୧୦ ବର୍ଷ ଧରି ଶାରୀ-ରିକ ସ-ମ୍ପର୍କ ରଖିଲା ପ୍ରେମିକ , ଆଉ ତାପରେ ଷ୍ଟେସନରେ ଛାଡି ଦେଇ ଚ-ମ୍ପଟ ମା-ରିଲା

ପ୍ରେମ କଲା ଆଉ ସ୍ବପ୍ନ ବି ଦେଖାଇଲା । ଦିନ ରାତି ସେହି ସ୍ୱପ୍ନର ଦୁନିଆଁରେ ନିଜ ପ୍ରେମିକାକୁ ରଖି ଅନେକ ଫାଇଦା ବି ଉଠାଇଲା । କିନ୍ତୁ ଶେଷରେ ସବୁକିଛି ସାରି ଦେଲା ପ୍ରେମିକ । ଯେଉଁ କଥାକୁ ଥିଲା ପ୍ରେମିକାର ଡ-ର , ସେଭଳି କିଛି କା-ଣ୍ଡ କରି ଦେଇ ସବୁଦିନ ପାଇଁ ଛାଡି ଚାଲିଗଲା ପ୍ରେମିକ । ଥରେ ଭାବିଲା ନାହିଁ ସେହି ଦୀର୍ଘ ୧୦ ବର୍ଷର ଭଲ ପାଇବା ଆଉ ଶାରୀ-ରିକ ସ-ମ୍ପର୍କ । ଯାହାଙ୍କ ଭରସାରେ ପ୍ରେମିକା ସମସ୍ତଙ୍କୁ ଛାଡି ଆସିଥିଲେ , ତାଙ୍କୁ ଶେଷରେ ମିଳିଲା ଧୋ-କା ।

ତେବେ ଏପରି କିଛି ଘ-ଟଣା ଘଟିଛି କଙ୍କଡ଼ାହାଡ ଥା-ନା ଅନ୍ତର୍ଗତ ହଦଡିଆ ସାହିରେ । ମିତା ଏବଂ ଶିବସ୍ୟ ଅନେକ ବର୍ଷ ଧରି ପରସ୍ପରକୁ ଭଲ ପାଇ ଆସିଥିଲେ । ଆଉ ଏହା ମଧ୍ୟରେ ଅନେକ ଥର ସେମାନଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । ଏହାରି ମଧ୍ୟରେ ମିତାଙ୍କ ବାହାଘର ଆଉ ଏକ ସ୍ଥାନରେ ସ୍ଥିର ହୋଇ ଯାଇଥିଲା । ଆଉ ମିତା ନିଜ ପ୍ରେମୀକଙ୍କ ଠାରୁ ଦୂରେଇ ଯାଇଥିଲେ । ସେପଟେ ପ୍ରେମିକ ଶିବସ୍ୟ ମଝିରେ ମଝିରେ ମିତାଙ୍କୁ ଫୋନ୍ କରି କା-ନ୍ଦି ପକାଉଥିଲେ ଆଉ କହୁଥିଲେ ମଥାର ସିନ୍ଦୂର ପୋଛି ଦେଇ ମୋ ପାଖକୁ ଚାଲି ଆସେ ।

ମୁଁ ତୋତେ ରାଣୀ କରି ରଖିବି ଆଉ ସବୁ ଇଚ୍ଛା ପୂରଣ କରିବା । ତେବେ ପ୍ରେମିକଙ୍କ ଏପରି କଥା ପଛରେ ନଥିଲା ଟିକିଏ ଭଲ ପାଇବା , ଥିଲା ଶରୀରର ବାସ୍ନା ଆଉ କାମନାକୁ ପୁରା କରିବାର ଇଚ୍ଛା । କେବଳ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ଆଉ ଏକୁଟିଆ ନ ଅନୁଭବ କରିବା ପାଇଁ ପ୍ରେମିକାଙ୍କୁ ନିଜ ପାଖକୁ ଏହା ମଧ୍ୟରେ ମିତାଙ୍କ ବାହାଘରକୁ ମାତ୍ର ପାଞ୍ଚ ମାସ ପୂରି ଥିଲା ଆଉ ସେ ତାଙ୍କ ସ୍ବାମୀଙ୍କୁ ଛାଡି ପ୍ରେମିକ ପାଖକୁ ପଳାଇ ଆସିଥିଲେ । ତେବେ ଏହାରି ମଧ୍ୟରେ ଦୁହେଁ ଯାଇ ବାହାରେ ଦିଲ୍ଲୀ , ଚେନ୍ନାଇ ପଳାଇ ଯାଇଥିଲା ।

ଆଉ ସେଠାରେ ଯାଇ ସବୁ ଜାଗା ବୁଲାବୁଲି କରିଥିଲେ ଆଉ ଏକାଠି ଗୋଟିଏ ରୁମ୍ ରେ ରହୁଥିଲେ । ତେବେ ଏହାରି ମଧ୍ୟରେ ଅନେକ ଥର ସେମାନଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । ଆଉ ଶିବସ୍ୟ ପ୍ରେମିକାର ଦେହକୁ ଉପଭୋଗ କରି ଅନେକ ଖୁସିରେ ରହୁଥିଲେ । ପ୍ରେମିକା ତାଙ୍କୁ କହିଥିଲେ ବିବାହ କରିବା ପାଇଁ , କିନ୍ତୁ ସେ କହିଥିଲେ ଗାଁ କୁ ଗଲେ ବିବାହ କରିବେ । ତେବେ ଘରକୁ ଫେରିବା ସମୟରେ ଭୁବନେଶ୍ୱର ଷ୍ଟେସନରେ ଛାଡି କୁଆଡେ ଚମ୍ପଟ ମା-ରିଥିଲେ । ଆଉ ଏହାପରେ ବର୍ତ୍ତମାନ ମିତା ଯାଇ ପ୍ରେମିକ ଘର ଆଗରେ ଧାର-ଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *