡ଼କୁ ଯାଉଥିଲେ ।

କାରରେ ଗୀତ ଲାଗିଥିଲା । ଅନେକ ଦିନ ପରେ ବାପା ମା ଏବଂ ଭାଉଜ ଏକାଠି ହୋଇ ଖୁବ ଖୁସିରେ କାର ଯୋଗେ ଆଠଗଡ଼କୁ ଯାଉଥିଲେ । କିନ୍ତୁ ସେହି ଖୁସି ଅଧିକ ସମୟ ପାଇଁ ରହି ନଥିଲା ଏବଂ ଆଖି ପିଛୁଳାକେ ସବୁକିଛି ଓଲଟ ପାଲଟ ହୋଇଗଲା । ଅଳ୍ପ କ୍ଷଣ ମଧ୍ୟରେ ସବୁ ହାସଖୁସି ଦୁଃ-ଖରେ ପରିଣତ ହୋଇଗଲା ।

ଏହି ଦୁର୍ଘ-ଟଣାକୁ ଦେଖିଲେ ଆପଣବି ଭୟଭୀତ ହୋଇଯିବେ । କହିରଖିବୁ ଯେ କାର ସହିତ କାର ଧ-କ୍କା ହେବାରୁ ଏହି କାରଟି ଓଲଟି ପଡ଼ିଛି । ସେଠାରେ ହିଁ ମା’ ଝିଅଙ୍କର ଜୀବନ ଚାଲି ଯାଇଥିଲା । ଦୁର୍ଘ-ଟଣା ସମୟରେ କାର ଭିତରେ ଥିବା ଭାଉଜଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଛି । ଏହାସହିତ ଅନ୍ୟ ଦୁଇଜଣ ମଧ୍ୟ ଆ-ହତ ହୋଇଥିବା ସୂଚନା ମିଳିଥିଲା ।

ଏଭଳି ଏକ ଭ-ୟଙ୍କର ଦୁର୍ଘ-ଟଣା ଅନୁଗୁଳ ଯାଉଥିବା ଆଠଗଡ଼ ମୁଖ୍ୟରାସ୍ତାରେ ଘଟି ଯାଇଛି । ଦୁର୍ଘ-ଟଣା ଏତେ ଭ-ୟଙ୍କର ଥିଲା ଯେ ଘଟ-ଣାସ୍ଥଳରେ ହିଁ ମା’ ଝିଅଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ମୃ-ତ ଝିଅ ସଂଯୁକ୍ତା ପ୍ରଧାନ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରି ଆସୁଥିଲେ ।

ସୂଚନା ଅନୁଯାୟୀ ଝିଅ ସଂଯୁକ୍ତା , ମା’ ଦୁର୍ଗାବତୀ ଏବଂ ଭାଉଜ କାରରେ ଆଠଗଡ଼କୁ ଯାଉଥିବା ସମୟରେ ଖଣ୍ଡହତା ନିକଟରେ ଦ୍ରୁତ ଗତିରେ ଆସି ଆଉ ଏକ କାର ସାମ୍ନା ପଟୁ ଧ-କ୍କା ଦେଇଥିଲା । ଯେଉଁ କାରଣରୁ ଘଟ-ଣାସ୍ଥଳରେ ହିଁ କାରଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମା’ ଏବଂ ଝିଅକୁ ମୃ-ତ ଘୋଷଣା କରିଥିଲେ କିନ୍ତୁ ଭାଉଜଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଗୁରୁ-ତର ଥିବା ଜଣା ପଡ଼ିଛି

Leave a Reply

Your email address will not be published. Required fields are marked *