ପାଞ୍ଚ ବର୍ଷ ଧରି ଦେହ ସୁଖ ନେବା ପରେ ଭୁଲି ଗଲା ସ୍ଵାମୀ , ଏବେ ନ୍ୟା-ୟ ପାଇଁ ଥା-ନାରେ ମହିଳା

ଆଜିର ଦୁନିଆଁରେ ଟ୍ରେଣ୍ଡ ଚାଲିଛି ପ୍ରେମ ପ୍ରତା-ରଣା। ଅନେକ ଲୋକ ଏହାର ସମ୍ମୁଖୀନ ହୋଇ ନିଜ ଜୀବନ ବ-ର୍ବାଦ କରି ଦେଉଛନ୍ତି । ଆଜିକାର ଦୁନିଆଁରେ କାହାକୁ ଦୋ-ଷ ଦେବା ମଧ୍ୟ ଠିକ୍ ନୁହେଁ । ସେ ପୁଅ ହୁଅନ୍ତୁ କି ଝିଅ ପରସ୍ପରର ସମାନ ଦୋ-ଷ ରହୁଛି । ଦୁହେଁ ଦୁହିଁଙ୍କୁ ନିଜ ଇଚ୍ଛାରେ ଭଲ ପାଉଛନ୍ତି ଆଉ ବିବାହ କରିବା ପାଇଁ କଥା ଦେଇ ଦେଉଛନ୍ତି । ଆଉ ଏହାପରେ କଥା ଅଟକି ଯାଉନାହିଁ। ଉଭୟେ ନିଜ ଇଚ୍ଛାରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଛନ୍ତି ଆଉ ତାପରେ ଆରମ୍ଭ ହେଉଛି ମୂଳ ଅସୁବିଧା ।

ଯେତେବେଳେ ପେଟରେ ପିଲା ରହି ଯାଉଛି , ସେତେବେଳେ ସେ ପୁଅ ହେଉ କି ଝିଅ ଦୁହିଁଙ୍କ ମଧ୍ୟରୁ କାହାର ନା କାହାର ଅସୁବିଧା ବାହାରିବାରେ ଲାଗିଛି । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଚି ବ୍ରହ୍ମପୁର ସହରରୁ । ଜଣେ ମହିଳା ନିଜ ସ୍ଵାମୀଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଆଉ ଥା-ନାରେ ଯାଇ ପହଞ୍ଚି ଯାଇଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ସେ ଯାହାଙ୍କୁ ଭଲ ପାଉଥିଲେ ତାଙ୍କୁ ହିଁ ବିବାହ କରିଛନ୍ତି । ବିବାହ କରିବା ଆଗରୁ ମଧ୍ୟ ସେମାନେ ସମ୍ପ-ର୍କରେ ରହିଥିଲେ ।

ଆଉ ତାପରେ ଅନେକ ଥର ପିଲା ମଧ୍ୟ ନ-ଷ୍ଟ କରିଛନ୍ତି ମହିଳା ଜଣକ । ତାଙ୍କ କହିବା ଅନୁଯାୟୀ , ତାଙ୍କ ପ୍ରେମିକ ଏ କାହ୍ନା ରାଓ ତାଙ୍କୁ କହିଥିଲେ କି , ପିଲା ପେଟରେ ରହିଲେ ବିବାହ କରିବା ପାଇଁ ଟିକିଏ ଖରାପ ଲାଗିବ। ତେଣୁ ଗ-ର୍ଭ ନ-ଷ୍ଟ କରି ଦିଅ । ଆଉ ତାପରେ ଦେଢ଼ ମାସରେ ସେ ଗ-ର୍ଭ ନ-ଷ୍ଟ ମଧ୍ୟ କରି ଦେଇଥିଲେ । ଏହାପରେ ଦୁହିଁଙ୍କର ବିବାହ ହୋଇଥିଲା । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଅସୁବିଧା । ମହିଳା ଜଣକୁ ପାଖରେ ରଖିବା ପାଇଁ ରାଜି ନଥିଲେ ବ୍ୟକ୍ତି ଜଣକ ।

ତାଙ୍କ ଠାରୁ ମି-ଛ ବାହାନା ଦେଖାଇ ସବୁବେଳେ ଦୂରେଇ ରହୁଥିଲେ । ଆଉ ବର୍ତ୍ତମାନ ତ ତାଙ୍କ ନମ୍ୱର୍ ରେ ଆଉ ଫୋନ୍ ମଧ୍ୟ ଲାଗୁ ନାହିଁ । ତେଣୁ ମହିଳା ଜଣକ ସ-ନ୍ଦେହ କରିବାରେ ଲାଗିଛନ୍ତି କି , ତାଙ୍କ ସ୍ଵାମୀ ଆଉ କାହା ସହିତ କଥାବାର୍ତା କରିବାରେ ଲାଗିଛନ୍ତି । ତାଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି । ଏପରିକି ସେ ଫୋନ୍ ରେ ଦୁଇଟି ସିମ୍ ରଖିଛନ୍ତି , ଯାହା ଫଳରେ ସେ କଥାବାର୍ତ୍ତା କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ମହିଳା ଜଣକ ବାଧ୍ୟ ହୋଇ ଥା-ନାର ଦ୍ବାରସ୍ଥ ହୋଇଛନ୍ତି ଆଉ ତାଙ୍କ ସ୍ଵାମୀଙ୍କ ପାଖରେ ସେ ରହିବା ପାଇଁ ସେ ଇଚ୍ଛା କରୁଛନ୍ତି ବୋଲି ସେ କହିଛନ୍ତି। ତେଣୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *