କ୍ଷମା ମାଗିଲେ ହେତୁବାଦୀ ।

ଚିକେନ୍ ବିରିୟାନି ଖାଇଲେ ହିନ୍ଦୁ ଧର୍ମକୁ ଅନ୍ଧବିଶ୍ୱାସ କହିଲେ। ଶେଷରେ କ୍ଷମା ମଧ୍ୟ ମାଗିଲେ। ହେତୁବାଦୀ ନିଜ ଭୁଲ ପାଇଁ ମାଗିଲେ କ୍ଷମା। କ୍ଷମା ମାଗିଛନ୍ତି ହେତୁବାଦୀ ସଙ୍ଗଠନର ସଭାପତି। ଚିକେନ୍ ବିରିଆନି ନିଜେ ଖାଇଲେ ଆଉ ଲୋକଙ୍କୁ ଖାଇବାକୁ ପର୍ବତାଇଲେ। ଆଉ ଏହା ପରେ ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ଆକ୍ଷେପ କଲେ। ଯାହାକୁ ନେଇ ପରମ୍ପରା ବାଦୀ ଓ ହେତୁବାଦୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଘମାଘୋଟ ଲ-ଢେଇ। ଯେଉଁ ଲଢେଇ ଏତେ ଭ-ୟଙ୍କର ହୋଇଥିଲା ଯେ କଥା ମା-ଡ଼ ଗୋ-ଳ ଯାଏଁ ଯାଇଥିଲା। ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ଅନେକ କଥା କହିବା ସହିତ ନିଜେ ସୂର୍ଯ୍ୟ ପରାଗ ଦିନ ଚିକେନ୍ ବିରିୟାନି ଖାଇ ଅନ୍ୟ ମାନଙ୍କୁ ଚିକେନ୍ ବିରିୟାନି ବାଣ୍ଟି ହିନ୍ଦୁ ଧର୍ମର ଲୋକଙ୍କ ଧାର୍ମିକ ଭାବନାକୁ କୁଠାର ଘାତ କରିବା ସହିତ ନିଜେ ହୋଇଥିଲେ ବେଶ ଖୁସି।

ଏନେଇ ପରମ୍ପରା ଓ ଧର୍ମକୁ ବିଶ୍ୱାସ କରୁଥିବା କରୁଥିବା ପରମ୍ପରା ବାଦୀ ବି-ରୋଧ କରିଥିଲେ। ଏପରିକି ହିନ୍ଦୁଧର୍ମର ଅନେକ ସଙ୍ଗଠନ ଏକାଠି ହୋଇ ହେତୁବାଦୀଙ୍କ ସହ ସାମ୍ନା ସାମ୍ନୀ ହୋଇଥିଲେ। ତେବେ ହେତୁବାଦୀ କହିଥିଲେ ଲକ୍ଷ୍ମଣ ଜଣେ ଇଡିଅଟ ଆଉ ଜଗନ୍ନାଥଙ୍କୁ ପାଇଲେ ଠେଲି ଦେବୀ।କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଥିଲେ କି ସଙ୍କରାଚାର୍ଯ୍ୟ ହେଉଛନ୍ତି ଜଣେ ମୂର୍ଖ। ଆଉ ଗଜପତି ଏମିତି କଣ ହୋଇଗଲେ କି। ଏଭଳି କହି ବିବା-ଦୀୟ ମନ୍ତବ୍ୟ ଦେଇଥିଲେ ହେଲେ ଯେତେବେଳେ ଏହି ଘଟ-ଣାକୁ ନେଇ ପରମ୍ପରା ବାଦୀ ତାତି ଉଠିଲେ। ସେତେବେଳେ ନିଜ ଛେପ ନିଜେ ଢ଼ୋକିଲା ଭଳି। ଆଉ ନିଜକୁ ନିଜେ ନି-ନ୍ଦା କଲା ଭଳି କ୍ଷମା ମଧ୍ୟ ମାଗିଲେ।

