ଦିଦି ଉଠ ଉଠ ଆମେ ସ୍କୁଲ ଯିବୁ,ପାଠ ପଢ଼ିବୁ ଆମକୁ ଗୀତ ଶିଖେଇ ଦେବେ । ଉଠ ଦିଦି ଆମକୁ ଗେହ୍ଲା କରି ପାଠ ପଢେଇ ଦେବ । ଏମିତି କହି ଦିଦିଙ୍କ ଜୁଇ ପାଖରେ ଚି-ତ୍କାର କରି ଡାକୁଛନ୍ତି ଅଙ୍ଗନବାଡ଼ି ଦିଦି । ମଶାଣିରେ ଯେତିକି ଲୋକେ ସେତିକି ପିଲା । ହେଲେ ଦିଦି କିନ୍ତୁ ସୋଇ ଯାଇଛନ୍ତି ଚିର ନିଦ୍ରାରେ ଯେତେ ଡାକିଲେ ବି ଦିଦି କିନ୍ତୁ ଉଠୁ ନାହାନ୍ତି । କାରଣ ଦିଦି ଆଉ ଏ ଦୁନିଆରେ ନାହାନ୍ତି । ଦିଦିଙ୍କ ମୃ-ତ୍ୟୁରେ ପୁରା ଗ୍ରାମରେ ଖେଳି ଯାଇଛି ଶୋ-କର ଛାୟା । କୁନି କୁନି ପିଲାଙ୍କ କା-ନ୍ଦରେ ପ୍ରକମ୍ପିତ ହେଉଛି ଗଗନ,ପବନ ଆଉ ମାଟି ମା ।
ଗ୍ରାମର ସମସ୍ତେ ତାଙ୍କୁ ହରାଇ ଆଖିରୁ ଲୁ-ହ ଝରାଉଛନ୍ତି । କୁନି କୁନି ପିଲାଙ୍କ ଆଖିରେ ଧାରା ଶ୍ରାବଣର ଲୁହ । ହେଲେ ଦିଦି ମ-ରିଗଲେ କିପରି । କିଏ ମା-ରିଲା ଦିଦିଙ୍କୁ, ଦିଦି ତ ଆ-ତ୍ମହ-ତ୍ୟା କରିବା ଲୋକେ ନୁହଁନ୍ତି । ସେ ବହୁତ୍ ଭଲ ମଣିଷ, ଶିକ୍ଷିତ ବି ଆଉ ସାଥିରେ ସେ ସମସ୍ତଙ୍କୁ ବୁଝାନ୍ତି । ହେଲେ ଅଙ୍ଗନବାଡ଼ି ଦିଦିଙ୍କ ମୃ-ତ ଦେହ ସ୍କୁଲ ଘରୁ ମିଳିଛି ସମସ୍ତେ କହୁଛନ୍ତି ସେ କେବେ ବି ହେଲେ ଆ-ତ୍ମହ-ତ୍ୟା କରି ପାରିବେ ନାହିଁ କାରଣ ସେ ବହୁତ୍ ଭଲ ମଣିଷ । ଯିଏ ଅନ୍ୟ ମାନଙ୍କୁ ବୁଝାନ୍ତି ସେ କିପରି ଏମିତି କାର୍ଯ୍ୟ କରିବେ ।
ତେବେ ଅଙ୍ଗନବାଡ଼ି ଦିଦି ସେ ଦିନ ଅଙ୍ଗନବାଡ଼ି ସେଣ୍ଟରକୁ ଆସି ଆଉ ଘରକୁ ଫେରି ନଥିଲେ । ଆଉ ଯେତେବେଳେ ଅଧିକ ବିଳମ୍ବ ସମୟ ପର୍ଯ୍ୟନ୍ତ ଦିଦି ଘରକୁ ଯାଇ ନଥିଲେ ଶାଶୁ ଫୋନ୍ କରି ଗ୍ରାମର ଆସା ଦିଦିଙ୍କୁ ଡାକି ଥିଲେ । ଆଉ କହିଥିଲେ କି ବୋହୁ କାହିଁକି ଏ ପର୍ଯ୍ୟନ୍ତ ଅଙ୍ଗଣ ବାଡ଼ି କେନ୍ଦ୍ରରୁ ଘରକୁ ଫେରି ନାହାନ୍ତି । ତା ପରେ ଦେଖିବା ବେଳକୁ କେନ୍ଦ୍ର ଭିତରେ ଦିଦି ଆ-ତ୍ମହ-ତ୍ୟା କରିଛନ୍ତି । ଏହି ଘ-ଟଣା ପ୍ରଘ-ଟ ହେବା ପରେ ସମସ୍ତେ ମାନିବାକୁ ନାରାଜ କି ସେପରି ଲୋକ ଆ-ତ୍ମହ-ତ୍ୟା କରିଥିବେ ବୋଲି ।
କାରଣ ସେ ବହୁତ୍ ଭଲ ମଣିଷ ବୋଲି ଗ୍ରାମର ସମସ୍ତେ କହୁଥିବା ବେଳେ । ସେ କେବେ ବି ଆ-ତ୍ମହ-ତ୍ୟା କରି ପାରିବେ ନାହିଁ ବୋଲି ଗ୍ରାମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ଦୁଃ-ଖ ଦାୟକ ଘ-ଟଣା ବାହାନଗା ଅଞ୍ଚଳରେ ଘଟିଥିବା ବେଳେ ପୁରା ପରିବାରରେ ଖେଳି ଯାଇଛି ଶୋ-କର ଛାୟା । ଆଉ ଏହି ଘ-ଟଣା ପରେ ଅଙ୍ଗନବାଡ଼ି ଦିଦିଙ୍କ ସ୍ୱାମୀକୁ ପୋ-ଲିସ ଅଟକ ରଖି ତ-ଦନ୍ତ କରୁଛନ୍ତି ।