ମହିଳା ଜଣକ କହୁଛନ୍ତି ଏପରି କିଛି କଥା , କହୁଛନ୍ତି ମୋତେ ଧନ୍ଦାରେ ଲଗାଇ ଦେବେ କିମ୍ବା ଏନ-କାଉ-ଣ୍ଟର କରି ଦେବେ

ଜଣେ ମହିଳା ଅନିଚ୍ଛା ସତ୍ତ୍ବେ ମଧ୍ୟ ଜଣେ ପୁରୁଷକୁ ବିବାହ କଲେ । କେବଳ ଟଙ୍କା ପଇସା ପାଇଁ ତାଙ୍କୁ ବିବାହ କରିଥିଲେ ବ୍ୟକ୍ତି ଜଣକ । ତେବେ ଏପରି କିଛି ଅଭି-ଯୋଗ ନେଇ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ସେ ନିଜ ସ୍ଵାମୀଙ୍କ ନାମରେ ଆହୁରି ମଧ୍ୟ ଅଭି-ଯୋଗ ଆଣିଛନ୍ତି କି , ତାଙ୍କ ଭାଇ ମାନଙ୍କୁ ତାଙ୍କ ସ୍ବାମୀ ହ-ତ୍ୟା କରିଛନ୍ତି , ଯେଉଁଥି ପାଇଁ ଆଜି ତାଙ୍କ ପରିବାର ପୁରୁଷଶୂନ୍ୟ ହୋଇ ଯାଇଛି । ଆଜି ତାଙ୍କ ପରିବାର ପୁରାପୁରି ବିଛାଡ଼ି ଯାଇଛି । ଆଉ ସେ ମଧ୍ୟ ଅନେକ କ-ଷ୍ଟ ପାଇବାରେ ଲାଗିଛନ୍ତି ।

ତେବେ ଆହୁରି ମଧ୍ୟ ମହିଳା ଜଣକ କହିଛନ୍ତି କି , ତାଙ୍କ ସ୍ଵାମୀ ନିଜ ବଡ ଭାଉଜ ସହିତ ଶାରୀ-ରିକ ସମ୍ପ-ର୍କ ରଖିବା ସହିତ ଭିଡିଓ ମଧ୍ୟ କରୁଥିଲେ । ଆଉ ଏ କଥା ମହିଳା ଜାଣି ଶୁଣି ମଧ୍ୟ ଚୁପ୍ ରହି ଯାଉଥିଲେ । କାହିଁକି ନା ତାଙ୍କ ପରିବାର ଲୋକ ମାନେ ତାଙ୍କର ଗୋଡ଼କୁ ହାଣି ଦେଇଥିଲେ । ତେଣୁ ସେ ଚୁପ୍ ରହିଥିଲେ । କିନ୍ତୁ ବର୍ତ୍ତମାନ ସେ ଆଉ ଚୁପ୍ ରହି ନାହାଁନ୍ତି , ସେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଆଉ ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ କଥା କେହି ବୁଝିବାରେ ନାମ ଧରୁ ନାହାଁନ୍ତି ।

ମହିଳାଙ୍କ କହିବା ଅନୁଯାୟୀ , ତାଙ୍କ ଗୋଡ କାଟିବା ପରେ ମଧ୍ୟ ସେ କୋର୍ଟ ପାଖରେ ପହଞ୍ଚି ଯାଇଥିଲେ । ଆଉ କୋର୍ଟ ତାଙ୍କ ପୁରା ପରିବାର ଉପରେ ଦଫା ଲଗାଇଥିଲେ କିନ୍ତୁ ପରେ ପୋ-ଲିସ ଲା-ଞ୍ଚ ଖାଇ ସବୁ ବନ୍ଦ କରି ଦେଇଥିଲା । ଆଉ ସବୁ ଥମି ଯାଇଥିଲେ । ସ୍ଵାମୀ ତାଙ୍କ ଟଙ୍କା ଦ୍ଵାରା ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏହା ବ୍ୟତୀତ ମହିଳାଙ୍କୁ ଧନ୍ଦାରେ ଲଗାଇ ଦେବା ସହିତ ଏନକା-ଉଣ୍ଟର କରି ଦେବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ସମୟରେ ଆଉ ଥରେ ମହିଳା ଜଣକ କୋର୍ଟର ଦ୍ବାରସ୍ଥ ହେବା ସହିତ ଆଉ ଥରେ ନୂଆ ଅ-ର୍ଡର ଆଣିଛନ୍ତି ମହିଳା ।

ତେବେ ଅନ୍ୟ ପକ୍ଷରେ ମହିଳାଙ୍କୁ ଆଗରୁ ଗି-ରଫ କରା ଯାଇଥିବା କଥା କହିଛନ୍ତି । ଲୋକ ମାନେ ତାଙ୍କୁ ଅନେକ କଥା ଶୁଣାଇବା ସହିତ ସେ ଏପର୍ଯ୍ୟନ୍ତ ଥମି ନାହାନ୍ତି ବୋଲି କହୁଛନ୍ତି । ଅନ୍ୟ ପକ୍ଷରେ ସେଦିନ ପୋ-ଲିସ ଥା-ନା ନିଜ ସାଇକେଲ ଆଣିବାକୁ ଯାଇଥିବା ସମୟରେ ଚାରି ଜଣ ପୋଲିସ ତାଙ୍କୁ ପିସିଆର ଭେନ୍ ରେ ମା-ଡ଼ି ବସିଥିଲେ । ଆଉ ତାଙ୍କୁ ଏନକା-ଉଣ୍ଟର କରିବେ ବୋଲି କହିଥିଲେ । ତେବେ ମହିଳା ଜଣକ ତା ପର ଠାରୁ ଭ-ୟଭୀ-ତ ହୋଇ ଯାଇଛନ୍ତି । ତଥାପି ନିଜ ପାଇଁ ଲ-ଢ଼ିବେ ବୋଲି ମହିଳା ଜଣଙ୍କ କହିଛନ୍ତି ।

Leave a Reply

Your email address will not be published. Required fields are marked *