ଛୋଟ ପିଲା ମାନେ ଖୁବ ନିରୀହ ହୋଇଥାନ୍ତି ବୋଲି କୁହାଯାଏ । ପିଲା ପିଲା ମଧ୍ୟରେ ଝଗଡ଼ା ତ ପ୍ରାୟ ହୋଇଥାଏ । କିନ୍ତୁ ଏଭଳି ଘ-ଟଣା ଆପଣ କେବେବି ଶୁଣି ନଥିବେ ଯେ ଏତେ ଛୋଟ ଶ୍ରେଣୀର ପିଲା , ସ୍କୁଲକୁ ପାଠ ପଢ଼ିବାକୁ ଯାଇ ଏଭଳି କା-ଣ୍ଡ ଭିଆଇଛନ୍ତି । କିନ୍ତୁ ଘଟ-ଣାଟି ବିଶ୍ୱାସ ହେଉ ନଥିଲେ ବି ସତ ଅଟେ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏଭଳି ନୃ-ଶଂସ ଭାବରେ ସପ୍ତମ ଶ୍ରେଣୀର ଛାତ୍ରର ଗାଲ ଏବଂ ହାତକୁ କା-ଟି ପକାଇଛି । ଯେଉଁ କାରଣରୁ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ର-କ୍ତାକ୍ତ ଅବସ୍ଥାରେ ପିଲାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏଭଳି ଘଟ-ଣାକୁ ଦେଖି ସ୍କୁଲର ପ୍ରଧାନ ଶିକ୍ଷକ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ ଏତେ ଛୋଟ ପିଲାର ମନକୁ ଏଭଳି ହିଂ-ସ୍ର ପ୍ରବୃତ୍ତି କରିବାର ଚିନ୍ତାଧାରା କିଭଳି ଆସୁଛି ? ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଘଟି ଯାଇଛି ପୁରୀ ଜିଲ୍ଲାରେ ।
ଗୁରୁ ଦିବସ ଦିନ ପୁରୀର ବ୍ରହ୍ମଗିରି ବ୍ଲକ ଖୋଜୁରିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଲୁଙ୍କେଶ୍ୱର ସରକାରୀ ନୋଡାଲ ବିଦ୍ୟାଳୟ ପରିସରରେ ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି । ଯେଉଁଠି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସପ୍ତମ ଶ୍ରେଣୀ ଛାତ୍ରର ହାତ ଏବଂ ଗାଲକୁ କା-ଟି ଦେଇଛନ୍ତି । ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଆକାଶ ସାୱନ ଗୁରୁତର ଭାବରେ ଆ-ହତ ହୋଇଛନ୍ତି ।
କାରଣ ସେହି ସ୍କୁଲର ହିଁ ଅନ୍ୟ ଜଣେ ଛାତ୍ର ଏଭଳି କା-ଣ୍ଡ କରିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଆଣି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ବ୍ରହ୍ମଗିରି , ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆ-ହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ବ୍ରହ୍ମଗିରି ଥା-ନାରେ ଏଭଳି କା-ଣ୍ଡ ଘଟାଇଥିବା ଛାତ୍ରଙ୍କ ନାମରେ ପ୍ରଧାନଶିକ୍ଷକ ଅଭି-ଯୋଗ କରିଛନ୍ତି ।
କାରଣ ଏହା କୌଣସି ଛୋଟ ଘ-ଟଣା ନୁହେଁ ଯାହାକୁ କ୍ଷମା କରାଯାଇ ପାରିବ । ପିଲାମାନେ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି , ଆଉ ସେତେବେଳେ ଅବିଭାବକ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ରହନ୍ତି । କିନ୍ତୁ ସ୍କୁଲରେ ଏଭଳି ଘ-ଟଣା ଘଟିଲେ ନିଶ୍ଚିତ ଭାବରେ ଲୋକଙ୍କ ମନରେ ଭ-ୟ ସୃଷ୍ଟି ହେବ ।