ମାଛ ପାଇଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏବେ କାନ୍ଦୁଛନ୍ତି ପୁରା ପରିବାର ଲୋକେ ।

ମାଛ ଖାଇବାକୁ ପସନ୍ଦ କରି ଲୋକଙ୍କର ଜୀବନ ଯିବା କଥାକୁ ଆପଣ ବିଶ୍ୱାସ କରି ପରିବେ କି ? କିନ୍ତୁ ବାସ୍ତବରେ ଏହି ଘ-ଟଣା ସତ୍ୟ ଅଟେ । ମାଛ ଖାଇବାକୁ ନେଇ ବୋହିଲା ର-କ୍ତର ନଦୀ । ଏସବୁ ଦୃଶ୍ୟକୁ ଦେଖି ପୁରା ଗାଁରେ ଆତଙ୍କ ଖେଳି ଯାଇଛି । ମାଛ କେଇଟା ପାଇଁ ଚାଲିଯାଇଛି ନିରୀହ ଜୀବନ । ଆଉ ସେହି ମୃ-ତ ବ୍ୟକ୍ତିଙ୍କୁ ନ୍ୟା-ୟ ଦେବାକୁ ଥା-ନା ଆଗରେ ପୁରା ପରିବାର ଶ-ବକୁ ରଖିଛନ୍ତି ଏବଂ ଶ-ବକୁ ପୁରା ପରିବାର ଏବଂ ଆତ୍ମୀୟ ସ୍ୱଜନ ଘେରି ରହିଛନ୍ତି । ଆଉ ନ୍ୟା-ୟ ପାଇଁ ଦାବି କରିଥିବା ଲୋକେ ନ୍ୟା-ୟ ନମିଳିବା ପର୍ଯ୍ୟନ୍ତ କୁଆଡ଼େ ଯିବେ ନାହିଁ ବୋଲି କହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ଗାଁ ପୋଖରୀରୁ ମାଛ ଧରାକୁ କେନ୍ଦ୍ର କରି ଗାଁରେ ଗ-ଣ୍ଡଗୋ-ଳ ହୋଇଥିଲା । ଆଉ ସେହି ଗ-ଣ୍ଡଗୋ-ଳକାରୀଙ୍କ ଆକ୍ର-ମଣରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ଅଠରପାଟିଆ ଗ୍ରାମର ସୁଧାକର ସେଠୀ ଏବଂ ଗୋଲେକ ସେଠୀ ଆ-ହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ।

ଘ-ଟଣା ଏହା ଯେ ଗାଁ ଲୋକେ ସମସ୍ତେ ମାଛ ଧରି ଖାଉଥିଲେ । କିନ୍ତୁ ଏହି ଦୁଇ ପରିବାରର ଅଧିକାର ଥିଲେହେଁ ତାଙ୍କୁ ମନା କରିଥିଲେ । ଯେଉଁ କାରଣରୁ ତାଙ୍କ ଘରେ ପଶି କିଛି ଲୋକ ତାଙ୍କ ଉପରେ ମାର-ଣାସ୍ତ୍ରରେ ଆକ୍ର-ମଣ କରିଥିଲେ । ଯେଉଁ କାରଣରୁ ଦୁଇ ଭାଇ ଗୁରୁ-ତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୋଲେକ ସେଠୀଙ୍କ ମୃ-ତ୍ୟୁ ହୋଇଛି ।

ଆଶ୍ଚର୍ଯ୍ୟ କଥା ଏହା ଯେ ଜଣଙ୍କର ଜୀବନ ଯିବାପରେ ବି ଦୋ-ଷୀକୁ ଦ-ଣ୍ଡ ଦିଆଯାଉନି । ସେଥିପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥା-ନା ମୁଖ୍ୟ ଫାଟକରେ ଗୋଲେକ ସେଠୀଙ୍କ ମୃ-ତ ଦେହକୁ ରଖି ପୁରା ପରିବାର ଧାରଣାରେ ବସିଛନ୍ତି । ତେବେ ଘଟ-ଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ପହଞ୍ଚି ଧାରଣାରେ ବସିଥିବା ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଉତ୍ୟକ୍ତ ଲୋକେ ବୁଝି ନଥିଲେ । ଯିଏ ଦୋ-ଷୀ ସେମାନଙ୍କୁ ଖୁବଶୀଘ୍ର ଗି-ରଫ କରାଯିବ ବୋଲି ଏନେଇ ଏସଡିପିଓ ପ୍ରତି-ଶୃତି ଦେଇଥିଲେ । ଏହା ଶୁଣିବା ପରେ ଗୋଲେକ ସେଠୀଙ୍କ ମୃ-ତ ଦେହକୁ ନେଇ ଶାନ୍ତି ଶୃଙ୍ଖଳାରେ ପରିବାର ଲୋକେ ଘରକୁ ଫେରି ଯାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଯେ ଏହି ପରିବାରକୁ କେବେ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *