ବାର ମଧ୍ୟରେ ଏଭଳି ହୋଇଥାଏ ବାର ଗାର୍ଲଙ୍କ ଜୀବନ । ମିଡ଼ିଆ ସାମ୍ନାରେ ସବୁ ରହସ୍ୟ ବଖାଣିଲେ ଦୁଇ ବାର୍ର ଗାର୍ଲ ।

ବର୍ତ୍ତମାନ ସମୟରେ ଏକ ଘଟ-ଣା ବେଶ ଚର୍ଚ୍ଚାରେ ରହିଛି । କାରଣ ଦୁଇଜଣ ବାର୍ର ଗାର୍ଲ ହଠାତ ସାମ୍ନାକୁ ଆସି ବାର୍ର ଭିତରେ ଘଟୁଥିବା ସମସ୍ତ କଥାକୁ ଟିଖନିଖ ଖୋଲି କହିଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ସହିତ କଣ ସବୁ ଘଟି ଯାଇଛି ସେ ବିଷୟରେ ମଧ୍ୟ କହିଛନ୍ତି । ସୂଚନା ଅନୁଯାୟୀ ଏହି ଘଟ-ଣା ରାଜଧାନୀ ଭୁବନେଶ୍ବରର ଅଟେ । ଭୁବନେଶ୍ୱରର ଏକ ବାର୍ରର ଦୁଇ ବାର୍ର ଗାର୍ଲଙ୍କୁ ବାରରେ ଡାନ୍ସ ପାଇଁ ଅଣା ଯାଇଥିଲା । ସେମାନେ ବାରରେ ଡାନ୍ସ ମଧ୍ୟ କରନ୍ତି । କିନ୍ତୁ ଖାଲି ଯେ ଡାନ୍ସ ତାହା ନୁହେଁ । ତାହା ବ୍ୟତୀତ ଅନ୍ୟ କାମ ମଧ୍ୟ ହୋଇଥାଏ ବାର ମଧ୍ୟରେ ।

ବାର ଭିତରେ ଯେଉଁଠି ବାର୍ର ଭିତରେ ଲୋକ ଲୋକ ମାନଙ୍କୁ ଆକୃଷ୍ଟ କରେଇବା ପାଇଁ ଏହି ଝିଅ ମାନଙ୍କୁ ମୋହରା ଆକାରରେ ବ୍ୟବହାର କରାଯାଏ । 2 ଜଣ ବାର୍ର ଗାର୍ଲ କହିଛନ୍ତି ରଙ୍ଗିଲା ବାର୍ର ବିଷୟରେ । ଯେଉଁଠି ସେମାନଙ୍କୁ ପ୍ରଥମେ କେବଳ ନାଚ ପାଇଁ ବାର୍ର କୁ ଅଣା ଯାଇଥାଏ ।

ତେବେ ବାର୍ର ଗାର୍ଲ ଙ୍କର କହିବା କଥା କି ବାର୍ର କୁ ଗଲା ପରେ ଝିଅ ମାନଙ୍କୁ ପ୍ରଥମେ ପାର୍ଥ , ଓମ ଓ ମୋହନ ପ୍ରଥମେ ଉପଭୋଗ କରିଥାନ୍ତି । ଆଉ ତାହା ପରେ ସେମାନଙ୍କୁ କଷ୍ଟମାର ମାନଙ୍କର ଏନଜୟ ପାଇ ରଖିଥାନ୍ତି । ତେବେ ଏତେ ସବୁ କରିଲା ପରେ ମଧ୍ୟ ବାର୍ର ମାଲିକ ସେମାନଙ୍କୁ ପଇସା ଦେଇ ନ ଥାନ୍ତି ବୋଲି କହିଛନ୍ତି ବାର୍ର ଗାର୍ଲ ଦୁଇ ଜଣ କହିଛନ୍ତି ।

ବାରକୁ ଆଣି ଝିଅକୁ ଟଙ୍କାର ପ୍ରୋଲୋ-ଭନ ଦେଖାଇ ଡାନ୍ସ ଏବଂ କଷ୍ଟମର ମାନଙ୍କ ସହିତ ସ-ମ୍ପର୍କ ରଖିବାକୁ କହନ୍ତି । ଏମିତି ଏହି ଦୁଇ ଝିଅ କହିଛନ୍ତି ଯେ ବାର ମାଲିକ ମାନେ ବର୍ତ୍ତମାନ 50 ହଜାର ରୁ ଅଧିକ ଟଙ୍କା ବାକି ରଖିଥିବା କହିଛନ୍ତି । ଯାହାକୁ ନେଇ ଦୁଇ ମହିଳା ଅଭି-ଯୋଗ ଆଣିଛନ୍ତି । ଏହି ଦୁଇ ବାର ଗାର୍ଲଙ୍କ କାରଣରୁ ବାର୍ର ମଧ୍ୟରେ ଘଟୁଥିବା ଏଭଳି କଳା କାର-ନାମାର ପ-ର୍ଦ୍ଦାଫା-ସ ହୋଇଛି । ତେବେ କହିରଖିବୁ ଯେ ଖାଲି ଭୁବନେଶ୍ବରର ଏହି ଗୋଟିଏ ବାର୍ର ନୁହେଁ ଅନେକ ବାର୍ର ମଧ୍ୟରେ ଏଭଳି କରାଯାଉଛି । ଟଙ୍କା ରୋଜଗାର ପାଇଁ ଡାନ୍ସ କରିବାକୁ ବାଧ୍ୟ ହେଉଥିବା ଝିଅ ମାନଙ୍କ ଜୀବନ ହୁଏତ ନଷ୍ଟ ହୋଇ ଯାଉଛି । ଯାହା ବାସ୍ତବରେ ଚିନ୍ତା ଜନକ ବିଷୟ ଅଟେ ।

Leave a Reply

Your email address will not be published. Required fields are marked *