ବନ୍ଧୁଗଣ ସୂର୍ଯ୍ୟଗ୍ରହଣ ଆଉ ଚନ୍ଦ୍ର ପରାଗରେ ହେତୁବାଦୀ ମାନେ ଖାଇଥିବା ଆଉ ଖୁଆଇ ଥିବା ଚିକେନ୍ ବିରିୟାନିକୁ ନେଇ ଚାରି ଆଡ଼େ ହ-ଙ୍ଗମା ସୃଷ୍ଟି ହୋଇଥିଲା। ଏହାକୁ ସମସ୍ତେ ବି-ରୋଧ କରିଥିବା ବେଳେ ଯେଉଁ ଭଳି ଏକ ସାଂଘା-ତିକ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ବୋଧେ ହୁଏ ଆଉ କାହାକୁ ଅଛପା ନାଇଁ। ଏହି ଘଟ-ଣାକୁ ନେଇ କେହି କେହି ମନ୍ତବ୍ୟ ଦେଉଥିଲେ କି ହେତୁବାଦୀ ମାନେ ଗଣମାଧ୍ୟମ ସାମ୍ନାକୁ ଆସିବାକୁ ଏପରି କରିଛନ୍ତି । ଆଉ କେହି କେହି କହୁଥିଲେ କି ହେତୁ-ବାଦୀ ମାନେ ନିଜକୁ ଟିଭିରେ ଦେଖାଇବାକୁ ଆଉ ଲୋକଙ୍କୁ ପଥ ଭ୍ରଷ୍ଟ କରି ଧାର୍ମିକ ଭାବନା ରୁ ଦୂରେଇ ନେବାକୁ ଏପରି କରିଛନ୍ତି। ହେଲେ ଏପରି ପରିସ୍ଥିତିରେ ଯେଉଁ ଭଳି ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ବିବାଦ ଘେରକୁ ଆସିଥିଲେ ହେତୁବାଦୀ ମାନେ ।

ତେବେ ଯେତେବେଳେ ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ନେଇ ହେତୁବାଦୀ ମାନେ ଅନେକ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟକୁ ବି-ରୋଧ କରିଥିଲେ ପରମ୍ପରାବାଦୀ । ଆଉ ସେହି ବି-ବାଦ କୁ ନେଇ ହେତୁବାଦୀ ସଙ୍ଗଠନର ସଭାପତି ନିଜେ ଭୁଲ ମାଗିଥିଲେ। କହିଥିଲେ କି ଏଭଳି ମନ୍ତବ୍ୟ ପାଇଁ ମୁଁ କ୍ଷମା ପାର୍ଥନା କରୁଛି। ତେବେ ଏବେ ସାଧାରଣରେ ଲୋକେ ପ୍ରଶ୍ନ କରୁଛନ୍ତି କି ହେତୁବାଦୀ ମାନଙ୍କର ଚିନ୍ତା ଧାରା କଣ ଭିନ୍ନ ଭିନ୍ନ କି। କାରଣ ଜଣେ ହେତୁବାଦୀ ଭୁଲ ମନ୍ତବ୍ୟ ଦେଉଥିବା ବେଳେ ହିନ୍ଦୁ ଧର୍ମର ଦେବା ଦେବୀଙ୍କୁ ଖରାପ କଥା କହୁଥିବା ବେଳେ ସେହି ହେତୁବାଦୀ ସଂଗଠନର ସଭାପତି ଏଭଳି ମନ୍ତବ୍ୟକୁ ନେଇ ଭୁଲ ମାଗୁଛନ୍ତି। ତେବେ ସେ ଯାହା ବି କିଛି ହେଉ। ଲୋକେ ଏବେ ଆଲୋଚନା କରୁଛନ୍ତି କି ହେତୁବାଦୀ ମାନଙ୍କର ହିତା ହିତ ଜ୍ଞାନ ଟିକେ କମ ଅଛି।

Leave a Reply

Your email address will not be published. Required fields are marked *