ଜେ-ଲରୁ ଫେରିଲେ ଟୁଟୁ ନାୟକ , ମୁହଁ ଖୋଲି କହିଲେ ଏପରି କିଛି କଥା

କିଛି ଦିନ ପୂର୍ବରୁ ଜଣେ ସାମ୍ବାଦିକାଙ୍କ ସହିତ ଖରାପ ବ୍ୟବହାର କରିବା ଘଟ-ଣାରେ ଜେ-ଲ ଚାଲି ଯାଇଥିଲେ ଟୁଟୁ ନାୟକ । କାହିଁକି ନା ସାମ୍ବାଦିକା ଜଣକ ଥାନାରେ ଯାଇ ଅଭିଯୋଗ କରିଥିଲେ ଯେ , ଟୁଟୁ ନାୟକ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗି ନାହିଁ । ଆଉ ସେଥିପାଇଁ ସେ ଟୁଟୁ ନାୟକଙ୍କ ନାମରେ ଅଭି-ଯୋଗ ଆଣିବା ସହିତ ଟୁଟୁ ନାୟକ ମଧ୍ୟ ସିଧା ବନ୍ଧା ହୋଇ ଜେ-ଲ ଯାଇଥିଲେ । କିନ୍ତୁ ସେପଟେ ଟୁଟୁ ନାୟକ ଏହି କଥାକୁ ସିଧାସଳଖ ପ୍ର-ତ୍ୟାଖା-ନ କରିଥିଲେ ଆଉ ଏପରି କିଛି କହିଥିଲେ ।

ତାଙ୍କ କହିବା ଅନୁସାରେ , ସେ ସେହି ସାମ୍ବାଦିକା ଜଣକ ସହିତ ଏପରି କିଛି ଖରାପ ବ୍ୟବହାର କରି ନାହାଁନ୍ତି । ସେଦିନ ସେ ଦୁଆର ମୁହଁରେ ଛିଡା ହୋଇଥିଲେ । ଆଉ ମୁଁ ହଠାତ୍ ଆସିଥିଲି ଆଉ ତାଙ୍କୁ ସାଇଟ୍ ହେବା ପାଇଁ କହିବା ସହିତ ତାଙ୍କ ହାତ ଧରି ଆଗକୁ ଟାଣି ଆଣିଥିଲି । ଆଉ ତାଙ୍କ ପିଠିରେ ମଧ୍ୟ ଥାପୁ-ଡ଼ାଇ ଦେଇଥିଲି ଆଉ ଗାଲକୁ ଟିକିଏ ବାଡେଇ ଦେଇଥିଲି ଆଉ ତାହା ପୁଣି ମଜାରେ । ଯେମିତି ଆମେ ସମସ୍ତଙ୍କ ସହିତ ମଜା କରୁଛନ୍ତି । କିନ୍ତୁ ପରିସ୍ଥିତି କିଛି ଅଲଗା ହୋଇଗଲା ।

ଏପରି ହେଲା ଯେ , ସାମ୍ବାଦିକା ଜଣକ ବୁମ୍ ତଳେ ପଡ଼ିଗଲା ଆଉ ତାଙ୍କ ମୁଣ୍ଡ ଗରମ ହୋଇଗଲା । ଆଉ ତାପରେ ଗି-ରଫ ହୋଇଗଲେ ଟୁଟୁ ନାୟକ । ଏ ସବୁର ଭିଡିଓ ସୋସିଆଲ ମିଡିଆରେ ସେତେବେଳେ ବହୁ ମାତ୍ରାରେ ମଧ୍ୟ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ କିଛି ଦିନ ଜେ-ଲରେ ରହିବା ପରେ ବାହାରକୁ ବାହାରିଛନ୍ତି ଟୁଟୁ ନାୟକ ଆଉ ସୋସିଆଲ ମିଡ଼ିଆରେ ସିଧା ଏପରି କିଛି ଲେଖି ଦେଇଛନ୍ତି । ସେ ଲେଖିଛନ୍ତି ଯେ , ବେଳେବେଳେ ଜୀବନରେ ଏମିତି ପରିସ୍ଥିତି ଭୋଗିବା ଦରକାର ।

ଏଥିପାଇଁ ନୁହେଁ ଯେ ତୁମେ ଜଣେ ଖରାପ ମଣିଷ ବରଂ ଏଥିପାଇଁ ଯେ ତୁମେ ସମସ୍ତଙ୍କ ସହିତ ଭଲ ହେଲେ କଣ ଅସୁବିଧା ହୁଏ ତୁମକୁ ଏହି ଦିନ ଶିଖାଇ ଦିଏ । ତେବେ ଟୁଟୁ ନାୟକ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାତ୍ରେ ହିଁ ସୋସିଆଲ ମିଡିଆରେ ଦୃତ ବେଗରେ ଭାଇରାଲ ହେବାରେ ଲାଗିଛି ତାଙ୍କର ଏହି ପୋଷ୍ଟ ଆଉ ସମସ୍ତେ ଏହାକୁ ଦେଖି ଠିକ୍ ମଧ୍ୟ କହିବାରେ ଲାଗିଛନ୍ତି । ତେବେ ଅନ୍ୟ ପକ୍ଷରେ ଦୁନିଆଁ କେମିତି ବୋଲି ଟୁଟୁ ନାୟକ ଜାଣିଗଲେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *