ସାମ୍ନାକୁ ଆସୁଛି ଗୋଟି ଗୋଟି ସତ , ଅର୍ଚ୍ଚନା କରୁଥିଲା ଯୋଜନା ଆଉ ସହଯୋଗୀ ଖଗେଶ୍ବର କମାଉଥିଲା ଲକ୍ଷ ଲକ୍ଷ ଟଙ୍କା

ଅର୍ଚ୍ଚନା ନାଗ ମାମ-ଲାକୁ ନେଇ ତ-ଦନ୍ତ ଜୋରସୋର ଚାଲିଛି । ବର୍ତ୍ତମାନ ସମୟରେ ଥା-ନାରେ ଦିନ କା-ଟୁଥିବା ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ଦିନ କାଳ ଖରାପ ଚାଲିଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । କାରଣ ସେମାନଙ୍କ ଉପରେ ଇଡିର ନଜର ପଡ଼ି ଯାଇଛି । ଇଡି ଖୋଳତାଡ କରି ସବୁ ସତ ବାହାର କରିବ ବୋଲି ଜଣା ପଡିଛି । ବର୍ତ୍ତମାନ ଇଡି ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଉପରେ ଆକ୍ର-ମଣ କରିଛି ଆଉ ସବୁ ଚେକ୍ କରିବାରେ ଲାଗିଛି।

କେଉଁଠି କେଉଁଠି ସବୁ ଟ୍ରାନଜାକ୍ସନ୍ ହୋଇଥିଲା ଇଡି ସେ ସବୁ ଦେଖୁଅଛି । ଏହା ମଧ୍ୟରେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ବଡ ସହଯୋଗୀ ଖଗେଶ୍ବରଙ୍କ ନାମ ସାମ୍ନାକୁ ଆସିଛି । ଯିଏ ଅର୍ଚ୍ଚନାଙ୍କ ସବୁ ଯୋଜନାରେ ସାମିଲ ରହୁଥିଲେ ଆଉ କୋଟି କୋଟି ଟଙ୍କା ଆୟ କରି ଚାଲିଥିଲେ । ତେବେ ଏହି କଥା ସେତେବେଳେ ଜଣା ପଡ଼ିଲା , ଯେତେବେଳେ ଅର୍ଚ୍ଚନା ନାଗ ବ୍ୟାଙ୍କ୍ ଆକାଉଣ୍ଟ ଇଡି ଚେକ୍ କରିଥିଲା । ବ୍ୟାଙ୍କ୍ ଡିଟେଲ ରେ ଦେଖିବାକୁ ପାଇଥିଲା କି , ଏକ ବଡ ଅଙ୍କର ଟଙ୍କା ଖଗେଶ୍ବର ଆକାଉଣ୍ଟକୁ ଯାଇଛି ।

ତେବେ ଏହାପରେ ଇଡି ର ନଜର ଖଗେଶ୍ବର ଉପରେ ପଡିଥିଲା ଆଉ ସେ ବର୍ତ୍ତମାନ ଖଗେଶ୍ବରକୁ ଗି-ରଫ କରି ନେଇଛି । ତେବେ ଏହାପରେ ଯାହା ଶୁଣିବାକୁ ମିଳୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଅଟେ । ସୂତ୍ର ଅନୁଯାୟୀ , ଖଗେଶ୍ବର ଏତେ ଟଙ୍କା ପାଉଥିଲା କି , ନିଜର ଏକ ଛୋଟ ଦୋକାନକୁ ସେ ସେକେଣ୍ଡ ହ୍ୟାଣ୍ଟ ବାଇକ ଶୋ ରୁମ୍ କରି ଦେଇଥିଲା ଆଉ ରାତାରାତି ହୋଇ ଯାଇଥିଲା କୋଟି କୋଟି ମାଲିକ । ବର୍ତ୍ତମାନ ତା ପାଖରେ କୋଟି କୋଟି ଟଙ୍କା ଅଛି ।

ଅନ୍ୟ ପକ୍ଷରେ ଯାହା ଶୁଣିବାକୁ ମିଳୁଛି କି , ଅର୍ଚ୍ଚନା ତାଙ୍କ ସ୍ଵାମୀ ଆଉ ଖଗେଶ୍ବର ମିଶି କଣ କରିବେ ସେ ସବୁ ଯୋଜନା କରୁଥିଲେ । ଆଗାମୀ ଦିନରେ କାହାକୁ ନିଜ ଜା-ଲରେ ଫସା-ଇବେ ଆଉ କାହା ଠାରୁ କୋଟି କୋଟି ଟଙ୍କା ଲୁ-ଟିବେ , ସେ ବାବ-ଦରେ ଚେଷ୍ଟା ଚଳାଇଥିଲେ । ଆଉ ତାହା ହିଁ କରୁଥିଲେ ସେହି ମଣିଷକୁ ଜା-ଲରେ ଫସା-ଉଥିଲେ , ଯାହାକୁ ନେଇ ସେମାନେ ଯୋଜନା କରୁଥିଲେ । ତେବେ ଚାହୁଁ ଚାହୁଁ ଏକ ଛୋଟ ପରିବାରରୁ ଆସିଥିବା ତିନି ଜଣ ଯାକ ହୋଇ ଯାଇଥିଲେ କୋଟିପତି । ତେବେ ଆଗକୁ ଏମାନଙ୍କୁ କେଉଁ ଶାସ୍ତି ମିଳିବ , ସେ କଥା କେବଳ ଆ-ଇନ କହିବ ।

Leave a Reply

Your email address will not be published. Required fields are marked *