ଚଳନ୍ତା ଟ୍ରେନରୁ ମହିଳାଙ୍କୁ ବିବସ୍ତ୍ର କରି ଫିଙ୍ଗିଦେଲେ ରା-କ୍ଷସ।

ପୁଣି ଏକ ଲ-ଜ୍ୟା ଜନକ,ଅମା-ନବୀୟ,ଲୋମ ହ-ର୍ଷଣ କାରୀ ଘ-ଟଣା ଘଟିଯାଇଛି । ଚଳନ୍ତା ଟ୍ରେନ ଭିତରେ ମଣିଷ ସାଜିଥିଲେ ନର ରା-କ୍ଷସ । ଭୁଲି ଯାଇଥିଲେ ନିଜ ଭିତରେ ଥିବା ମଣିଷତ୍ୱ । ଆଉ ଦେଖାଇ ଥିଲେ ନିଜର ସୈତାନ୍ ରୂପ । ଚଳନ୍ତା ଟ୍ରେନ ଭିତରେ ମହିଳାଙ୍କୁ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଯୁବକ । ହେଲେ କିନ୍ତୁ ଏଥିରେ ଯୁବକ ଜଣଙ୍କ ସଫଳ ହୋଇ ନଥିଲେ କି ତାଙ୍କ ଇଚ୍ଛା ମଧ୍ୟ ପୁରା ହୋଇନଥିଲା । ଆଉ ଶେଷରେ ନର ରା-କ୍ଷସ ସାଜିଥିବା ଯୁବକ ଭିଆଇ ବସିଥିଲେ ଏକ ଅମା-ନବୀୟ କା-ଣ୍ଡ । ଚଳନ୍ତା ଟ୍ରେନ ଭିତରେ ମହିଳାଙ୍କୁ ବିବ-ସ୍ତ୍ର କରିବା ସହିତ ମା-ଡ ମା-ରିବାକୁ ମଧ୍ୟ ପଛ ଘୁଂଚା ଦେଇ ନଥିଲେ ।

ଆଉ ଶେଷରେ ମହିଳାଙ୍କୁ ଚଳନ୍ତା ଟ୍ରେନ ଭିତରୁ ବିବ-ସ୍ତ୍ର କରି ବାହାରକୁ ଠେଲି ଦେଇଥିଲେ ଯୁବକ ମାନେ । ଜଣେ ମହିଳାଙ୍କ ଉପରେ ପଡିଥିଲା ତିନି ଜଣ ଯୁବକଙ୍କ ଲୋଲୁପ ଦୃଷ୍ଟି । ଆଉ ସେହି ତିନି ନର ରାକ୍ଷ-ସଙ୍କ କବଳରୁ ନିଜକୁ ବଞ୍ଚେଇବାକୁ ମହିଳା କରିଥିଲେ ସ-ଙ୍ଘର୍ଷ । ହେଲେ ଦୁ-ଷ୍କର୍ମ କରିବାକୁ ଦେଈ ନଥିଲେ ଯୁବକ ମାନଙ୍କୁ । ଯାହା ଫଳରେ ଯୁବକ ମାନଙ୍କ ରା-ଗ ପହଞ୍ଚି ଯାଇଥିଲା ଚରମ ସୀମାରେ ।ଏହିଭଳି ଅଭା-ବନୀୟ ଅମା-ନବୀୟ ଘ-ଟଣା ଗୁଜୁରାଟର ଗ୍ୱାଲିଅର ଦେଇ ଯାଉଥିବା ଏକ ଟ୍ରେନ୍‌ର ଜେନେରାଲ କମ୍ପାଟମେଣ୍ଟରେ ଘଟିଥିଲା ।

ଜଙ୍ଗଲ ରାସ୍ତା ଦେଇ ଟ୍ରେନ୍‌ ଯାଉଥିବା ବେଳେ ଟ୍ରେନର ଛୁକ ଛୁକ ଶବ୍ଦ ଭିତରେ ସମସ୍ତେ ଅନ୍ୟ ମନସ୍କ ଥିଲେ । ଆଉ ଏହି ସମୟର ଫାଇଦା ଉଠାଇବାକୁ ଯାଇ ଦୁବୃ-ର୍ତ୍ତମାନେ ମହିଳାଙ୍କୁ ବିବ-ସ୍ତ୍ର କରି ଟ୍ରେନ୍‌ ବାହାରକୁ ଫିଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କ ସହ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ ବି ମା-ଡ଼ ମା-ରି ଟ୍ରେନ୍‌ ବାହାରକୁ ଠେଲି ଦେଇଥିଲେ ଦୁ-ର୍ବୃତ୍ତ ।

ଏହି ଘ-ଟଣା ମନେ ପକାଇ ଦିଏ ନି-ର୍ଭୟ ହ-ତ୍ୟା କା-ଣ୍ଡର କଥା । କେଉଁ ଭଳି ଚଳନ୍ତା ବସ ଭିତରେ ଦୁ-ଷ୍କର୍ମ କରି ନି-ର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ରା-କ୍ଷସ ମାନେ ଭିଆଇ ଥିଲେ ସାଙ୍ଘା-ତିକ କା-ଣ୍ଡ । ସେ ଦିନ ନି-ର୍ଭୟା ଅନେକ ସ-ଙ୍ଘର୍ଷ କରି ଆଖି ବୁଝି ଦେଇଥିଲେ ହେଲେ କିନ୍ତୁ ଆଜି ଏହି ମହିଳା ଜଣଙ୍କ ଟ୍ରେନ୍‌ରୁ ପଡ଼ିବା ପରେ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା ।

ହେଲେ ସେହି ପୀ-ଡ଼ିତା ମହିଳଙ୍କୁ ତାଙ୍କ ସହ ଥିବା ଯୁବକ ଜଣକ ଚିରା ଫଟା କପଡ଼ାରେ ଉଲ-ଗ୍ନ ଦେହକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ ଉଠାଇ ଜଙ୍ଗଲ ଭିତରେ ପାଖାପାଖି ୫ କିଲୋମିଟର ଚାଲି ଚାଲି ଯାଇଥିଲେ । ଏହାରି ଭିତରେ ଉଭୟ ବର୍ଷା ମା-ଡ଼ ବି ଖାଇଥିଲେ । ଆଉ ଶେଷରେ ପୋ-ଲିସ ନିକଟରେ ଯାଇ ଅଭି-ଯୋଗ କରିଥିବା ଜଣା ପଡ଼ିଛି । ପୋ-ଲିସ ମଧ୍ୟ ଏହି ଅଭି-ଯୋଗକୁ ଗୁରୁ-ତର ସହ ନେଇ ତ-ଦନ୍ତ କରୁଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *