ଝାଡ଼ା ବସିବା ବେଳେ ନାବାଳିକାକୁ ଦୁ-ଷ୍କର୍ମ କରିବା ପାଇଁ ପଛପଟୁ ମାଡି ବସିଲା ବିବାହିତା ଯୁବକ।

ଦୀନକୁ ଦିନ ଆମ ଦେଶରେ ଗଣ ଦୁ-ଷ୍କର୍ମ ଘ-ଟଣା ବଢିବାରେ ଲାଗିଛି। ବୃଦ୍ଧ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ କେହିବି ଆଉ ସୁର-କ୍ଷିତ ନାହାନ୍ତି। ଗଣ ମାଧ୍ୟମ ରି-ପୋର୍ଟ ଅନୁଯାୟୀ ପ୍ରତିଦିନ ପ୍ରାୟ ୮୬ ଜଣ ମହିଳା ଦୁଷ୍କ-ର୍ମର ଶି-କାର ହେଉଛନ୍ତି। କିନ୍ତୁ ଆମ ପୋ-ଲିସ୍ ଏବଂ ସରକାର କିଛି ପଦକ୍ଷପ ନ ନେଇ ସେମିତି ବସିଛନ୍ତି। ସେଥିପାଇଁ ଦୁଷ୍କ-ର୍ମକାରୀ ମାନେ ବାହାରେ ନିର୍ଭ-ୟରେ ବୁଲୁଛନ୍ତି। ହଁ ଆଜ୍ଞା ଭଦ୍ରକ ଜିଲ୍ଲାରେ ଏମିତି ଏକ ଘଟ-ଣା ଦେଖିବାକୁ ମିଳିଛି।

ଭଦ୍ରକ ଭଣ୍ଡାରି ପୋଖରି ଥା-ନା ଅନ୍ତର୍ଗତ କୋଟାଶିରା ଗାଆଁର ଲକ୍ଷ୍ମୀଧର ସେଠିଙ୍କ ଝିଅ ପ୍ରିୟଙ୍କା ସେଠି ଘର କାମ ସାରି ଦ୍ୱିପହରେ ଘର ପାଖ ପଡିଆକୁ ଝାଡା ବସିବା ପାଇଁ ଯାଇଥିଲେ। ଖରା ଉଦୁଉଦିଆ ଦ୍ୱିପ୍ରହରେ ପ୍ରାୟ ଗାଆଁର ସବୁ ଲୋକ ଶୋଇ ପଡ଼ିଥିଲେ କିନ୍ତୁ କାଳିଆ ଜେନାଙ୍କ ବିବାହିତ ପୁଅ ସନ୍ତୋଷ ଜେନା ଖରା ବେଳେ ଘରେ ନ ରହି ପ୍ରିୟଙ୍କାଙ୍କୁ ପଡିଆ ରେ ଝାଡ଼ା ବସୁଥିବାର ଦେଖି ନିଜକୁ ଆଉ ସମ୍ଭାଳି ନ ପାରି ପଛପଟୁ ନା ବାଳିକା ପ୍ରିୟଙ୍କାକୁ ପଛ ପଟୁ ମା-ଡି ବସିଲା। ପ୍ରିୟଙ୍କା ବହୁତ୍ ଚି-ତ୍କାର କରି ସମସ୍ତଙ୍କୁ ଡାକିଲେ କିନ୍ତୁ ପ୍ରିୟଙ୍କାଙ୍କ ଚି-ତ୍କାର କେହି ଶୁଣି ନଥିଲେ।

ସନ୍ତୋଷ ସେଇ ପଡିଆ ଭିତରେ ପ୍ରିୟଙ୍କାର ପାଟି ବନ୍ଦ କରି ଦୁଷ୍କ-ର୍ମ ପରେ ଦୁ-ଷ୍କର୍ମ କରି ସାରି ପ୍ରିୟଙ୍କାଙ୍କୁ ସେଇ ପଡିଆ ମଝିରେ ଫୋପାଡି କୁଆଡେ ପଳେଇଲା। ପ୍ରିୟଙ୍କା ଘରକୁ ଫେରି ଆସି ବାପା ଏବଂ ବୋଉଙ୍କୁ ସବୁ କଥା କହିଲା। ଝିଅର କଥା ଶୁଣି ବାପାମାଆ ସନ୍ତୋଷ ଜେନାଙ୍କ ବିରୁ-ଦ୍ଧରେ ଗଣ ଦୁଷ୍କ-ର୍ମର ଲିଖିତ ଅଭି-ଯୋଗ ନେଇ ଭଣ୍ଡାରି ପୋଖରି ଥା-ନାରେ ପହଞ୍ଚିଲେ।

ଥା-ନାର ଅଭି-ଯୋଗ ପରେ ଝିଅର ମେଡିକାଲ ଟେଷ୍ଟ ପାଇଁ ଝିଅକୁ ହସ୍ପିଟାଲ ପଠା ଗଲା। ସବୁ ଟେଷ୍ଟ ହେଲା କିନ୍ତୁ ପୋ-ଲିସ୍ କିଛି ନ କରିବାରୁ ସନ୍ତୋଷ ଜେନା ଏବେ ଗାଆଁରେ ନିର୍ଭ-ୟରେ ବୁଲୁଛି ସେଥିପାଇଁ ପ୍ରିୟଙ୍କାଙ୍କ ବାପା ଏବେ ନ୍ୟା-ୟ ପାଇବା ପାଇଁ ମିଡ଼ିଆର ସାହାଯ୍ୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *