ମହିଳାଙ୍କ ଅ-ନ୍ତଃବ-ସ୍ତ୍ର ପୁରୁଷମାନେ କାହିଁକି ପିନ୍ଧନ୍ତି ?

ଆଜି କାଲି ପୁରୁଷଙ୍କ ପାଇଁ ବ୍ୟବହୃତ ଜିନିଷ ମହିଳା ମାନେ ବ୍ୟବହାର କରୁଥିବା ଆପଣ ମାନେ ନିହାତି ଭାବେ ଜାଣିଥିବେ । ହେଲେ କେବେ ଏହା ଶୁଣିଛନ୍ତି କି ମହିଳାଙ୍କ ଅ-ନ୍ତବ-ସ୍ତ୍ର ପୁରୁଷ ପିନ୍ଧୁଥିବାର ? ହଁ ଏହା ଆପଣ ଶୁଣିଥିବେ ଆଉ ଦେଖିଥିବେ ହେଲେ ଏହା କେବଳ ସିନେମାରେ ଦେଖିବାକୁ ମିଳେ ଆପଣ ମଧ୍ୟ କେବେ ନା କେବେ ସିନେମାରେ ଏହା ନିହାତି ଭାବେ ଦେଖିଥିବେ । ହେଲେ ଆଜି ଆସନ୍ତୁ ଜାଣିବା ବାସ୍ତବରେ କାହିଁକି ଓ କଣ ପାଇଁ ପୁରୁଷ ମାନେ ମହିଳା ମାନଙ୍କ ଅ-ନ୍ତବ-ସ୍ତ୍ର ପିନ୍ଧିଥାନ୍ତି ।

ବନ୍ଧୁଗଣ କୌଣସି ଜିନିଷର ବହୁଳ ମାତ୍ରାରେ ବିକ୍ରି ପାଇଁ ବିଜ୍ଞାପନର ଜରୁରୀ ହୋଇଥାଏ । ସେଥିପାଇଁ ଅନେକ ସମୟରେ ଆମେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଓ ଚମତ୍କାର ବିଜ୍ଞାପନ ଦେଖିବାକୁ ପାଇଥାଉ । କେବଳ ସେଲିଙ୍ଗ ପାଇଁ ଲାଇଭ ଷ୍ଟ୍ରିମିଙ୍ଗରେ ଆସି କୌଣସି ଜିନିଷ ଉପରେ ବିଜ୍ଞାପନ କରାଯାଇଥାଏ । ମାତ୍ର ଏହା ଉପରେ ଚାଇନା ପ୍ରତିବନ୍ଧନ ଲଗାଇଛି କାରଣ ଏହା ମହିଳା ମାନଙ୍କ ଅ-ନ୍ତ ବ-ସ୍ତ୍ର ବିକ୍ରି କରୁଥିବା କମ୍ପାନୀ ମାନଙ୍କ ଉପରେ କୁ ପ୍ରଭାବ ପକାଉଛି । ତେବେ ଏଭଳି ପରିସ୍ଥିତିରେ ନିଜର ସେଲିଙ୍ଗ ପାଇଁ କମ୍ପାନୀ ପକ୍ଷରୁ ଏକ ନୂଆ ପ୍ରୟାସ କରାଯାଇଛି ।

ଏହି ଅନ୍ତବସ୍ତ୍ରର କିପରି ବିଜ୍ଞାପନ ହେବ ଏବଂ ଏହାର କିପରି ଅତ୍ୟଧିକ ବିକ୍ରି କରାଯିବ ସେଥିପାଇଁ ଏହି କମ୍ପାନୀ ପକ୍ଷରୁ ଅନେକ ବିଚିତ୍ର ଉପାୟ ଅବଲମ୍ବନ କରାଯାଇଛି । ଆଉ ଏହା ଶୁଣିବା ପରେ ଆପଣ ଚକିତ ହୋଇଯିବେ କାରଣ ଯେଉଁଥିରେ କି ମହିଳା ମାନଙ୍କ ଅ-ନ୍ତବ-ସ୍ତ୍ର ପୁରୁଷ ମାନେ ପିନ୍ଧି ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଛି ।

