ସ୍ଵାମୀ ସ୍ତ୍ରୀ ଉପରେ କରୁଛି ଅ-ତ୍ୟାଚା-ର । ନିଜ ମନ ମୁତାବକ କାମ କରୁଛି । ସ୍ତ୍ରୀ ଥାଉ ଥାଉ ସ୍ୱାମୀର ନଜର ଅନ୍ୟ ଝିଅ ମାନଙ୍କ ଉପରେ । ଆଉ ଅନ୍ୟ ଝିଅଙ୍କ ପାଇଁ ସ୍ତ୍ରୀଙ୍କୁ ଦେଉଛି ମାଡ଼ , ଗା-ଳି । ନିଜ ଇଚ୍ଛା ଅନୁସାରେ ଝିଅ ମାନଙ୍କୁ ଭଲ ପାଉଛି ଆଉ ସେମାନଙ୍କୁ ନେଇ ମଧ୍ୟ ହୋଟେଲ ରୁମ୍ ରେ ରାତି କା-ଟୁଛି ସ୍ଵାମୀ । ତେବେ ଏ କଥା ଆମେ କହୁ ନାହୁଁ , ଏ କଥା ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ ଆଣି କହିଛନ୍ତି । ଆଉ ଏ କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି ।
ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଭୁବନେଶ୍ୱର ଲକ୍ଷ୍ମିସାଗର ଉପକଣ୍ଠରେ । ସୂଚନା ଅନୁଯାୟୀ , ୮ ବର୍ଷ ପୂର୍ବରୁ ଲକ୍ଷ୍ମିସାଗର ଅଞ୍ଚଳର ଜଣେ ଯୁବକଙ୍କ ସହିତ ପାଖ ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ୮ ବର୍ଷର ବିବାହ ମଧ୍ୟରେ ଉଭୟଙ୍କର ଗୋଟିଏ ସାତ ବର୍ଷର ଝିଅ ମଧ୍ୟ ରହିଛି । ତେବେ ମହିଳାଙ୍କ କହିବା ଅନୁସାରେ ବିବାହର ୧୩ ଦିନରୁ ହିଁ ତାଙ୍କ ଉପରେ ଅ-ତ୍ୟାଚା-ର ଆରମ୍ଭ ହୋଇ ଯାଇଥିଲା । ତାଙ୍କ ସ୍ଵାମୀ ତାଙ୍କୁ ମା-ଡ ମା-ରିବା ଆରମ୍ଭ କରି ଦେଇଥିଲେ ।
ଏପରିକି ସେ ଜଣେ ପୋ-ଲିସ ଅଫିସର ଭାବରେ କାମ କରୁଥିଲେ । କିନ୍ତୁ ସ୍ଵାମୀ ରାଜନେତା ମାନଙ୍କ ଚାପ ପକାଇ ତାଙ୍କୁ ଚାକିରୀରୁ ବାହାର କରାଇ ଦେଇଥିଲେ । ତେବେ ଏହାପରେ ତାଙ୍କ ଅ-ତ୍ୟାଚା-ର ଅଟକି ନଥିଲା । ଅନ୍ୟ ମହିଳା ମାନଙ୍କ ପ୍ରେମରେ ସ୍ଵାମୀ ତାଙ୍କର ପାଗଳ । ଅନ୍ୟ ଯୁବତୀ ପାଇଁ ସେ ତାଙ୍କୁ ଅଣଦେଖା କରିଥାନ୍ତି ଆଉ ତାଙ୍କୁ ନେଇ ହୋଟେଲ ଯାଇଥାନ୍ତି । ତେବେ ଗତକାଲି ସ୍ଵାମୀଙ୍କ ଦୋକାନ ମଧ୍ୟକୁ ଜଣେ ମହିଳାଙ୍କ ପ୍ରବେଶ କରିବା ସେ ଦେଖିଥିଲେ।
ଯାହା ପରେ ସେ ଆସି ସ୍ବାମୀଙ୍କୁ ଏପରି କରିବାକୁ ମନା କରିଥିଲେ । କିନ୍ତୁ ସ୍ଵାମୀ ଜଣକ ତାଙ୍କୁ ମା-ଡ ମା-ରିଥିଲେ । ଏହାପରେ ସେ ନିଜ ସାନ ଭଉଣୀକୁ ଡାକି ଆଣିଥିଲେ । ଯାହା ପରେ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା । ଯାହା ପରେ ସ୍ଥାନୀୟ ଲୋକ ମାନେ ଆସି ସ୍ଵାମୀଙ୍କ ଏପରି କାମକୁ ଅଟକାଇ ଥିଲେ । ଆଉ ସେହି ପ୍ରେମିକାକୁ ମଧ୍ୟ ଅଟକାଇ ଥିଲେ । ତେବେ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରୁଛି । ଅନ୍ୟ ପକ୍ଷରେ ମହିଳାଙ୍କ ସ୍ବାମୀ ନିଜର ଏପରି କାମ ପାଇଁ ଟିକିଏ ବି କୁଣ୍ଠାବୋଧ କରି ନାହାଁନ୍ତି ବରଂ କହିଛନ୍ତି ସେ ଏପରି କରି ନାହାଁନ୍ତି ।