ହଷ୍ଟେଲ ଅଧିକାରୀଙ୍କ ଅବହେଳା ପାଇଁ ୩ ଛାତ୍ରଛାତ୍ରୀ ମୃ-ତ, ଦୁଇ ଗୁରୁ-ତର, ମୁଣ୍ଡକୁ ଚୋ-ଟ ମା-ରିଲା ସାପ।

ସାପ ନା ଶୁଣିଲେ ସମସ୍ତେ ଡ-ରି ଯାଆନ୍ତି। ସାପ ଯେତେ ଦୂରରେ ଥିଲେବି ଲୋକ ସାପ ଠାରୁ ଦୂରେଇ ରୁହନ୍ତି। କିନ୍ତୁ ବେଳେବେଳେ ଜାଣିଶୁଣି ହଉ କିମ୍ବା ଅଜାଣତରେ ହଉ ଆମେ ସାପ ଆଗକୁ ଚାଲିଆସୁ। ଯଦି ବେଳା ଖରାପ ଥାଏ ତେବେ ସାପ କା-ମୁଡି ଦିଏ। ସାପ -ଦେଲେ ଲୋକ ଭ-ୟଭୀ-ତ ହେଇ ଅଧିକ ଅସୁସ୍ଥ ହେଇପଡନ୍ତି ଏବଂ ମୃ-ତୁ ବରଣ କରନ୍ତି। ହଁ ଆଜ୍ଞା କେନ୍ଦୁଝର ଜିଲ୍ଲାର ଗୋଟେ କୋଚିଂ ସେଣ୍ଟରରେ ୪ ଜଣ ପିଲାଙ୍କୁ ସାପ କାମୁ-ଡିବା ଦ୍ବାରା ଘ-ଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେଇଛି।

କେନ୍ଦୁଝର ଜିଲ୍ଲା ବୋରିଆ ଥା-ନା ଅନ୍ତର୍ଗତ ନିଶ୍ଚିତପୁର ଗାଆଁର ଗୋଟେ କୋଚିଂ ସେଣ୍ଟରରେ ଅନେକ ପିଲା ପାଠ ପଢୁଥିଲେ। ସନ୍ଧ୍ୟା ସମୟରେ କ୍ଲାସ୍ ସାରିବା ପରେ ସବୁ ପିଲା ନିଜ ଘର ଲୋକଙ୍କ ସହ ଫୋନ୍ ରେ କଥା ହେଇ ସାରିବା ପରେ ଶୋଇବାକୁ ଚାଲିଗଲେ।

କିନ୍ତୁ ହଠାତ୍ ହଷ୍ଟେଲ ରୁମ୍ ଭିତରେ ଗୋଟେ ବି-ଷାକ୍ତ ସାପ ଦୁଇ ଜଣ ଛାତ୍ର ଏବଂ ଦୁଇ ଜଣ ଛାତ୍ରୀଙ୍କୁ କା-ମୁଡି ଦେଇଥିଲା। ସାପ କାମୁ-ଡିବା ଦ୍ଵାରା ରାଜା ନାୟକ, ଏଲିନା ନାୟକ ଏବଂ ସ୍ନେହା ଶ୍ରୀ ନାୟକଙ୍କର ମୃ-ତୁ ହେଇଯାଇଥିଲା। ଆକାଶ ନାୟକଙ୍କୁ ଗୁରୁ-ତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି।

ରାଜା ନାୟକଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କୁ ଭୋର ୪.୩୦ ବେଳେ ହଷ୍ଟେଲରୁ ଫୋନ୍ ଆସିଲା। ଏତେ ରାତିରେ ଫୋନ୍ ଦେଖି ସେ ପ୍ରଥମେ ଡରିଗଲେ। ଫୋନ୍ ଉଠେଇବା ପରେ ସାର କହିଲେ ତମ ପୁଅକୁ ସାପ କା-ମୁଡି ଦେଇଛି। ତାଙ୍କ କଥା ଶୁଣି ମୁଁ ଡେରି ନ କରି ଆସି ମେଡିକାଲ ରେ ପହଞ୍ଚିବା ବେଳକୁ ପୁଅ ମ-ରି ସାରିଥିଲା। ଆଉ ମେଡ଼ିକାଲରେ ହଷ୍ଟେଲରୁ କେହି ଲୋକ ଉପସ୍ଥିତ ନଥିଲେ। ଏ ସବୁ ହଷ୍ଟେଲ ଅଧିକାରୀଙ୍କ ଅବହେଳା ପାଇଁ ହେଉଛି।

Leave a Reply

Your email address will not be published. Required fields are marked *