ଦୁବାଇ ଯିବାକୁ ଜିଦ ଧରିଲା ସ୍ତ୍ରୀ । ଆଉ ସ୍ୱାମୀ ମନା କରିବାରୁ ସ୍ତ୍ରୀ ମାରିଲା ଗୋଟିଏ ଚାପୁଡ଼ା । ଆଉ ତାପରେ………..

ଜନ୍ମଦିନରେ ସ୍ତ୍ରୀ ଦୁବାଇ ଯିବାକୁ ଚାହୁଁଥିଲେ । ଏହାବ୍ୟତୀତ ସ୍ୱାମୀ ଗିଫ୍ଟ ନେଦେବାରୁ ଜୀବନ ନେଇଗଲା ସ୍ତ୍ରୀ ରେଣୁକା । ଏମିତି ଭାବରେ ସ୍ୱାମୀର ମୁହଁରେ ମୁଥ ମା-ରିଲା ଯେ ସ୍ୱାମୀ ଶେଷରେ ବଞ୍ଚି ପାରିଲା ନାହିଁ । ଆଜ୍ଞା ହଁ , ମଣିଷ ଯେତେ ଧନୀ ଏବଂ ବିତ୍ତଶାଳୀ ହେଲେ ମଧ୍ୟ ବୁଝାମଣାର ଅଭାବ ଥିଲେ ସମ୍ପର୍କ କିଭଳି ଭାଙ୍ଗି ଯାଏ କିମ୍ବା କିଏ କେମିତି କାହାର ହ-ତ୍ୟା କରିଦିଏ ତାହା ଆପଣ ମାନେ ଏହି ଘଟ-ଣାରୁ ଜାଣି ପାରିବେ । କାରଣ ସ୍ୱାମୀ ନିଜ ସ୍ତ୍ରୀକୁ ବିବାହ ବାର୍ଷିକୀ ଏବଂ ଜନ୍ମଦିନରେ ସାଧାରଣ ଗିଫ୍ଟ ଦେଲାନି ବୋଲି , ସ୍ତ୍ରୀ ନିଜ ସ୍ୱାମୀର ମୁହଁକୁ ବାରମ୍ବାର ମୁଥ ମା-ରି ଜୀବନରୁ ମା-ରି ଦେଇଛି । ଆଉ ଏଭଳି ଏକ ଘ-ଟଣା ଗତ ଏକ ବର୍ଷ ହେବ ଚର୍ଚ୍ଚାର ବିଷୟ ହୋଇ ରହିଛି ।

ପୋଷ ରେସିଡେନ୍ସ ସୋସାଇଟିରେ ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟିଛି । ସ୍ତ୍ରୀ ଜନ୍ମଦିନରେ ଦୁବାଇ ଯିବାରୁ ଜିଦ କରିବା ପରେ ସ୍ବାମୀ ମନା କରିବାରୁ ଏବଂ ସ୍ତ୍ରୀକୁ ଗିଫ୍ଟ ନେଦବା ସ୍ୱାମୀ ପାଇଁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ସ୍ତ୍ରୀ ସ୍ୱାମୀକୁ ଜୀବନରୁ ମା-ରି ଦେଇଛି । ସୂଚନା ଅନୁଯାୟୀ ମୃ-ତକ ଜଣକ ହେଉଛନ୍ତି ୩୬ ବର୍ଷିୟ ନିଖିଲ ଖାନ୍ନା । ଯିଏକି କନଷ୍ଟ୍ରକସନ ଇଣ୍ଡଷ୍ଟ୍ରିରେ ବ୍ୟବସାୟ କରୁଥିଲେ । ତେବେ ବର୍ତ୍ତମାନ ପୋ-ଲିସ ଏହି ମାମ-ଲାରେ ଅଭି-ଯୁକ୍ତ ସ୍ତ୍ରୀକୁ ଗି-ରଫ କରିଥିବା ସୂଚନା ମିଳିଛି । ଗତ ଶୁକ୍ରବାର ଅପରାହ୍ଣରେ ଏହି ଘ-ଟଣା ଘଟିଥିଲା । ତେବେ ପୁରା ଘଟ-ଣା ଏହା ଯେ ୬ ବର୍ଷ ତଳେ ନିଖିଲ ରେଣୁକାଙ୍କୁ ବିବାହ କରିଥିଲେ ।

ଆଉ ରେଣୁକା ନିଜ ସ୍ୱାମୀଙ୍କ ଠାରୁ ଦୁଇ ବର୍ଷର ବଡ଼ ଥିଲେ । ଦୁହିଁଙ୍କର ପ୍ରେମ ବିବାହ ମଧ୍ୟ ହୋଇଥିଲା । ପୋଲିସର ତଦନ୍ତରୁ ଏହା ଜଣା ପଡ଼ିଛି ଯେ ଗତ କିଛିଦିନ ତଳେ ରେଣୁକାଙ୍କ ଜନ୍ମଦିନ ଥିଲା ଏବଂ ସେ ଦୁବାଇରେ ନିଜ ଜନ୍ମଦିନକୁ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ସ୍ୱାମୀ ନିଖିଲ ତାଙ୍କୁ ଦୁବାଇ ନେଇ ନଥିଲେ କିମ୍ବା କୌଣସି ଦାମୀ ଗିଫ୍ଟ ମଧ୍ୟ ଦେଇ ନଥିଲେ । ଏହାକୁ ନେଇ ରେଣୁକା ରା-ଗି ଯାଇଥିଲେ । ଏହାପରେ ବିବାହ ବାର୍ଷିକୀରେ ମଧ୍ୟ ନିଖିଲ କୌଣସି ଗିଫ୍ଟ ଦେଇ ନଥିଲେ । ପରେ ଦିଲ୍ଲୀରେ ଜଣେ ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ କରିବାକୁ ରେଣୁକା ନିଜ ସ୍ୱାମୀଙ୍କୁ କହିବାରୁ ସ୍ୱାମୀ କୌଣସି ପ୍ରତି-କ୍ରିୟା ଦେଇ ନଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା ।

ଏହି କାରଣରୁ ରା-ଗିଯାଇ ସ୍ତ୍ରୀ ରେଣୁକା ସ୍ୱାମୀ ନିଖିଲଙ୍କ ମୁହଁରୁ ମୁଥ ମା-ରି ଚାଲିଥିଲେ । ଏଥିରେ ନିଖିଲଙ୍କ ନାକରେ ଗଭୀର ଆ-ଘାତ ଲାଗିବା ସହିତ କିଛି ଦାନ୍ତ ମଧ୍ୟ ଭା-ଙ୍ଗି ଯାଇଥିଲା । ପ୍ରବଳ ର-କ୍ତସ୍ରା-ବ ହେବାରୁ ନିଖିଲ ଚେ-ତାଶୂ-ନ୍ୟ ହୋଇ ଭୂଇଁରେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁ-ତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହି ଘ-ଟଣା ବିଷୟରେ ସୂଚନା ପାଇବା ପରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଥିଲା । ଏହି ହ-ତ୍ୟାକୁ ନେଇ ପୋ-ଲିସ ସ୍ତ୍ରୀ ରେଣୁକାଙ୍କ ବିରୋ-ଧରେ ଏକ ମାମ-ଲା ରୁ-ଜ୍ଜୁ କରିବା ସହିତ ଆଇପିସି ଧାରା ୩୦୨ ଅନୁଯାୟୀ ତାଙ୍କୁ ଗି-ରଫ କରିଛି ।

Leave a Reply

Your email address will not be published. Required fields are marked *