ଚାଇନାରେ ଲାଇଭ ସ୍ତ୍ରୀମ କମର୍ସ ବହୁତ ବଡ଼ ହୋଇଥିବା ବେଳେ ଏଠାରେ ଖାଦ୍ୟ କପଡା କସମେଟିକ ଆଦି ମାର୍କେଟିଙ୍ଗ ମାଧ୍ୟମରେ ବହୁତ ମାତ୍ରାରେ ବିକ୍ରୟ କରାଯାଇଥାଏ । ଆଉ ଏହାର ବିଜ୍ଞାପନ ମଧ୍ୟ କରାଯାଇଥାଏ । ମାତ୍ର ଏବେ ଯେଉଁ ଭଳି ଭାବେ ଅଭିନବ ଉପାୟରେ ଏହାର ବିକ୍ରୟ ପାଇଁ ବିଜ୍ଞାପନ କରାଯାଉଛି ତାହା ସମସ୍ତଙ୍କୁ ଚକିତ କରୁଛି ।

ଚାଇନାରେ ଯେହେତୁ ଲାଇଭ ଆସି ଲୋକ ମାନଙ୍କୁ ପ୍ରଡକ୍ଟ ବିଷୟରେ କହି ଥାନ୍ତି । ମାତ୍ର ଏବେ କା ସମୟରେ ସୋସିଆଲ ମିଡ଼ିଆର ପ୍ରସାର ପ୍ରଚାର ବହୁଳ ମାତ୍ରାରେ କରାଯାଉଛି । ଯେପରି କି ସୋସିଆଲ ମିଡିଆରେ ଏହାର ପ୍ରଚାର ମଧ୍ୟ ବେଶ ଅଧିକ ମାତ୍ରାରେ କରାଯାଉଛି । ହେଲେ ବୁଝିବାକୁ ହେବ ଯେ ସୋସିଆଲ ମିଡିଆରେ ଯେଉଁ ପ୍ରଚାର ଆଉ ପ୍ରଚାର କରାଯାଉଛି ତାହା କିପରି ଲୋକେ ଭଲ ଭାବରେ ବୁଝି ପାରିବେ ସେନେଇ ସେମାନେ ଅଧିକ ଧ୍ୟାନ ଦେଇଥାନ୍ତି ।

ଯେହେତୁ ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି ତେଣୁ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଜନସାଧାରଣ ମାନଙ୍କୁ ଲାଇଭ ଆସି ପ୍ରଡକ୍ଟ ବିଷୟରେ ବୁଝାଇବା ସହିତ କିପରି ତାହାର ବ୍ୟବହାର କରାଯିବ ସେନେଇ ସେମାନେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥାନ୍ତି ।

କିନ୍ତୁ ଏହି ଲାଇଭ ଆସି ଲୋକଙ୍କୁ ଏହା ବିଷୟରେ କହିବା ଉପରେ ସରକାର ଅନେକ ପ୍ରତିବନ୍ଧକ ଲଗାଇ ଥାନ୍ତି । ଏଗୁଡିକ ମଧ୍ୟରେ ଖାଦ୍ୟ ପଦାର୍ଥ ନ-ଷ୍ଟ କରାଯାଉଥିବା ସୋକୁ ବ୍ୟାନ କରାଯାଇଛି ମହିଳା ମାନେ କୌଣସି ଲାଇଭ ଆସି ଅଣ୍ଡରୱାର ପିନ୍ଧି ବିଜ୍ଞାପନ କରିବା ଉପରେ ମଧ୍ୟ ନି-ଷେଧ କରାଯାଇଛି । କିନ୍ତୁ ଯେତେବେଳେ ପ୍ରଶ୍ନ ଉଠିଲା ଏହାର ବିଜ୍ଞାପନ ଯଦି ଆଦୌ ଭାବେ ହେବ ନାହିଁ। କି ମହିଳା ମାନେ ଯଦି ଏହାକୁ ପିନ୍ଧି ବିଜ୍ଞାପନ ନ କରିବେ ତେବେ ପ୍ରଡକ୍ଟ ଭଲ କି ଖରାପ କିପରି ଜଣା ପଡିବ ।

ସେତେବେଳେ କମ୍ପାନୀ ପକ୍ଷରୁ ଆଉ ଏକ ନୂତନ ପ୍ରୟାସ କରାଯାଇଥିଲା । ଆଉ ଏଭଳି ପରିସ୍ଥିତିରେ ମହିଳା ମାନଙ୍କ ଅ-ନ୍ତ ବ-ସ୍ତ୍ରକୁ ପୁରୁଷ ମାନଙ୍କୁ ପିନ୍ଧିବାକୁ ଦିଆଯାଇଥିଲା । ଆଉ ପୁରୁଷ ମାନେ ମହିଳା ମାନଙ୍କ ଅ-ନ୍ତବ-ସ୍ତ୍ର ପିନ୍ଧି ପ୍ରଡକ୍ଟ ବିଷୟରେ ଲୋକଙ୍କୁ କହିବା ସହିତ ଏହା ଭଲ କି ଖରାପ ତାହାର ଜ୍ଞାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *