ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କର ଅଛି ଏକ ୧୫ ବର୍ଷର ଝିଅ ।

ମାତୃ ଦିବସରେ ସାମ୍ନାକୁ ଆସିଛି ଏକ ବଡ ଖବର ।ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କର ଅଛି ଏକ ୧୫ ବର୍ଷର ଝିଅ ।ବନ୍ଧୁଗଣ ଆପଣ ମାନେ ମାନବ ପ୍ରେମୀ ଆଦିତ୍ୟ ଦାସ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନିହାତି ଭାବେ ଜାଣିଥିବେ । ଆଦିତ୍ୟଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ କେଉଁ ଭଳି ଚହଳ ପଡ଼ିଥିଲା ତାହା ମଧ୍ୟ ଆପଣଙ୍କୁ ବେଶ୍ ଭଲ ଭାବରେ ଜଣା ଅଛି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ମାତୃ ଦିବସରେ ଏକ ବହୁତ୍ ବଡ ଘ-ଟଣା ସାମ୍ନାକୁ ଆସିଛି । ଯେ ମାନବ ପ୍ରେମୀ ଆଦିତ୍ୟ ଦାସ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଝିଅ ଥିବା ଗଣମାଧ୍ୟମରେ ନିଜେ ପ୍ରକାଶ କରିଛନ୍ତି ବିଦ୍ୟାଶ୍ରୀ । ତେବେ ବିଦ୍ୟାଶ୍ରୀ ମୁହଁରୁ ଏହା ଶୁଣି ସାରିବା ପରେ ଆଦିତ୍ୟ ଓ ବିଦ୍ୟାଶ୍ରୀ ଙ୍କୁ ଭଲ ପାଉଥିବା ଲୋକେ ହୋଇଛନ୍ତି ଚକିତ ।

ତେବେ ବିଦ୍ୟାଶ୍ରୀଙ୍କ କହିବା କଥା ଯେଉଁ ସମୟରେ ଆଦିତ୍ୟଙ୍କ ମୃ-ତ୍ୟୁ ହେଲା ସେହି ସମୟରେ ବିଦ୍ୟାଶ୍ରୀ ଦୁଃ-ଖରେ ଭା-ଙ୍ଗି ପଡ଼ିଥିଲେ । ସେ ଆଉ କେବେ ମା ହୋଇ ପାରିବେନି ଭାବି ଦୁଃ-ଖରେ ଭାଙ୍ଗି ପଡ଼ିଥିଲେ ଏମିତି କି ଶେଷରେ ବିଦ୍ୟାଶ୍ରୀ ଜୀବନ ହାରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଯାଇଥିଲେ । ହେଲେ ସେତେବେଳେ ତାଙ୍କ ଝିଅ ହିଁ ତାଙ୍କୁ ବଞ୍ଚିବାର ରାହା ଦେଇଥିଲା ।

ତାଙ୍କ ଝିଅ ହିଁ ତାଙ୍କ ମୁହଁରେ ହସ ଫୁଟାଇ ଥିଲା । ଯେଉଁ ସମୟରେ ସମସ୍ତେ ବିଦ୍ୟାଶ୍ରୀଙ୍କ ବିପକ୍ଷରେ ଥିଲେ ସେତେବେଳେ ବିଦ୍ୟାଶ୍ରୀ କା-ନ୍ଦି ପକାଇଲେ ତାଙ୍କର ଏହି ଝିଅ ସହି ପାରନ୍ତି ନାହିଁ ସେ ବିଦ୍ୟାଶ୍ରୀ ଙ୍କ ଆଖିରୁ ଲୁହ ପୋଛି ଦିଅନ୍ତି ନିଜେ ମଧ୍ୟ ବ୍ୟସ୍ତ ହୋଇ ପଡନ୍ତି ।

ଯେମିତି ଆଦିତ୍ୟ ଦିନେ ବିଦ୍ୟାଶ୍ରୀଙ୍କୁ ଭଲ ପାଇବା ଦେଉଥିଲେ ତାଙ୍କ ଝିଅ ମଧ୍ୟ ତାଙ୍କୁ ଠିକ୍ ସେମିତି ଭଲ ପାଇବା ଦେଉଛନ୍ତି । ଆଦିତ୍ୟ ଦାସଙ୍କ ମୃ-ତ୍ୟୁ ପରେ ଆଦିତ୍ୟଙ୍କ ଝିଅ ଓ ତାଙ୍କ ବାପା ମାଆଙ୍କ ପାଇଁ ବିଦ୍ୟାଶ୍ରୀ ଆଜି ଦୁନିଆରେ ବଞ୍ଚି ରହିଛନ୍ତି । ନିଜେ ଅନେକ ସ-ଙ୍ଘର୍ଷ କରିଛନ୍ତି ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ । ତେବେ ଯେତେବେଳେ ବିଦ୍ୟାଶ୍ରୀ ଦୁଃ-ଖରେ ଭା-ଙ୍ଗି ପଡ଼ିଥିଲେ ସେତେବେଳେ ଆଦିତ୍ୟଙ୍କ ମା ବିଦ୍ୟାଶ୍ରୀଙ୍କ କୋଳ ପୂରଣ କରିଥିଲେ । ମା ହେବାର ସୌଭାଗ୍ୟ ଦେଇଥିଲେ । ଆଉ ପିଲାର ମା ପ୍ରତି ଯେଉଁ ସ୍ନେହ ମମତା ଵିଦ୍ୟାଶ୍ରୀ ପାଇପାରିଥିଲେ ।

ବିଦ୍ୟାଶ୍ରୀ ତାଙ୍କ ନଣନ୍ଦଙ୍କ ଝିଅକୁ ଆଣି ନିଜ ପାଖରେ ଝିଅ ଭଳି ରଖିଛନ୍ତି । ବିଦ୍ୟାଶ୍ରୀ କୁହନ୍ତି ଯେ କେହିବି ଦେଖିଲେ କେବେ ହେଲେ କହିବେ ନାହିଁ ବିଦ୍ୟାଶ୍ରୀ ତାଙ୍କ ଝିଅ ନୁହେଁ ବୋଲି । ଆଦିତ୍ୟ ଆଉ ତାଙ୍କ ଝିଅ ପୁରା ଏକା ପରି ଦେଖିବାକୁ ଯେମିତି ବ୍ୟବହାର କଥା ବାର୍ତା ମଧ୍ୟ ଠିକ୍ ସେମିତି । ତେଣୁ ୧୫ ଝିଅର ମା ହୋଇ ବିଦ୍ୟାଶ୍ରୀ ବେଶ୍ ଖୁସି ଥିବା ବେଳେ କହିଛନ୍ତି କି ଭଗବାନ ସିନା ମୋ ସ୍ବାମୀଙ୍କୁ ମୋ ପାଖରୁ ଛଡାଇ ନେଇଗଲେ ହେଲେ ତାଙ୍କ ଝିଅ କିନ୍ତୁ ମୋ ପାଖରେ ଅଛି । ଆଦିତ୍ୟ ମୋ ଆଖିରେ ଦୁଇ ଟୋପା ଲୁହ ଦେଖିଲେ ସହି ପାରନ୍ତି ନାହିଁ ଆଉ ଆମ ଝିଅ ମଧ୍ୟ ଠିକ୍ ସେମିତି ।

Leave a Reply

Your email address will not be published. Required fields are marked *