ଏଥର ବଞ୍ଚି ପାରିବନି ଘନିଆ , ମୃ-ତ୍ୟୁ ଦ-ଣ୍ଡ ଦେବା ପାଇଁ ଦାବି କରୁଛନ୍ତି ଗାଆଁ ଲୋକ

ଚାରି ଦିନ ପୂର୍ବରୁ ହ-ତ୍ୟା କରିଥିଲା ଘନିଆ ଆଉ ଯାଇ ଶଶୁର ଘର ଗୁହାଳ ମଧ୍ୟରେ ଆରାମରେ ଲୁ-ଚି ଯାଇଥିଲା । ଭାବୁଥିଲା କେହି ତାକୁ ଧରିପାରିବେ ନାହିଁ କିନ୍ତୁ କୁହାଯାଏ ନା ଦୋ-ଷୀ ନିଶ୍ଚିତ ଦ-ଣ୍ଡ ପାଇଥାଏ ଆଉ ତାକୁ କେହି ରୋକିପାରିବେ ନାହିଁ । ଶେଷରେ ତାହା ହୋଇଥିଲା ଆଉ ପୋଲିସର ୬ଟି ଟିମ୍ ତାକୁ ଏକାଥରେ ଯାଇ ମାଡ଼ି ବସିଥିଲେ । ଏହାପରେ ସମସ୍ତଙ୍କ ଆଗରେ ଘୋଷାଡି ଘୋଷାଡି ଆଣିଥିଲେ ଘନିଆକୁ । ୪ ବର୍ଷର କୁନି ଝିଅକୁ କରିଥିଲା ଦୁଷ୍କ-ର୍ମ ଆଉ ତାପରେ ହ-ତ୍ୟା ।

ଭୁବନେଶ୍ୱର ପୋଖରୀପୁଟ ପାଖ କେଳା ବସ୍ତିରେ ଚାରିଦିନ ପୂର୍ବରୁ ଘଟି ଯାଇଥିଲା ଏକ ଦୁଷ୍କ-ର୍ମ । ଚାରି ବର୍ଷର କୁନି ଝିଅ ସହିତ ଖେଳୁଥିଲା ତାର ସମ୍ପ-ର୍କୀୟ ଭାଇ ଆଉ ଝିଅର ମାଆ ଏହା ଦେଖିଥିଲେ । ଆଉ ଭାବିଲେ ହଁ ଝିଅ ତ ତାର ଭାଇ ସହିତ ଖେଳୁଛି ମୁଁ ଟିକିଏ କାମ ସାରି ଆସୁଛି । ଆଉ ଏହାରି ମଧ୍ୟରେ ଘନିଆ ଝିଅକୁ ଟେକି ନେଇ ଯାଇଥିଲା ଆଉ ଚକଲେଟ ଲୋଭ ଦେଖାଇ ଥିଲା । ଆଉ ଦୁ-ଷ୍କର୍ମ କରିଦେଇଥିଲା ଏହାପରେ ନିଜର ପ୍ରମାଣ ନଷ୍ଟ କରିବା ପାଇଁ ଝିଅକୁ ହ-ତ୍ୟା କରିଦେଇଥିଲା ।

ଆଉ ହ-ତ୍ୟା କରି ସାରି ସେଠାରୁ ଫେରାର ହୋଇ ଯାଇ ନିଜ ଶଶୁର ଘର ଜଗତସିଂହପୁର ଚାଲି ଯାଇଥିଲା । ଆଉ ସେଠାରେ ଗୁହାଳ ଘରେ ଲୁ-ଚି ରହିଥିଲା । ତେବେ କେବଳ ଏତିକି ନୁହେଁ , ସେ ଭାବୁଥିଲା ପୋଲିସ ତାକୁ ଧରି ପାରିବ ନାହିଁ । କିନ୍ତୁ ଅନେକ ଚେଷ୍ଟା କରି ପୋ-ଲିସ ୨୪ ଘଣ୍ଟା ମଧ୍ୟରେ ଘନିଆକୁ ଧରି ପକାଇ ଥିଲା । ଆଉ ତାକୁ ଟାଣି ଟାଣି ନେଇ ଆସିଲା । ସମସ୍ତେ ଚାହିଁଥିଲେ ଆଉ ଘନିଆ ଜେ-ଲ ଯାଉଥିଲା । ଆଉ ସମସ୍ତେ ଖୁସି ହେଉଥିଲେ।

ତେବେ ଏହାରି ମଧ୍ୟରେ କୁନି ଝିଅର ମାଆ ମୁଁହ ଖୋଲି କହିଛନ୍ତି ଯେ , ଘନିଆ ଭଳି ପିଲା ଏ ଦୁନିଆଁରେ ରହିବା କଥା ନୁହେଁ। ତାକୁ ଯେତେ ଶୀଘ୍ର ଫା-ଶୀ ଦ-ଣ୍ଡ ଦିଆଯାଉ । ତାକୁ ଆମେ ଏଠାରେ ରଖିବାକୁ ଚାହୁଁ ନାହୁଁ । ତା ଭଳି ଜଣେ ରାକ୍ଷ-ସକୁ ଏ ଦୁନିଆଁରୁ ହଟାଇ ଦେବା କଥା । ତେବେ ଏହାରି ମଧ୍ୟରେ ଘନିଆକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଛୋଟ ଝିଅଟି ସହିତ ଏତେ ଖରାପ କାମ କରି ଶେଷରେ ତାକୁ ଜୀବନରୁ ମା-ରିଦେବା ଆଦୌ ଠିକ୍ ନୁହେଁ । ତେବେ ପୋ-ଲିସ ବର୍ତ୍ତମାନ ଘନିଆକୁ ଗି-ରଫ କରି ନେଇ ଯାଇଛି ।

Leave a Reply

Your email address will not be published. Required fields are marked *