ମୁସଲିମ ଧର୍ମର ଝିଅ ଜାଣିବି କରିଥିଲେ ବିବାହ । ଆଉ ଗର୍ଭ-ବତୀ ହେଲା ପରେ ସ୍ୱାମୀ କଲେ ଏଭଳି କାମ ।

ଧର୍ମ ଜାଣିବା ସତ୍ତ୍ୱେବି ପ୍ରେମ କରି ବିବାହ କରିଥିଲେ ଜଣେ ହିନ୍ଦୁ ଯୁବକ କିନ୍ତୁ ପରେ ନିଜ ସ୍ତ୍ରୀକୁ ନିର୍ଯା-ତନା ଦେଇ ଘରୁ ବାହାର କରିଦେଲେ ।ଏଭଳି ମାମ-ଲା ଅନେକ ସମୟରେ ଶୁଣିବାକୁ ମିଳୁଛି ଯାହା ବାସ୍ତବରେ ସମ୍ବେଦନଶୀଳ ଖବର ଅଟେ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘଟ-ଣା ଯାଜପୁର ଜିଲ୍ଲା ବାଲିଚନ୍ଦପୁର ପଥରାଜପୁରରେ ଦେଖିବାକୁ ମିଳିଛି ।

ଯାଜପୁରର ଜଣେ ମହିଳା ସେଠାକାର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ପରେ ବି-ଚ୍ଛେଦ ପରେ ଯେତେବେଳେ ସ୍ୱାମୀଙ୍କର ଅନ୍ୟ କେହି ଝିଅ ସହିତ ବିବାହ ଖବର ଶୁଣିବାକୁ ପାଇଥିଲେ ସେତେବେଳେ ସେ ବାଲିଚନ୍ଦପୁରରୁ ଧର୍ମଶାଳା ଥା-ନାକୁ ଆସିଥିଲେ । ତେବେ ଥା-ନାରେ ସେ ନିଜ ସ୍ୱାମୀ ତାଙ୍କୁ ଯ-ନ୍ତ୍ରଣା ଦେଇଥିବା ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି ।

ସୂଚନା ଅନୁଯାୟୀ ପି-ଡ଼ିତା ସବିନା ବେଗମ ନିଜ ସ୍ୱାମୀଙ୍କ ବିରୋ-ଧରେ ପୂର୍ବରୁ ଥରେ ଥା-ନାରେ ଅଭି-ଯୋଗ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ଏଭଳି କିଛି ଘଟ-ଣା ଶୁଣିବା ପରେ ଅଭି-ଯୋଗ କରିଛନ୍ତି । ତାଙ୍କ କହିବା କଥା ଯେ ଯାଜପୁରର ଜଣେ ଯୁବକଙ୍କୁ ସେ ପ୍ରେମ କରିଥିଲେ । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେବାରୁ ପରିବାର ଲୋକେ ରାଜି ନଥିଲେ । ଯେହେତୁ ଯୁବକ ଜଣକ ହିନ୍ଦୁ ଥିଲେ । ତେବେ ପଞ୍ଚାୟତ ବସିବା ପରେ ରୀତିନୀତି ଅନୁଯାୟୀ ହିଁ ଉଭୟଙ୍କ ବିବାହ ହୋଇଥିଲା ବୋଲି ସବିନା କହିଛନ୍ତି ।

ସେ କହିଛନ୍ତି ସବୁ ବିବାହ ଭଳି ଏହି ବିବାହ ମଧ୍ୟ ରୀତିନୀତି ଅନୁଯାୟୀ ହୋଇଥିଲା । ସେ ନିଜ ସ୍ୱାମୀଙ୍କ ସହିତ ଶାଶୁ ଘରେ ରହୁଥିଲେ । ଶାଶୁ ଘରେ ରହିବାର କିଛିଦିନ ପରେ ସେ ଯେତେବେଳେ ଗର୍ଭ-ବତୀ ହେଲେ ସେତେବେଳେ ସ୍ୱାମୀ ଏବଂ ଶାଶୁ ଘର ଲୋକେ ମିଶି ତାଙ୍କର ପିଲା ନ-ଷ୍ଟ କରି ଦେଇଥିଲେ ।

ମାତ୍ର ଦ୍ୱିତୀୟଥର ଯେତେବେଳେ ସେ ଗର୍ଭ-ବତୀ ହେଲେ ସେତେବେଳେ ତାଙ୍କୁ ମାଡ଼ ମା-ରି ଘରୁ ବାହାର କରି ଦେଇଥିଲେ ଏବଂ ତାଙ୍କୁ ଶାରୀ-ରିକ ନିର୍ଯା-ତନା ଦିଆଯାଇଥିବା ସେ ନିଜ ଲିଖିତ ଅଭି-ଯୋଗରେ ଦର୍ଶାଇଛନ୍ତି । କହିରଖିବୁ ଯେ ଏଭଳି ମାମ-ଲା ପରେ ସବିନା ଥା-ନାରେ ଅଭି-ଯୋଗ କରିଥିଲେ ହେଁ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଇ ନଥିଲା । ଆଉ ବର୍ତ୍ତମାନ ନିଜ ସ୍ୱାମୀଙ୍କର ଅନ୍ୟତ୍ର ବିବାହ କଥା ଶୁଣିବା ପରେ ସେ ବର୍ତ୍ତମାନ ପୁଣିଥରେ ଧର୍ମଶାଳା ଥା-ନାର ଦ୍ୱାରସ୍ଥ ହୋଇ ନିଜ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କ ନାମରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ଏବଂ ନ୍ୟା-ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *