ଗୋଟିଏ ଝିଅ ଯେତେବେଳେ ଯୌବନରେ ପାଦ ରଖେ , ତାର ମନରେ ଅନେକ ସ୍ବପ୍ନ ରହିଥାଏ । ଅନେକ ଆଶା ଆଉ ଆଉ ଇଚ୍ଛା ନେଇ ସେ ଆଗକୁ ବଢ଼ିଥାଏ । ତେବେ ଏପରି ଜଣେ ଯୁବତୀ ଥିଲା ସୋନାଲି । ମନରେ ତାର ଅନେକ ଖୁସି ଆଉ ଭବିଷ୍ୟତ ପାଇଁ ଅନେକ ସ୍ବପ୍ନ । ସେ ବି ଦିନେ କାହାକୁ ବିବାହ କରିବ । ଘୋଡାରେ ରାଜକୁମାର ଆସି ତାକୁ ଉଠାଇ ନେଇ ଯିବ । ଆଉ ତାର ସିନ୍ଥିରେ ସିନ୍ଦୂର ଭରି ଦେଇ ତାକୁ ଚିରଦିନ ପାଇଁ ନିଜର କରିନେବ । ହାତରେ ସେ ଚୁଡ଼ି ପିନ୍ଧାଇ ଦେବ ।
ତେବେ ଏତେ ସ୍ବପ୍ନ ମଧ୍ୟରେ ସୋନାଲିର ବାସ୍ତବିକ ଦିନ ପାଖେଇ ଆସୁଥିଲା । ଧିରେ ଧିରେ ସେହି ଦିନ ପାଖେଇ ଆସୁଥିଲା , ଯେଉଁ ଦିନ ବିଷୟରେ ସୋନାଲି ଦେଖୁଥିଲା ସ୍ବପ୍ନ । କିନ୍ତୁ ତା ବିଷୟରେ ସେ ଅଜ୍ଞ ଥିଲା । ତେବେ ଶେଷରେ ସେହି ଦିନ ମଧ୍ୟ ଆସି ପହଞ୍ଚି ଯାଇଥିଲା , ଯେଉଁ ଦିନ ସୋନାଲିର ଥିଲା ବିବାହ । ଆଉ ସୋନାଲିର ପାଦ ତଳୁ ମାଟି ସେତେବେଳେ ଖସିଗଲା , ଯେତେବେଳେ ସେ ଜାଣିବାକୁ ପାଇଲା କି ସେ ଜଣଙ୍କୁ ନୁହେଁ ପାଞ୍ଚ ପାଞ୍ଚ ଜଣଙ୍କୁ ବିବାହ କରିବାକୁ ଯାଉଛି ।
ତେବେ ଏଥିପାଇଁ ସେ ତାର ବାପା , ମାଆ , ଭାଇ ଆଗରେ ନିବେଦନ କରିଥିଲା କିନ୍ତୁ କେହି ତା କଥା ଶୁଣି ନଥିଲେ ଏବଂ ବଡ ଘରେ ବିବାହ କରିବା କଥା କହିଥିଲେ । ଆଉ ଶେଷରେ ସୋନାଲି ରାଜି ହୋଇଥିଲା । ବାସରେ ରାତିରେ ପାଞ୍ଚ ଜଣକ ସହିତ କା-ଟିଥିଲା । କିନ୍ତୁ ସେ ଚତୁର୍ଥ ନମ୍ୱର ପୁଅ ସୁରଜକୁ ବେଶୀ ଭଲ ପାଉଥିଲା । ଦୁହିଁଙ୍କର ବେଶ୍ ପଡୁଥିଲା । ଆଉ ଏହି କଥା ଚାରି ଭାଇ ସହି ପାରି ନଥିଲେ । ଦିନେ ସୋନାଲି ମାର୍କେଟ ଯାଇଥିଲା ଆଉ ତାକୁ ଗୁଣ୍ଡା ଲଗାଇ ପାହାଡ ତଳକୁ ଫୋପାଡି ଦେଇଥିଲେ ।
ସେଠାରେ ହିଁ ସୋନାଲିର ଜୀବନ ଦୀପ ଲିଭି ଯାଇଥିଲା । ତେବେ ସୁରଜ ଏଥିପାଇଁ ପୋ-ଲିସ ପାଖରେ ଅଭି-ଯୋଗ ମଧ୍ୟ କରିଥିଲା । କିନ୍ତୁ ପୋ-ଲିସ ଅଭି-ଯୁକ୍ତକୁ ଖୋଜି ପାଇ ପାରୁ ନଥିଲା । କିନ୍ତୁ ଏକଦା ସୁରଜ ତାର ଚାରି ଭାଇଙ୍କୁ କଥା ହେବାର ଶୁଣି ନେଇଥିଲା । ଆଉ ତାପରେ ସବୁ ସତ ଯାଇ ପୋ-ଲିସ ପାଖରେ କହି ଦେଇଥିଲା । ଏହାପରେ ପୋ-ଲିସ ସେହି ଚାରି ଭାଇଙ୍କୁ ଗି-ରଫ କରି ନେଇଥିଲେ । ତେବେ ଏହା ପରେ ସୁରଜ ଟିକିଏ ଶାନ୍ତି ଅନୁଭବ କରିଥିଲା ଆଉ କହିଥିଲା ମୋ ସୋନାଲିର ଆତ୍ମାକୁ ଟିକିଏ ଶାନ୍ତି ମିଳିବ । ତେବେ ଏହା ଏକ କାଳ୍ପନିକ କାହାଣୀ । ବାସ୍ ସମାଜ ପାଇଁ ଏହା ଏକ ବାର୍ତ୍ତା । ବାପା ମାଆ ନ ବୁଝି ସୁଝି ନିଜ ଝିଅର ହାତ ଆଉ କାହା ହାତରେ ନ ଦେବାକୁ ଅନୁରୋଧ ।