୭ ଥର Oyo ନେଇ ଦେହ ସୁଖ ନେଲା , ଏବେ ବିବାହ ପାଇଁ କରୁଛି ମନା

ଏ ହେଉଛି ଜଣେ ବିଧବା ମହିଳାଙ୍କ ଦୁଃ-ଖ ଭରା କାହାଣୀ । ଛଳ ଛଳ ଆଖିରେ କହି ଚାଲିଛନ୍ତି ନିଜ ଦୁଃ-ଖ କାହାଣୀ । କଣ ହେଲା ଆଉ ତାଙ୍କ ଜୀବନ ବଦଳି ଗଲା , ସବୁ ସୁଖ ତାଙ୍କର ଦୁଃ-ଖରେ ପରିଣତ ହୋଇଗଲା ସେ ବିଷୟରେ ସେ କହିଛନ୍ତି । ତେବେ ଜଣେ ମହିଳା କହିଛନ୍ତି କି , ସେ ଏବେ ପ୍ରେମରେ ଧୋ-କା ପାଇଛନ୍ତି ଆଉ ତାଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ । କାହା ଆଗରେ ଯାଇ ସେ ହାତ ଦେଖାଇବେ , କେହି ତାଙ୍କ କଥା ଶୁଣିବାକୁ ରାଜି ନାହାଁନ୍ତି । ତେବେ ହଁ ଆଜ୍ଞା ବର୍ତ୍ତମାନ ସମୟରେ ଜଣେ ମହିଳା ନିଜ ପ୍ରେମିକ ନାମରେ ଆଣିଛନ୍ତି ଅଭି-ଯୋଗ ।

ସୂଚନା ଅନୁଯାୟୀ , ମହିଳା ଜଣକ ସ୍ଵାମୀ ଅନେକ ବର୍ଷ ପୂର୍ବରୁ ମ-ରି ଯାଇଥିଲେ , ଯାହା ପରେ ସେ ଆସି ବାପ ଘରେ ରହୁଥିଲେ । ବାପ ଘରେ ବାପା ତାଙ୍କର ମୂଲ ଲାଗି ପରିବାର ପୋଷନ୍ତି । ତେବେ ଏହାରି ମଧ୍ୟରେ ଅସିତ୍ ନାମକ ଜଣେ ଯୁବକ ମହିଳାଙ୍କ ଘରେ କେହି ନଥିବା ସମୟରେ ଆସି ତାଙ୍କ ସହିତ ଜୋର ଜବ-ରଦସ୍ତି ଶାରୀ-ରିକ ସ-ମ୍ପର୍କ ରଖିଥିଲା । ତେବେ ଏହା ଧିରେ ଧୀରେ ପ୍ରେମରେ ପରିଣତ ହୋଇ ଯାଇଥିଲା । ମହିଳା ଜଣକ ନିଜର ସର୍ବସ୍ବ ତାଙ୍କୁ ଦେଇ ଦେଇଥିଲେ ।

ଏପରିକି ସ୍ଵାମୀଙ୍କ ମ-ରିବା ପରେ ଯେଉଁ ପାଞ୍ଚ ଲକ୍ଷ ଟଙ୍କା ପାଇଥିଲେ ତାକୁ ମଧ୍ୟ ଦେଇଥିଲେ। ଏହି ଟଙ୍କାରେ ସେମାନେ ଅନେକ ଥର ଓୟୋ ମଧ୍ୟ ଯାଇଥିଲେ । ତେବେ ପୁଅ ଘର ଲୋକେ ମଧ୍ୟ କାହାକୁ ଏ ବିଷୟରେ ନ ଜଣାଇବାକୁ କହିଥିଲେ ଆଉ କହିଥିଲେ ସେମାନଙ୍କ ବିବାହ କରାଇ ଦେବେ । କିନ୍ତୁ ଦୁଇ ବର୍ଷ ବିତି ଯିବା ପରେ ମଧ୍ୟ ସେମାନେ କିଛି କରି ନଥିଲେ । ଆଉ ଏପଟେ ଅସିତ୍ ଆଉ ଜଣଙ୍କୁ ବିବାହ କରି ନେଇଥିବା କଥା ସେ ଶୁଣିବାକୁ ପାଇଛନ୍ତି । ତେଣୁ କରି ସେ ଥା-ନାରେ ଅଭି-ଯୋଗ କରିଛନ୍ତି ।

କିନ୍ତୁ ଅସିତ୍ ଟଙ୍କା ଦେଇ ମାମ-ଲା ଉଠାଇ ନେଉଛି । ସେ ମହିଳାଙ୍କ ଏଟିଏମ୍ କାର୍ଡ ମଧ୍ୟ ନେଇ ଯାଇଛି । ଏବେ ମହିଳା କିଛି କରି ପାରୁ ନାହାଁନ୍ତି । ଅନ୍ୟ ପକ୍ଷରେ ସେଦିନ ମହିଳାଙ୍କ ଉପରକୁ ଗାଡ଼ି ମଧ୍ୟ ଚଢାଇ ଦେଇଥିଲା , ଯାହା ଫଳରେ ମହିଳାଙ୍କ ଗୋଡ ମଧ୍ୟ ଭାଙ୍ଗି ଯାଇଛି । ତେଣୁ କରି ଏବେ ପୁରାପୁରି ଉପାୟଶୂନ୍ୟ ହୋଇ ଯାଇଛନ୍ତି ମହିଳା ଜଣକ । ସେ କହିଛନ୍ତି ଏବେ ତାଙ୍କୁ କେବଳ ନ୍ୟା-ୟ ଦରକାର। ନଚେତ୍ ସେ ପୁରାପୁରି ଭାସି ଯିବେ । ତାଙ୍କ ପାଖରେ ଆଉ କିଛି ବାଟ ନାହିଁ , ଯାହା ଦ୍ଵାରା ସେ ଦୁନିଆଁରେ ବଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *