ଭାଣିଜୀକୁ ମୋବାଇଲ ଦେବା କଥା କହି ଗର୍ଭ-ବତୀ କରାଇଲା ମାମୁଁ , ସାରା ଗାଆଁରେ ଲାଗିଛି ଚର୍ଚ୍ଚା

ଛୋଟ ପିଲା , କୁନି ମନ । ଆଉ ସେହି ଛୋଟ ପିଲାର ଫାଇଦା ଉଠାଇଛନ୍ତି ଜଣେ ମାମୁଁ । ନିଜ ସମ୍ପକୀୟ ମାମୁଁଙ୍କ ଏପରି କିଛି କାର-ନାମାକୁ ବର୍ତ୍ତମାନ ସମୟରେ ନି-ନ୍ଦା କରି ଚାଲିଛନ୍ତି ସମସ୍ତେ । ଯେଉଁଠି ଏ ବାବ-ଦରେ ଆଲୋଚନା ହେଉଛି , ସେଇଠି ସେମାନେ ଛି ଛି ବୋଲି କହିଛନ୍ତି । ବାଃ ସେହି ମଣିଷପଣିଆ , ଗୋଟିଏ ଛୋଟ ପିଲାର ଏମିତି ଅବସ୍ଥା କରିଛନ୍ତି ତାର ମାମୁଁ । ଲୋଭରେ ମୋବାଇଲ ଦେବେ କହି ତାର ସବୁ ଲୁ-ଟି ନେଇଛନ୍ତି । ଆଉ ବର୍ତ୍ତମାନ ସମସ୍ତେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ତେବେ ଏପରି କିଛି ଘ-ଟଣା ଘଟିଛି , ଗଜପତି ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ । ତେବେ ସରପଞ୍ଚଙ୍କ ସ୍ଵାମୀଙ୍କର ଏପରି କାର-ନାମା ବର୍ତ୍ତମାନ ଚହଳ ସୃଷ୍ଟି କରି ଦେଇଛି । ଗୋଟିଏ ନବମ ଶ୍ରେଣୀରେ ପଢୁଥିବା ପିଲାକୁ ମୋବାଇଲ ଦେବା କଥା କହିଥିଲେ ଆଉ ବାରମ୍ବାର ଲୋଭ ମଧ୍ୟ ଦେଖାଇଥିଲେ । ଆଉ ସେହି ଲୋଭର ଶି-କାର ମଧ୍ୟ ହୋଇ ଯାଇଥିଲେ ଯୁବତୀ । କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖିଥିଲେ ମାମୁଁ । କହିଥିଲେ ତାଙ୍କ ସହିତ ସ-ମ୍ପର୍କ ରଖିବା ପାଇଁ । ଯାହାକୁ ବାଧ୍ୟରେ ହଁ ମା-ରିଥିଲେ ନାବାଳିକା ।

ଅନେକ ଅନିଚ୍ଛା ପରେ ମଧ୍ୟ ମୋବାଇଲ ପାଇବାର ଆଶା ତାଙ୍କୁ ପାଗଳ କରି ଦେଇଥିଲା । ତେଣୁ ସେ ହଁ ମା-ରି ଦେଇଥିଲେ । ଆଉ ଏହାପରେ ମାମୁଁ ଜଣକ ବାରମ୍ୱାର ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖି ଚାଲିଥିଲେ । ଘରେ କେହି ନଥିବାର ଫାଇଦା ଉଠାଇ ସରପଞ୍ଚଙ୍କ ସ୍ଵାମୀ ନାବାଳିକା ସହିତ ରଖି ଚାଲିଥିଲେ ସ-ମ୍ପର୍କ । କିନ୍ତୁ ବାରମ୍ବାର ସ-ମ୍ପର୍କ ରଖିବା ଭିତରେ ସବୁକିଛି ସରି ଯାଇଥିଲା । ନାବାଳିକା ହୋଇ ଯାଇଥିଲେ ୬ ମାସର ଗର୍ଭ-ବତି ।

ବର୍ତ୍ତମାନ ତାଙ୍କ ବାପା ମାଆ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଝିଅକୁ ପଚ-ରାଉ-ଚରା କରିବାରୁ ଜଣା ପଡ଼ିଥିଲା କିଏ ସେହି , ଯିଏ ତାଙ୍କର ଏପରି ଅବସ୍ଥା କରିଛନ୍ତି । ଆଉ ଝିଅ ସରପଞ୍ଚଙ୍କ ସ୍ଵାମୀଙ୍କ ନାମ କହିଥିଲେ । ତେବେ ବର୍ତ୍ତମାନ ଝିଅଟିକୁ ବାଳ ସ୍ବାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଇଛି । ସେଠାରେ ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ବ୍ୟତୀତ ତାର ଯେପରି କିଛି ଅସୁବିଧା ନ ହୁଏ , ସେ ଦିଗରେ ଧ୍ୟାନ ଦିଆଯାଇଛି । ଅନ୍ୟ ପକ୍ଷରେ ଅପ-ରାଧୀକୁ ପୋ-ଲିସ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *