ଅଧା ବାଟରେ ଟ୍ରେନରେ ହଜିଗଲା ସ୍ତ୍ରୀ , ହନିମୁନ ପାଇଁ ଯାଉଥିଲେ ସ୍ଵାମୀ ସ୍ତ୍ରୀ

ଯାତ୍ରା କରୁ କରୁ ଟ୍ରେନରେ ଅଧା ବାଟରେ ହଜି ଯାଇଛି ସ୍ତ୍ରୀ । ଏହି କଥା କେହି ବି ବିଶ୍ୱାସ କରି ପାରୁ ନାହାଁନ୍ତି । ହଠାତ୍ କୁଆଡ ଜଣେ ଗା-ଏବ ହୋଇଗଲେ , ତାହାକୁ ନେଇ ସମସ୍ତଙ୍କ ମନରେ ବଢ଼ି ଚାଲିଛି ସ-ନ୍ଦେହ । ତଥାପି ସମସ୍ତେ କହିବାରେ ଲାଗିଛନ୍ତି କି ସ୍ତ୍ରୀ କୁଆଡେ ହଜିଗଲା ଆଉ ସବୁକିଛି ଶେଷ ହୋଇଗଲା । ଏବେ ସ୍ତ୍ରୀକୁ ହଜି ହଜି ଟ୍ରେନରେ ନୟାନ୍ତ ସ୍ଵାମୀ ଆଉ ପରିବାର ଲୋକ ଏପଟେ ଭ-ୟଭୀ-ତ ହୋଇ ଗଲେଣି।

ହଠାତ୍ ଏପରି କୁଆଡେ ବୋହୂ ଚାଲିଗଲା ବୋଲି ଶାଶୁ ଘର ଲୋକ ଆଶ୍ଚର୍ଯ୍ୟ ଆଉ ବୋହୂକୁ ଖୋଜିବା ପାଇଁ ଏବେ ପୁରା ପରିବାର ଆଗେଇ ଆସିଛନ୍ତି । ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଘଟି ଯାଇଛି ମୁଜାଫରନଗର ରେଳ ଷ୍ଟେସନରେ । ସୂଚନା ଅନୁଯାୟୀ , ନବ ବିବାହିତ ସ୍ଵାମୀ ସ୍ତ୍ରୀ ହନିମୁନ ପାଇଁ ଟ୍ରେନରେ ଯାତ୍ରା କରୁଥିଲେ । କିନ୍ତୁ ଅଧା ବାଟରେ ସବୁକିଛି ଶେଷ ହୋଇ ଯାଇଥିଲା । ବାଥରୁମ ଯାଇଥିଲା ନୂଆ ବୋହୂ ଆଉ ସେଠାରୁ ତାର ପତ୍ତା ମିଳି ନଥିଲା।

ତେବେ ସୂଚନା ଅନୁଯାୟୀ , ପ୍ରିନ୍ସ କୁମାର ଆଉ କାଜଲ ଏଇ କିଛି ଦିନ ପୂର୍ବରୁ ବିବାହ କରିଥିଲେ । ପ୍ରିନ୍ସ କୁମାର ବିଦ୍ୟୁତ୍ ବିଭାଗରେ ଜଣେ କର୍ମଚାରୀ ଭାବରେ କାମ କରନ୍ତି । ତେବେ ବିବାହ ପରେ ସ୍ତ୍ରୀ ହନିମୁନ ଯିବା ପାଇଁ ଜିଦି କରିଥିଲେ । ଆଉ ସେ ନିଜ ସ୍ବାମୀଙ୍କୁ ଦାର୍ଜିଲିଂ ଯିବା କଥା କହିଥିଲେ ଆଉ ସ୍ଵାମୀ ମଧ୍ୟ ରାଜି ହୋଇ ଯାଇଥିଲେ । ତେବେ ଯାତ୍ରା କରିବା ପାଇଁ ଦୁହେଁ ପ୍ରସ୍ତୁତ ହୋଇ ଯାଇଥିଲେ । ମୁଜାଫର ନଗର ରେଳ ଷ୍ଟେସନରୁ ଦିଲ୍ଲୀ ଅଭିମୁଖେ ସେମାନେ ଯାତ୍ରା କରିବା ପାଇଁ ବାହାରି ପଡ଼ିଥିଲେ ।

ତେବେ ସୂଚନା ଅନୁଯାୟୀ , ଇସାନଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବା ପରେ କାଜଲ ବାଥରୁମ ଯିବା କଥା କହିଥିଲେ । ଆଉ ଯାଇଥିଲେ କିନ୍ତୁ ହଠାତ୍ ସେ କୁଆଡେ ଗା-ଏବ ହୋଇ ଯାଇଥିଲେ । ଯେତେବେଳେ ବେଶୀ ସମୟ ପର୍ଯ୍ୟନ୍ତ ସ୍ତ୍ରୀ ଫେରି ନଥିଲେ , ସେତେବେଳେ ସ୍ଵାମୀ ତାଙ୍କୁ ଖୋଜିବାକୁ ଯାଇଥିଲେ ଆଉ ସ୍ତ୍ରୀଙ୍କୁ ପାଇ ନଥିଲେ । ତେବେ ଅନେକ ସମୟ ଖୋଜାଖୋଜି କରିବା ପରେ ସ୍ଵାମୀ ପାଇ ନଥିଲେ କାଜଲଙ୍କୁ ଆଉ ତାପରେ ପୋଲି-ସରେ ଜଣାଇ ଥିଲେ । ତେବେ ପୋ-ଲିସ ବର୍ତ୍ତମାନ କାଜଲଙ୍କୁ ଖୋଜାଖୋଜି କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *